Daily Archives

ରଘୁନାଥ ନୋଡାଲ ଏକାଡେମୀର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଉଦ୍‌ଘାଟିତ

ଭୋଗରାଇ : ଦେଶ ଗଠନ ଓ‌ ବିକାଶରେ ଶିକ୍ଷା ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଯେଉଁ ଅଞ୍ଚଳ ଶିକ୍ଷା କ୍ଷେତ୍ରରେ ଯେତେ ଅଗ୍ରଣୀ ସେହି ଅଞ୍ଚଳ ସେତେ ଉନ୍ନତ ଓ ବିକଶିତ । ଏଣୁ ଶିକ୍ଷା ଓ ଶିକ୍ଷାନୁଷ୍ଠାନର ଭିତ୍ତିଭୂମିକୁ ସୁଦୃଢ କରିବା ଆବଶ୍ୟକ । ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକର
Read More...

୫ ଦଫା ଦାବୀ ନେଇ ବହୁମୂଖୀ ସ୍ୱାସ୍ଥ୍ୟକର୍ମୀଙ୍କ ପକ୍ଷରୁ ଦାବୀପତ୍ର ପ୍ରଦାନ

ମାଲକାନଗିରି : ମାଲକାନଗିରିର ରାଜ୍ୟ ବହୁମୂଖୀ ସ୍ୱାସ୍ଥ୍ୟ କର୍ମୀ ମହାସଂଘ ପକ୍ଷରୁ ଦୀର୍ଘଦିନ ଧରି ବିଭିନ୍ନ ଦାବୀ ସରକାରଙ୍କ ନିକଟରେ ଉପସ୍ଥାପନ କରାଯାଉଛି । କିନ୍ତୁ ସେଗୁଡିକ ପୂରଣ ହେଉ ନଥିବାରୁ ରାଜ୍ୟ ସଂଘର ଆବାହନ କ୍ରମେ ମାଲକାନଗିରି ଜିଲ୍ଲା ସଂଘ ପକ୍ଷରୁ ସ୍ୱାସ୍ଥ୍ୟ କର୍ମୀ ମାନେ ୫
Read More...

ପକ୍ଷାଘାତରେ ଶିକାର ହୋଇଥିବା ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପକ୍ଷାଘାତରେ ଶିକାର ହୋଇଥିବା ନିଜ ସ୍ତ୍ରୀର ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହୋଇଛନ୍ତି ବଲାଙ୍ଗିର ଜିଲ୍ଲା ରତାଖଣ୍ଡି ଗ୍ରାମର ଜନକ ବାରିକ । ଜନକ ବାରିକଙ୍କ କହିବାନୁସାରେ, ସ୍ତ୍ରୀ ପକ୍ଷାଘାତ ରୋଗରେ ଶିକାର ହୋଇଥିବା ବେଳେ ଏ ବୃଦ୍ଧ ବୟସରେ
Read More...

ନିଆଁ ଲାଗି ଜଳିଗଲା ବସ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ନିକଟରେ ଏକ ବସ (ନଂ ଓଆାର ୦୫ଇ୨୨୬୫)ରେ ନିଆଁ ଲାଗି ଜଳିଯାଇଥିବା ସୂଚନା ମିଳିଛି । ବସରେ ନିଆଁ ଲାଗିଥିବା ଖବର ପାଇ ସଚିବାଳୟ ଅଗ୍ନିଶମ ବାହିନୀ ଓ ଭୁବନେଶ୍ୱର ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚିଥିଲେ । ମିଳିତ ଭାବେ
Read More...

ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର କରି ୨ ଗିରଫ

ସମ୍ବଲପୁର : ରେଢ଼ାଖୋଲରେ କଲରାପତରିଆ ବାଘ ଶିକାର । ବାଘ ମୁଣ୍ଡ ଜବତ ସହ ୨ ଜଣ ଗିରଫ ହୋଇଛନ୍ତି । ରେଢ଼ାଖୋଲ ବନ ବିଭାଗ ଚଢ଼ାଉ କରି ଖୋଲ ଗଡ଼ ସଂରକ୍ଷିତ ଜଙ୍ଗଲରୁ ଶିକାର ହୋଇଥିବା ଏକ ବାଘର ଗଳିତ ମୁଣ୍ଡକୁ ଜବତ କରାଯାଇଛି । ଏ ଘଟଣାରେ ଦୁଇ ଜଣ ଶିକାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ
Read More...

ଗଞ୍ଜାମ ଏନଏସି କାଉନସିଲର ବୈଠକ ବାତିଲ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଏନଏସି କାଉନସିଲର ବୈଠକ ସୋମବାର ହେବା ନେଇ ପୂର୍ବରୁ ସ୍ଥିର ହୋଇଥିଲା । ଏନେଇ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରାଙ୍କ ସମେତ ସମସ୍ତ ଏନଏସି ଜନ ପ୍ରତିନିଧିମାନଙ୍କୁ ଅବଗତ କରାଯାଇଥିଲା । ଛତ୍ରପୁର ବିଧାୟକ ମଧ୍ୟ ବୈଠକରେ ଯୋଗ ଦେବା ପାଇଁ
Read More...

ଖୋର୍ଦ୍ଧା ଜିଲ୍ଲା ଲୋକ ମହୋତ୍ସବ ଉଦ୍‌ଯାପିତ

ଖୋର୍ଦ୍ଧା : ସ୍ଥାନୀୟ ଗୁରୁଜଙ୍ଗଠାରେ ଗତ ୭ ତାରିଖଠାରୁ ଆରମ୍ଭ ହୋଇଥବା ଲୋକ ମହୋତ୍ସବ ଗତକାଳି ଉଦ୍‌ଯାପିତ ହୋଇଯାଇଛି । ଆଶ୍ଵାସନା ପରିବାର ସଂଯୋଜକ ବିଧାନ ମହାନ୍ତିଙ୍କ ଅଧକ୍ଷତାରେ ପ୍ରାକ୍ତନ ସାଂସଦ ପ୍ରସନ୍ନ ପାଟଶାଣୀ ବେଗୁନିଆ ବିଧାୟକ ରାଜେନ୍ଦ୍ର କୁମାର ସାହୁ, ପୌର ପରିଷଦ ଅଧ୍ୟକ୍ଷା
Read More...

ସ୍ୱାମୀ ନିଖୋଜ ନେଇ ସଦର ଥାନାର ଦ୍ୱାରସ୍ଥ ହେଲେ ସ୍ତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାମୀ ନିଖୋଜ ନେଇ ବଲାଙ୍ଗିର ସଦର ଥାନାର ଦ୍ୱାରସ୍ଥ ହୋଇଛନ୍ତି ମାଧିଆପାଲିର ଜଣେ ସ୍ତ୍ରୀ । ନିଖୋଜ ଯୁବକ ଜଣକ ମାଧିଆପାଲିର ରଂଜିତ ମହାନନ୍ଦ ହୋଇଥିବା ବେଳେ ତାଙ୍କ ସ୍ତ୍ରୀଙ୍କ କହିବାନୁସାରେ ରଂଜିତ ଗତ ୯ ତାରିଖରେ ଘରୁ କାମ କରି ଯିବା ପାଇଁ ବାହାରି ଆଉ
Read More...

୧୩ତମ ୱାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନସିପ୍‌-୨୦୨୨ ଅନୁଷ୍ଠିତ

ଓଡ଼ିଶାର ତରୁଣଙ୍କୁ ବ୍ରୋଞ୍ଜ ପଦକ ଭୁବନେଶ୍ୱର : ଥାଇଲାଣ୍ଡର ଫୁକେଟଠାରେ ୧୩ତମ ୱାଲର୍‌ଡ ବଡି ବିଲ୍‌ଡିଂ ଓ ଫିଜିକ୍‌ ସ୍ପୋଟର୍‌ସ ଚାମ୍ପିୟନସିପ୍‌-୨୦୨୨ ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାଜ୍ୟ ସୁନ୍ଦରସ୍ୱାସ୍ଥ୍ୟ ସଂଘର ସଭାପତି ସୁମିତ୍ରା ତ୍ରିପାଠୀଙ୍କ ନେତୃତ୍ୱରେ ଓଡ଼ିଶାର ଏକ ୬ ଜଣିଆ
Read More...

ଭୁଶୁଡ଼ିଲା ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ ସ୍ଥିତ ସର୍ଜରୀ ୱାର୍ଡର ସିଲିଂ ଭୁଶୁଡି ପଡିଥିବା ସୂଚନା ମିଳିଛି । ତେବେ ସେ ସମୟରେ ଉକ୍ତ ୱାର୍ଡରେ କୌଣସି ରୋଗୀ ନଥିଲେ, ଯଦ୍ୱାରା କାହାରି କୌଣସି କ୍ଷତି ହୋଇନାହିଁ । ଏପଟେ ସିଲିଂ ଭୁଶୁଡିବା କାରଣ ଅଦ୍ୟାବଧି ଜଣାପଡ଼ିନି
Read More...