Monthly Archives

January 2024

ସନ୍ଦେହଜନକ ଅବସ୍ଥାରେ ନାବାଳିକାଙ୍କ ମୃତଦେହ ଉଦ୍ଧାର : ଥାନାର ଦ୍ୱାରସ୍ଥ ହେଲେ ନାବାଳିକାଙ୍କ ବାପା ମାଆ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ସଇଁତଲା ଥାନା କରମତଲା ପଞ୍ଚାୟତସ୍ଥିତ ତୁଷ୍ଟାପାଲି ଲାନ୍ଥନଦୀ କୂଳରୁ ଜଣେ ନାବାଳିକାଙ୍କୁ ଅର୍ଦ୍ଧନଗ୍ନ ତଥା ଅଚେତ ଅବସ୍ଥା ପରିବାର ଲୋକେ ଉଦ୍ଧାର କରି ପ୍ରଥମେ ସଇଁତଲା ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା କରିବା ପରେ ଅବସ୍ଥା ଗୁରୁତର ହେବାରୁ
Read More...

ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ସମରେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ

ଲୋକାର୍ପଣରେ ଚାଷୀ ବିସ୍ଥାପିତଙ୍କ କଥା କମ, ରାଜନୈତିକ ଗନ୍ଧ ବେଶି : ସମରେନ୍ଦ୍ରପୋଷ୍ଟର ଲଗାଇଥିବା ଲୋକ ୨୯ଟି ଗାଁରେ ୨୯ ଘଣ୍ଟା ସମୟ ଦେଇନାହାନ୍ତି : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) :ଲୋୟର ସୁକତେଲ ପ୍ରକଳ୍ପକୁ ନେଇ ସମରେନ୍ଦ୍ରଙ୍କ ସାମ୍ବାଦିକ ସମ୍ମିଳନୀ । ସେ କହିଛନ୍ତି
Read More...

ଟ୍ରେନ ଧକ୍କାରେ ଚାଲିଗଲା ବୃଦ୍ଧଙ୍କ ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସୁଦପଡା ରେଳ ଫାଟକ ନିକଟରେ ଟ୍ରେନ ଧକ୍କାରେ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଖବର ମିଳିଛି । ମୃତ ବୃଦ୍ଧ ଜଣକ କଂଶାରୀପଡାର ଧ୍ରୁବ ସାହୁ ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଧ୍ରୁବ ଆଜି ୧୧ଟା ସମୟରେ ରେଳ ଧାରଣା ନିକଟକୁ ଶୌଚ
Read More...

ହରିଶଙ୍କର ମନ୍ଦିରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ : ମାହେଶ୍ୱରୀ ପକ୍ଷରୁ ଡଷ୍ଟବିନ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକର ପ୍ରମୁଖ ପର୍ଯ୍ୟଟନ ସ୍ଥଳି ହରିଶଙ୍କରରେ ସ୍ୱଚ୍ଛତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଜି ହରିଶଙ୍କର ପୀଠକୁ ସମ୍ପୂର୍ଣ୍ଣ ଆବର୍ଜନା ମୁକ୍ତ କରିବା ପାଇଁ ଏକ ସଚେତନତା ଧର୍ମୀ କାର୍ଯ୍ୟ ରୂପେ ଡଷ୍ଟବିନ୍‌ ବଣ୍ଟନ ହୋଇଛି
Read More...

ଶିଶୁମାନଙ୍କର ସୁରକ୍ଷା ଓ ଯତ୍ନ ପାଇଁ ତାଲିମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁରେକେଲା ବ୍ଲକ ସଭାଗୃହଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ସୁରକ୍ଷା ସମ୍ପର୍କିତ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ମୁଖ୍ୟ ଅତିଥି ଭାବେ ତୁରେକେଲା ବ୍ଲକର ଗୋଷ୍ଟୀ ଉନ୍ନୟନ ଅଧିକାରୀ ଶଙ୍କର୍ଷଣ ବେହେରା ମୁଖ୍ୟ ଅତିଥି
Read More...

ବଣାଇ ଉପଖଣ୍ଡରେ ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ

ବଣାଇ, (ହବିବ ମହମ୍ମଦ ଖାନ) : ଗୁରୁବାର ଓଡିଶା ର ୫-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନ ଏକ ସରକାରୀ ଗସ୍ତରେ ହେଲିକେପ୍‌ଟର୍‌ ଯୋଗେ ଅପରାହ୍ନରେ ବାବୁନୁଆଗାଁ ସ୍କୁଲ ଖେଳ ପଡିଆରେ ଅବତରଣ କରିଥିଲେ । ବଣାଇ ଉପଖଣ୍ଡର ସାହସ୍ରାଧିକ ଜନତା ସଭାସ୍ଥଳରେ ତାଙ୍କୁ ଶଙ୍ଖ ହୁଳହୁଳି ଦେଇ ସ୍ୱାଗତ କରିଥିଲେ
Read More...

ମଙ୍ଗଳପୁର ପଞ୍ଚାୟତସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ଉଦ୍‌ଯାପିତ

ଜୟପାଟଣା, (ଶେଷ ଦେବ ବେହେରା) : ଜୟପାଟଣା ବ୍ଲକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତ ପରିସରରେ ପଞ୍ଚାୟତସ୍ତରୀୟ କଳାହାଣ୍ଡି ଲୋକ ମହୋତ୍ସବ ଘୁମୁରା ଉଦ୍‌ଯାପିତ ହୋଇଯାଇଛି । ସଂପୃକ୍ତ ଘୁମୁରା ମଞ୍ଚରେ ଛାତ୍ରଛାତ୍ରୀ, ସ୍ଥାନୀୟ ଜନସାଧାରଣ, ବରିଷ୍ଠ ନାଗରିକମାନଙ୍କ ଯଥେଷ୍ଟ ସହଯୋଗ
Read More...

ଜୟପାଟଣାରେ ବିଜେପିର ବନ୍ଦ ପାଳନ ସଫଳ

ଜୟପାଟଣା, (ଶେଷ ଦେବ ବେହେରା) : ଭାରତୀୟ ଜନତା ପାର୍ଟି କଳାହାଣ୍ଡି ଜିଲ୍ଲା ବନ୍ଦ ଡାକରା ଦେଇଥିବା ବେଳେ ସମଗ୍ର ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ସାଂପ୍ରତିକ ସ୍ଥିତିରେ ମଣ୍ଡିମାନଙ୍କରେ ଘଟୁ ଥିବା ବ୍ୟାପକ ଶୋଷଣ, ଟୋକନ୍‌ରେ ଅବ୍ୟବସ୍ଥା, ଧାନ କ୍ରୟକାରୀ ସଂସ୍ଥାମାନଙ୍କର
Read More...

ଜାନୁଆରୀ ୬-୭ରେ ପୋଲିସ ମହାନିର୍ଦ୍ଦେଶକ/ ପୋଲିସ ମହାନିରୀକ୍ଷକଙ୍କ ସର୍ବଭାରତୀୟ ସମ୍ମିଳନୀରେ ଯୋଗଦେବେ ପ୍ରଧାନମନ୍ତ୍ରୀ

ବ୍ୟାପକ ପୋଲିସ ଏବଂ ଆଭ୍ୟନ୍ତରୀଣ ସୁରକ୍ଷା ପ୍ରସଙ୍ଗ ଉପରେ ଆଲୋଚନା ହେବସମ୍ମିଳନୀରେ ନୂଆ ଅପରାଧିକ ଆଇନ କାର୍ଯ୍ୟକାରୀ ପାଇଁ ରୋଡ୍ ମ୍ୟାପ୍ ଉପରେ ଆଲୋଚନା ହେବବୈଠକରେ ପୋଲିସ ଓ ନିରାପତ୍ତା କ୍ଷେତ୍ରର ବିଭିନ୍ନ ବିଷୟବସ୍ତୁ ଉପରେ ଆଲୋଚନା କରାଯିବ ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ
Read More...

ଫାଇଭ-ଟି ଅଧ୍ୟକ୍ଷଙ୍କ ସହ ରାଉରକେଲା ବିକାଶ ମଞ୍ଚର ଆଲୋଚନା

ରାଉରକେଲା, (ସସ୍ମିତା ପ୍ରଧାନ) : ଗତ ତିନି ତାରିଖ ଦିନ ଫାଇଭ-ଟି ଅଧ୍ୟକ୍ଷ ଭି. କେ. ପାଣ୍ଡିଆନଙ୍କ ସୁନ୍ଦରଗଡ଼ ଜିଲ୍ଲା ଗସ୍ତ ସମୟରେ ରାଉରକେଲା ବିକାଶ ମଞ୍ଚର ଆବାହକ ଡଃ ସୁମନ ଦତ୍ତଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ଜିଲ୍ଲା କଲେକ୍ଟରିଏଟଠାରେ ଭେଟି ରାଉରକେଲାର ଉନ୍ନତି ପାଇଁ ବିସ୍ତୃତ
Read More...