Monthly Archives

January 2024

ଏକା ସାଙ୍ଗରେ ବାପ-ପୁଅଙ୍କ ଜୀବନ ନେଲା ହାଇୱା

ସୋନପୁର : ସୋନପୁର ବ୍ଲକ ଛକ ଟ୍ରାଫିକ ପୋଷ୍ଟରେ ମଙ୍ଗଳବାର ରାତି ପ୍ରାୟ ୭.୩୦ ମି.ରେ ଏକ ହାଇୱା (ଓଡି ୩୧ ଏଲ୍‌ ୩୧୮୦) ଏକ ସ୍କୁଟିକୁ ଧକ୍କା ଦେଇଥିଲା । ଫଳରେ ସ୍କୁଟିରେ ଥିବା ରାଜକୁମାର ମହାକୁଡ଼ (୫୦) ଏବଂ ତାଙ୍କ ପୁଅ ଓମ୍‌ପ୍ରିତ (୧୬)ଙ୍କ ଘଟଣାସ୍ଥଳରେ ଶୋଚନୀୟ ମୃତ୍ୟୁ ଘଟିଛି ।
Read More...

ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ : ପ୍ରଧାନ ଶିକ୍ଷୟିତ୍ରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗୁରୁମାନେ ହିଁ ସୁସ୍ଥ ସମାଜ ଗଠନର ମୁଖ୍ୟ କର୍ଣ୍ଣଧାର ଓ ଯୁଗେ ଯୁଗେ ବନ୍ଦନୀୟ ବୋଲି ଡେଲାଙ୍ଗ ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ଆଦର୍ଶ ପ୍ରଧାନ ଶିକ୍ଷୟିତ୍ରୀ ଶ୍ରୀମତୀ ସତ୍ୟଭାମା ଦେବୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା
Read More...

ମା’ ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁରସ୍ଥିତ ଶ୍ରୀ ରାମକୃଷ୍ଣ ଆଶ୍ରମର ସଂପାଦକ ସ୍ଵାମୀ ଅଶୋକାନନ୍ଦ ମହାରାଜାଙ୍କ ପୌରହିତ୍ୟରେ ମା' ସାରଦା ଦେବୀଙ୍କ ୧୭୧ତମ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଆଧ୍ୟାତ୍ମିକ ସଭା ଅନୁଷ୍ଠିତ ହୋଇଥିଲା । ସଭା ଆରମ୍ଭରେ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ପାରିବାରିକ ବନ୍ଧୁମିଳନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ଏକ ପାରିବାରିକ ବନ୍ଧୁମିଳନ ଖୁଜେନପାଲିସ୍ଥିତ ଧବଳେଶ୍ୱର ମନ୍ଦିର ପ୍ରାଙ୍ଗଣରେ ନୂତନ ବର୍ଷ ଉପଲକ୍ଷେ ପରିବାର ମିଳନ ଉତ୍ସବ ପାଳନ କରାଯାଇଥିଲା । ଏହି ବନ୍ଧୁମିଳନରେ ମୁଖ୍ୟ ଅତିଥି ଭାବରେ ସ୍ୱାମୀ ତେଜୟାନନ୍ଦ
Read More...

ଲୋୟର ସୁକତେଲର ଶ୍ରେୟ ବୁଡି ଅଂଚଳ ବିସ୍ତାପିତଙ୍କୁ ଦେଲେ ଶ୍ରେୟ

ବିସ୍ତାପିତଙ୍କ ତ୍ୟାଗ ବିନା ପ୍ରକଳ୍ପ ଅସମ୍ଭବ ଥିଲା : ନରସିଂହଅଧାପନ୍ତରିଆ ପ୍ରକଳ୍ପ “ନାହିିଁ ମାମୁଁଠାରୁ କଣା ମାମୁଁ ଭଲ” : ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୀର୍ଘ ୨୩ ବର୍ଷ ପରେ ଆଜି ଲୋୟର ସୁକତେଲ ପ୍ରକଳ୍ପ ତରବରିଆ ଭାବେ ଲୋକାର୍ପଣ କରାଯାଉଛି । ଏହି ଅଧାପନ୍ତରିଆ ପ୍ରକଳ୍ପ
Read More...

ପୋଖରୀରେ ବୁଡ଼ି ମହିଳାଙ୍କ ମୃତ୍ୟୁ

ବୈପାରୀଗୁଡା : ଶୌଚ ପାଇଁ ଯାଇଥିବା ବେଳେ ଅଘଟଣ । ପୋଖରୀରେ ବୁଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ମହିଳା ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ବୋଦାପୁଟ ଗ୍ରାମର ୫୫ ବର୍ଷ ବୟସ୍କା ଦଉନା ନାୟକ ବୋଲି ଜଣାପଡିଛି । ସୂଚନା ଅନୁଯାୟୀ, କୋରାପୁଟ ଜିଲ୍ଲା ବୈପାରୀଗୁଡା ବ୍ଲକ
Read More...

ଟିଟିଲାଗଡ଼ ସାହାରା ଅଫିସ ସାମ୍ନାରେ ଥିବା ନାଳର ଅସନା ପାଣି ଗଡୁଛି ରାସ୍ତାରେ : ଦୋକାନୀ ଓ ଜନସାଧାରଣ ମଧ୍ୟରେ ଅସନ୍ତୋଷ

ଟିଟିଲାଗଡ଼, (ସଞ୍ଜୟ କୁମାର ନାୟକ) : ଟିଟିଲାଗଡ଼ ସହରର ସାହାରା ଅଫିସ ସାମ୍ନାରେ ଯାଇଥିବା ନାଳର ଅସନା ପାଣି ବୋହୁଛି ରାସ୍ତା ଉପରେ । ଏନେଇ ଚା' ଦୋକାନୀ ରବିନାରାୟଣ ମହାନ୍ତି, ଗାଡି ପାର୍ଟସ୍‌ ଦୋକାନୀ ପ୍ରଶାନ୍ତ ବେହେରା ଓ ଆଖପାଖରେ ଥିବା ସମସ୍ତ ଦୋକାନ ମାଲିକମାନେ ଭାରି ଅସୁବିଧାର
Read More...

ୟଙ୍ଗ୍‌ ଷ୍ଟାର୍‌ ଶୁଭମ୍‌ ଦର୍ଜୀଙ୍କ ପାଇଁ ଆଜି ଗର୍ବିତ ବଲାଙ୍ଗିର ମାଟି

ଆଜିର ସମାଜରେ ଅନେକ ଯୁବକ ନିଶାଗ୍ରସ୍ତ ହୋଇ ପଥଭ୍ରଷ୍ଟ ହେଉଥିବାର ଦେଖିବାକୁ ମିଳିଛି । ଖୁବ୍‌ କମ୍‌ ଯୁବକ ଅଛନ୍ତି, ଯେଉଁମାନେ ନିଜର ନିଷ୍ଠା ବଳରେ ସମାଜରେ ନିଜକୁ ବଳିଷ୍ଠ ଭାବେ ଗଢ଼ି ତୋଳିବାରେ ସକ୍ଷମ ହୋଇ ପାରୁଛନ୍ତି । ସେଭଳି ଜଣେ ନିଷ୍ଠାବାନ ଯୁବକଙ୍କ ବିଷୟରେ ଆସନ୍ତୁ ଆଜି ଜାଣିବା ।
Read More...

ବଲାଙ୍ଗିରର ବିକାଶରେ ନୂଆ ଇତିହାସ : ଲୋୟର ସୁକତେଲ ଜଳସେଚନ ପ୍ରକଳ୍ପ ଲୋକାର୍ପିତ କଲେ ମୁଖ୍ୟମନ୍ତ୍ରୀ

ଓଡିଶାର ନବମ ସର୍ବବୃହତ ବନ୍ଧ୨୦୧୯ରୁ ୫ଟି ଉପକ୍ରମରେ ପ୍ରକଳ୍ପ ତ୍ୱରାନ୍ୱିତ କରାଯାଇ କାମ ସଂପୂର୍ଣ୍ଣ କରାଯାଇଛିବଲାଙ୍ଗିର, ସୋନପୁରର ୨୦୩ଟି ଗାଁର ଏକ ଲକ୍ଷ ଏକର ଚାଷ ଜମି ଜଳସେଚିତ ହେବ, ୮୦ ହଜାର ଚାଷୀ ଉପକୃତ ହେବେ, ପାନୀୟ ଜଳର ସୁବିଧା ମଧ୍ୟ ମିଳିବଭୂତଳ ପାଇପ ଲାଇନ ଜରିଆରେ ଜଳ ସେଚନ
Read More...

‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ର ନବବର୍ଷ କବିତା ପାଠୋତ୍ସବ

ବ୍ରହ୍ମପୁର, (କେପିଏନ୍‌ଏସ୍‌) : ନବବର୍ଷ ଉପଲକ୍ଷେ ସ୍ଥାନୀୟ ନବୀନ ଭବନ ପରିସରରେ ‘ନବୀନ ପାଠାଗାର ଓ ସାହିତ୍ୟ ପ୍ରତିଷ୍ଠାନ’ ଆନୁକୂଲ୍ୟରେ ନବବର୍ଷ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ନବୀନର ସମ୍ପାଦକ ରବି ରଥଙ୍କ ଆବାହକତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରତିଷ୍ଠାନର
Read More...