Monthly Archives

January 2024

ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ତରଫରୁ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଓ ସହରର ଅନ୍ୟତମ ସାମାଜିକ ଅନୁଷ୍ଠାନ ଶାରଳା ପରିବାରର ମିଳିତ ଆନୁକୂଲ୍ୟରେ ଆମ୍ବାଗାନ ଛକଠାରେ ସଡ଼କ ସୁରକ୍ଷା ଶିବିର ଆୟୋଜିତ ହୋଇଯାଇଛି । ପରିବହନ ବିଭାଗର ଅଧିକାରୀ ମାନସ ରଞ୍ଜନ ପୃଷ୍ଟିଙ୍କ ଅଧ୍ୟକ୍ଷତା ଓ ଶାରଳା
Read More...

ଦୃଷ୍ଟିହୀନ ବିଦ୍ୟାଳୟରେ ବଣଭୋଜି କଲେ ହ୍ୟୁମାନିଟି ଫାଉଣ୍ଡେସନର ସଦସ୍ୟ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଜି ଦ ହ୍ୟୁମାନିଟି ଫାଉଣ୍ଡେସନ ତରଫରୁ ନୂତନ ବର୍ଷରେ ଲାଠିକଟା ସ୍ଥିତ ଦୃଷ୍ଟିହୀନ ବିଦ୍ୟାଳୟରେ ଏକ ବଣଭୋଜିର ଆୟୋଜନ ହୋଇଥିଲା । ଉକ୍ତ ସ୍କୁଲରେ ପିଲାମାନଙ୍କୁ କିପରି ଶିକ୍ଷା ଦିଆଯାଉଛି ତାହା ଜାଣି ଅତନ୍ତ୍ୟ ଖୁସି ହୋଇଥିଲେ ଫାଉଣ୍ଡେସନର ସଦସ୍ୟମାନେ ଓ
Read More...

ଭୟାବହ ଅଗ୍ନିକାଣ୍ଡ : ୩ଟି ଗୋରୁଙ୍କ ସହିତ ୧୫ଟି ଛେଳି ଜୀବନ୍ତ ଦଗ୍ଧ

ନିଶ୍ଚିନ୍ତକୋଇଲି : କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ଅଂଚଳରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଖବର ମିଳିଛି । ଫଳରେ ଜଣେ ଚାଷୀଙ୍କ ୩ଟି ଗୋରୁଙ୍କ ସହିତ ୧୫ଟି ଛେଳି ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ସମସ୍ତ ଆସବାବପତ୍ର ଜଳିପୋଡ଼ି ଛାରଖାର ହୋଇଯାଇଛି । ସୂଚନା ଅନୁଯାୟୀ ନିଶ୍ଚିନ୍ତକୋଇଲି ତହସିଲ
Read More...

ସଦାଇପାଲିରେ ନାଟବାଦୀ-ନାଟଯାତ୍ରା ଫେବୃୟାରୀ ୨୫ରୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ରଙ୍ଗମଂଚରେ ଚଳିତ ବର୍ଷ ଫେବୃୟାରୀ ୨୫ରୁ ୨୯ ପର୍ଯ୍ୟନ୍ତ ମହାକୋଶଲ କୋଶଲୀ ନାଟବାଦୀ-ନାଟଯାତ୍ରା ଅନୁଷ୍ଠିତ ହେବ ବୋଲି ଆଜିର ପ୍ରସ୍ତୁତି ବୈଠକରେ
Read More...

ବିଜାଖମନରେ ବଲାଙ୍ଗିର ଉଦ୍ୟାନ ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ବଢୁଥିବା ସାଙ୍ଗକୁ ଲୋକଙ୍କ ଅବସର ବିନୋଦନ ପାଇଁ ପାର୍କର ଆବଶ୍ୟକତା ରହିଥିଲା । ପୂର୍ବରୁ ମାତ୍ର ୨ରୁ ୩ଟି ପାର୍କ ରହିଥିବା ବେଳେ ଏବେ ସହରର ପ୍ରାୟ ସବୁ ୱାର୍ଡରେ ଶିଶୁ ଉଦ୍ୟାନଗୁଡିକ ନିର୍ମାଣ ହୋଇଛି । କିନ୍ତୁ ଏବେ ପୌରପାଳିକାର ବିକାଶ
Read More...

ବିଜେପି ପକ୍ଷରୁ ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ

କଳାହାଣ୍ଡି, (ଶୁଭେନ୍ଦୁ କୁମାର ପଣ୍ଡା) : ନବୀନ ସରକାରଙ୍କ କୃଷକ ମାରଣ ନୀତି, ମଣ୍ଡିର ଅବ୍ୟବସ୍ଥା, ଧାନ କଟନୀ ଛଟନୀ, କପାର ଅଭାବୀ ବିକ୍ରି, ବିଦ୍ୟୁତ ବିଲ ମୂଲ୍ୟ ବୃଦ୍ଧି, ଗାଁ ଗାଁରେ ମଦଭାଟି, ମଦ କୋଠି ଖୋଲିବା ଭଳି ବିଭିନ୍ନ ସମସ୍ୟାର ପ୍ରତିବାଦରେ ଆଜି କଳାହାଣ୍ଡି ଭାରତୀୟ ଜନତା
Read More...

ଶ୍ରୀକୃଷ୍ଣ ବଳରାମଙ୍କ ହାତରେ କଂସ ନିଧନ ସହ ମୁରିବାହାଲ ବ୍ଲକସ୍ତରୀୟ ବିରାଟ ଧନୁଯାତ୍ରା ମହୋତ୍ସବ ଉଦ୍‌ଯାପିତ

ମହୋତ୍ସବରେ ଜଡିତ ବିଭିନ୍ନ ବ୍ୟକ୍ତି ବିଶେଷଙ୍କୁ ସ୍ଵତନ୍ତ୍ର ସମ୍ବର୍ଦ୍ଧନା ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ସଦର ମହକୁମା ତଥା ମଥୁରା ନଗରୀରେ ଦୀର୍ଘ ସାତଦିନ ଧରି ଚାଲିଥିବା ପଞ୍ଚମ ବାର୍ଷିକ ବିରାଟ ଧନୁଯାତ୍ରା ମହୋତ୍ସବ ବୁଧବାର ରାତିରେ
Read More...

ଭାରସାମ୍ୟ ହରାଇ ଓଲଟିଲା କାର

ପଦ୍ମପୁର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ପଦ୍ମପୁର ମୁଖ୍ୟ ବଜାର ନିକଟରେ ଭାରସାମ୍ୟ ହରାଇ ଏକ ଏକ୍ସୟୁଭି କାର୍‌ (ଓଡି-୧୪-ଡବ୍ଲୁ-୪୪୪୫)ଓଲଟି ପଡ଼ିଥିବା ଖବର ମିଳିଛି । ଏଥିରେ ଥିବା ଚାଳକଙ୍କ ସମେତ ୪ଜଣ ଅଳ୍ପକେ ବର୍ତ୍ତି ଯାଇଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ ଆଜି ଭୁବନେଶ୍ୱରରୁ
Read More...

ଟୁରିଷ୍ଟ ବସ୍ ଦୁର୍ଘଟଣାରେ ନାବାଳକ ମୃତ୍ୟୁ ଘଟଣା : କ୍ଷତିପୂରଣ ଦାବିରେ ପୁଣି ଲୋକଙ୍କ ରାସ୍ତାରୋକ

ସମ୍ବଲପୁର : ବସ୍ ଦୁର୍ଘଟଣାରେ ନାବାଳକର ମୃତ୍ୟୁ ଘଟଣା । କ୍ଷତିପୂରଣ ଦାବିରେ ଉତ୍ତ୍ୟକ୍ତ ଲୋକଙ୍କ ପୁଣି ରାସ୍ତାରୋକ । ଦୁର୍ଘଟଣା ଘଟିଥିବା ସ୍ଥାନରେ ନାବାଳକର ମୃତଦେହ ରଖି ରାସ୍ତାରୋକ ଜାରି ରହିଛି । ୫୦ ଲକ୍ଷ ଟଙ୍କାର କ୍ଷତିପୂରଣ ସହ ଅଟକ ରଖିଥିବା ଆନ୍ଦୋଳନକାରୀଙ୍କୁ ଛାଡିବାକୁ ଦାବି
Read More...

ଦୁର୍ବୃତ୍ତଙ୍କ ଆକ୍ରମଣର ଶିକାର ହୋଇ ବିବିଏମ୍‌ସିଏଚ୍‌ରେ ଭର୍ତ୍ତି ହେଲେ ରାଜେନ୍ଦ୍ର ମହାକୁର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦଫଲା ଗାଁରେ ଜଣେ ବ୍ୟକ୍ତିଙ୍କୁ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିବା ବେଳେ ଗୁରୁତର ଅବସ୍ଥାରେ ତାଙ୍କୁ ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ୍‌ ଓ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି । ଆକ୍ରମଣର ଶିକାର ହୋଇଥିବା ବ୍ୟକ୍ତି ଜଣକ
Read More...