Daily Archives

ବୋରଓ୍ୱେଲ୍ ଭିତରେ ଫସିରହିଥିବା ନିରିହ ଶିଶୁର ଜୀବନ ରକ୍ଷା କରାଯାଇପାରିଲା ନାହିିଁ

ଭୋପାଳ : ମଧ୍ୟପ୍ରଦେଶର ବେତୁଲରେ ବୋରଓ୍ୱେଲ ଭିତରକୁ ଖସିପଡିଥିବା ୮ ବର୍ଷର ବାଳକ ତନ୍ମୟ ସାହୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ବୋରଓ୍ୱେଲର ୫୫ ଫୁଟ୍ ତଳକୁ ସେ ଖସି ପଡିଥିଲେ । ଆଜି ଭୋର ସାଢେ ୫ଟାରେ ଏନଡିଆରଏଫ୍‌ ତାଙ୍କ ମୃତଦେହକୁ ଉଦ୍ଧାର କରିଛି । ତାଙ୍କ ମୁହଁ ତଳକୁ
Read More...

କପିଳ ପାଣ୍ଡେଙ୍କ ପରଲୋକ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଧିନସ୍ଥ ସିଂହନପୁର ଗ୍ରାମର କପିଳ ପାଣ୍ଡେ(୯୭)ଙ୍କ ବିୟୋଗ ହୋଇଥିବା ଜଣାପଡିଛି । ସେ ଥିଲେ ଜଣେ ଧର୍ମପରାୟଣ ମିଷ୍ଟଭାଷୀ ମଣିଷ ଟିଏ ଏବଂ ରାଜମିସ୍ତ୍ରୀ ଭାବରେ ଅଞ୍ଚଳରେ ବେସ୍ ପରିଚିତ । ତାଙ୍କର ବିୟୋଗରେ ଅଞ୍ଚଳରେ ଶୋକର ଲହରୀ ଖେଳି ଯାଇଛି ।
Read More...

ବିପର୍ଯ୍ୟୟର ମାତ୍ରା ହ୍ରାସ କ୍ଷେତ୍ରରେ ‘ସାମାଜିକ ଲିଙ୍ଗ’ର ବିକେନ୍ଦ୍ରୀକରଣ ଭିତ୍ତିକ କର୍ମଶାଳା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, ଗଞ୍ଜାମ ଜିଲ୍ଲା ପ୍ରଶାସନ ତଥା 'ୟୁଏନଏଫପିଏ' ଏବଂ ବ୍ରହ୍ମପୁରର ଅଗ୍ରଣୀ ପ୍ରେମ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ଏକ କର୍ମଶାଳା ଜିଲ୍ଲା ମହକୁମା ଛତ୍ରପୁରସ୍ଥ ଡ଼ିଆରଡ଼ିଏଙ୍କ ସମ୍ମିଳନୀ କକ୍ଷରେ
Read More...

ରାଜ୍ୟ ସରକାରଙ୍କ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ୩ ଶିଶୁ

ଜୟପାଟଣା : ଜୟପାଟଣା ବ୍ଲକ ବାନେର ପଞ୍ଚାୟତ କାଦୋପଦର ଗାଁର ୩ ଜଣ ଅସହାୟ ଶିଶୁ ରାଜ୍ୟ ସରକାରଙ୍କ ଅଭିନବ ଯୋଜନା ଆଶୀର୍ବାଦ ଯୋଜନାରେ ସାମିଲ ହୋଇଥିବା ଜଣାପଡିଛି । ଏହି ୩ ଜଣ ଶିଶୁଙ୍କୁ ମାସିକ ଜଣଙ୍କ ପିଛା ୧୫୦୦ ଟଙ୍କା ମିଳିବ । ଏହିସବୁ ସହାୟତା ରାଶି ସିଧା ସଳଖ ଶିଶୁମାନଙ୍କ ମା'ଙ୍କ
Read More...