Daily Archives

ପଥଭ୍ରଷ୍ଟ ମହିଳାଙ୍କ ପରିଚୟ ମିଳୁନି

ତାଙ୍କ ଘର ଲୋକ ଆସି ନେଇ ଯିବାକୁ ବ୍ରହ୍ମପୁର ମେଡିକାଲ କର୍ତ୍ତୃପକ୍ଷଙ୍କ ଅନୁରୋଧ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଜଣେ ବୟସ୍କ ମହିଳା ପଥଭ୍ରଷ୍ଟ ହୋଇ ଚାଲିଆସିଛନ୍ତି । ବର୍ତ୍ତମାନ ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ହସ୍ପିଟାଲ ସୁପରିଟେଣ୍ଡେଣ୍ଟଙ୍କ କାର୍ଯ୍ୟାଳୟରେ
Read More...

ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ପକ୍ଷରୁ ମାଲକାନଗିରି ସହରରେ ୟୁନୋ ମାରାଥନ

ମାଲକାନଗିରି : ଭାରତୀୟ ଷ୍ଟେଟ ବ୍ୟାଙ୍କ୍ ମାଲକାନଗିରି ମୁଖ୍ୟ ଶାଖା ପକ୍ଷରୁ ମାଲକାନଗିରି ସହରରେ ଏକ ୟୁନୋ ମାରାଥନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଏସବିଆଇ ଶାଖା ମୁଖ୍ୟ ପରିଚାଳକ ସପନ୍ ସିକଦାର ଯୋଗଦେଇ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ । ଏହି ମାରାଥନ
Read More...

“ସାମାଜିକ ଗଣମାଧ୍ୟମର ପ୍ରଭାବ”କୁ ଦୃଷ୍ଟିରେ ରଖି ଏ.ଆଇ.ସି.ଟି. ଅଟଳ ଫ୍ୟାକଲ୍ଟୀ ଡେଭଲପମେଣ୍ଟ କାର୍ଯ୍ୟକ୍ରମ :…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ଆଇଆଇଟିର ସ୍କୁଲ ଅଫ୍ ହ୍ୟୁମାନିଟିଜ୍, ସୋସିଆଲ୍ ସାଇନ୍ସେସ୍ ଆଣ୍ଡ ମ୍ୟାନେଜମେଣ୍ଟରେ ୨୦୨୨ ଡିସେମ୍ବର ୧୨ରୁ ୨୩ ତାରିଖ ପର୍ଯ୍ୟନ୍ତ ମ୍ୟାପିଂ ଦ ଇମ୍ପାକ୍ଟ ଅଫ୍ ସୋସିଆଲ୍ ମିଡିଆ ଉପରେ ଏଆଇସିଟିଇ ଅଟଳ ଫ୍ୟାକଲ୍ଟୀ ଡେଭଲପମେଣ୍ଟ କାର୍ଯ୍ୟକ୍ରମ
Read More...

ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଉଦ୍‌ଯାପିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଲାଠିକଟା ବ୍ଲକସ୍ତରୀୟ କ୍ରୀଡା ପ୍ରତିଯୋଗିତା ଜଲଦା ସ୍ଥିତ ମିନି ଷ୍ଟାଡିୟମ ଠାରେ ଉଦ୍‌ଯାପିତ ହୋଇଯାଇଛି । ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ଦେବେନ୍ଦ୍ର ସା ଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପ୍ରାକ୍ତନ ହକି ଜାତୀୟ ଖେଳାଳି
Read More...

ବ୍ରାଉନସୁଗାର ଜବତ, ୧ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ୟୁନିଟ ୧ ଜିଇଡି କଲୋନୀରୁ ଅବକାରୀ ଫ୍ଲାଇଂ ସ୍କ୍ୱାଡ ୧୫୩ ଗ୍ରାମ ବ୍ରାଉନସୁଗାର ଜବତ କରିଥିବା ଜଣାପଡିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ସୂଚନା ଅନୁସାରେ, ଅଭିଯୁକ୍ତ ଜଣକ ହେଲେ ଉତ୍ତମ ନାୟକ(୨୪) । ଜିଇଡି ଅଞ୍ଚଳରେ ଉତ୍ତମ ବ୍ରାଉନସୁଗାର ବିକ୍ରୟ କରୁଥିବାର
Read More...

ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ

ସୁବର୍ଣ୍ଣପୁର (କେପିଏନ୍‌ଏସ୍‌) : ଉଲୁଣ୍ଡା ବ୍ଲକର ଯୁକ୍ତଦୁଇ ଧର୍ମଶାଳା ମହାବିଦ୍ୟାଳୟ, ଧର୍ମଶାଳାରେ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦ୍‌ଯାପିତ ହୋଇଯାଇଛି । ତା.୨୦ ଓ ୨୧ରିଖ ଦୁଇ ଦିନ ଧରି ଅନୁଷ୍ଠିତ ହୋଇଥିବା ବାର୍ଷିକ କ୍ରୀଡ଼ା ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଗୋପାଳ ମିଶ୍ର ଅଧ୍ୟକ୍ଷତା
Read More...

ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଜିଲ୍ଲାର ନୂତନ ଭୋଟର ପଞ୍ଜିକରଣ ଉପରେ ସମୀକ୍ଷା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଉତ୍ତରାଞ୍ଚଳ ରାଜସ୍ୱ ଆୟୁକ୍ତ ତଥା ନିର୍ବାଚନ ପର୍ଯ୍ୟବେକ୍ଷକ ଡ଼. ସୁରେଶ ଚନ୍ଦ୍ର ଦଳେଇ, ଭାରପ୍ରାପ୍ତ ସେ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ଜିଲ୍ଲାର ନିର୍ବାଚନ ସମ୍ୱନ୍ଧୀୟ ୧୭ ବର୍ଷରୁ ଅଧିକ
Read More...