ଦୁର୍ଗାପାଲି ଛକଠାରେ ସଡକ ଦୁର୍ଘଟଣା, ୧ ଗୁରୁତର
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର ଜିଲ୍ଲା ଦୁର୍ଗାପାଲି ଛକଠାରେ ସଡକ ଦୁର୍ଘଟଣାରେ ଜଣେ ଯୁବକ ଗୁରୁତର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ସ୍ଥାନୀୟ ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ରାନୀକଟା ଗ୍ରାମର ଉଦ୍ଧବ ନାଏକ(୨୩) ନାମକ ଜଣେ ଯୁବକ ନିଜ ଗ୍ରାମରୁ ବାହାରି କୌଣସି କାମ ପାଇଁ!-->…
Read More...
Read More...