Daily Archives

ନିଶା ଦେଇ ନଡ଼ିଆ ବ୍ୟବସାୟୀଙ୍କ ଠାରୁ ଲୁଟ୍ ଅଭିଯୋଗ

ଭଦ୍ରକ : ଭଦ୍ରକରେ ଜଣେ ବ୍ୟବସାୟୀଙ୍କୁ ନିଶା ଦେଇ ତାଙ୍କ ଠାରୁ ଟଙ୍କା ସହ ନଡିଆ ଲୁଟ୍ ହୋଇଥିବା ନେଇ ଥାନାରେ ଅଭିଯୋଗ ହୋଇଛି । ଅଚେତ ଅବସ୍ଥାରେ ବ୍ୟବସାୟୀଙ୍କୁ ଉଦ୍ଧାର କରି ଭଦ୍ରକ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ସୂଚନା ଅନୁଯାୟୀ, ଭଦ୍ରକ ବ୍ଲକ ଜିତାନଗା ଗାଁର ଗଙ୍ଗାଧର ଜେନା
Read More...

ବେଲପଡା ନବୋଦୟ ସ୍କୁଲରେ ବାର୍ଷିକ କ୍ରୀଡା ସମାରୋହ

ବେଲପଡା, (କେପିଏନ୍‌ଏସ୍‌) : ବେଲପଡା ନବୋଦୟ ସ୍କୁଲରେ ୩୫ତମ ବାର୍ଷିକ କ୍ରୀଡା ସମାରୋହ ଅନୁଷ୍ଠିତ ହୋଇଯାଇଛି । ବିଧାୟକ ସରୋଜ ମେହେର ମୁଖ୍ୟ ଅତିଥି, ବିଡିଓ ଭିକ୍ଟର ସୋରେନ, ଜିଲ୍ଲା ଯୋଜନା କାର୍ଯ୍ୟାଳୟ ଉପନିର୍ଦ୍ଦେଶକ ସଞ୍ଜୟ ଦୀପ ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ । ଅଧ୍ୟାପକ ସଞ୍ଜୀବ
Read More...

ହାଇପରସୋନିକ ଯାନ ପରୀକ୍ଷଣ କଲା ଇସ୍ରୋ, ଆହୁରି ସୁଦୃଢ଼ ହେବ ଭାରତ ପ୍ରତିରକ୍ଷା କ୍ଷେତ୍ର

ନୂଆଦିଲ୍ଲୀ : ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଶୁକ୍ରବାର ଇଣ୍ଟିଗ୍ରେଟେଡ ଡିଫେନ୍ସ ଷ୍ଟାଫ ମୁଖ୍ୟାଳୟର ସହଯୋଗରେ ହାଇପରସୋନିକ ଯାନର ସଫଳ ପରୀକ୍ଷଣ କରିଛି । ପରୀକ୍ଷଣ ବେଳେ ଏହି ଯାନ ସମସ୍ତ ମାନଦଣ୍ଡ ପୂରଣ କରିଛି । ଏହାଫଳରେ ଭାରତ ପ୍ରତିରକ୍ଷା କ୍ଷେତ୍ରରେ ଆହୁରି ସୁଦୃଢ଼
Read More...

ହଳଦୀ ମଣ୍ଡି ବୁଲି ଦେଖିଲେ ବିଜେଡି କୃଷକ ମୋର୍ଚ୍ଚା ସଭାପତି

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ବ୍ଲକ ହଳଦୀ ମଣ୍ଡିକୁ ଶୁକ୍ରବାର ଜିଲ୍ଲା ବିଜେଡି କୃଷକ ମୋର୍ଚ୍ଚା ସଭାପତି ଅଜୟ ଦାସଙ୍କ ନେତୃତ୍ୱରେ ଏକ ବିଜେଡି ପ୍ରତିନିଧି ଦଳ ପରିଦର୍ଶନ କରିଥିଲେ । ଧାନ ବିକ୍ରି ସମସ୍ୟା ନେଇ ଚାଷୀମାନଙ୍କ ସହ ଆଲୋଚନା କରିଥିଲେ । ଏଥିରେ ହଳଦୀ ପେକ୍ସ ସଭାପତି
Read More...

ପୁଟିନଙ୍କ ବଡ ଚେତାବନୀ : ଯଦି ଆମେ ବିପଦରେ ପଡ଼ୁ, ତେବେ ଆମେ ଆଗୁଆ ଆକ୍ରମଣ କରିବୁ, ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ

ମସ୍କୋ : ରୁଷର ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଶୁକ୍ରବାର ଚେତାବନୀ ଦେଇଛନ୍ତି ଯେ, ଯଦି ଆମେ ବିପଦରେ ପଡ଼ୁ, ତେବେ ଆମେ ଆଗୁଆ ଆକ୍ରମଣ କରିବୁ, ଅସ୍ତ୍ରଶସ୍ତ୍ରର ଅଭାବ ନାହିଁ । ଶତ୍ରୁ ଆକ୍ରମଣର ଧମକକୁ ଦୃଷ୍ଟିରେ ରଖି ପ୍ରଥମେ ଆମେରିକାର ରଣନୀତି ଆପଣେଇ ପାରିବୁ ଏବଂ ଏଥିପାଇଁ ଯଥେଷ୍ଟ
Read More...

ଗୁଜୁରାଟରେ ବିଜେପି ବିଧାନସଭା ପାର୍ଟି ବୈଠକ, ଭୁପେନ୍ଦ୍ର ପଟେଲ ଡିସେମ୍ବର ୧୨ ରେ ଶପଥ ଗ୍ରହଣ କରିବେ

ଗାନ୍ଧୀନଗର : ଗୁଜୁରାଟ ବିଧାନସଭା ନିର୍ବାଚନରେ ​​ପୁନର୍ବାର ବିଜୟ ପରେ ଏବେ ବିଜେପି ଭିତରେ ଏକ ନୂତନ ଉତ୍ସାହ ଦେଖିବାକୁ ମିଳିଛି । ସରକାର ଗଠନ ପ୍ରକ୍ରିୟା ଜୋରଦାର ହୋଇଛି । ଏହି ସଂପର୍କରେ ଆଜି ବିଧାନସଭା ପାର୍ଟିର ଏକ ବୈଠକ ଡକାଯାଇଛି । ଏହି ବୈଠକରେ ଭୁପେନ୍ଦ୍ର ପଟେଲଙ୍କୁ ବିଧାନସଭା
Read More...

ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ

ଭାଲୁମୁଣ୍ଡା, (କେପିଏନ୍‌ଏସ୍‌) : ଭାଲୁମୁଣ୍ଡା ବରଗଛପଡା ମେହେର କ୍ଲବ ପକ୍ଷରୁ ଚାଲିଥିବା ୨୨ତମ ମହାଲକ୍ଷ୍ମୀ ପୂଜା ଉଦ୍‌ଯାପିତ ହୋଇଯାଇଛି । ଏହି ଅବସରରେ ନୃତ୍ୟ ପ୍ରତିଯୋଗିତା ହୋଇଥିଲା । ଏଥିରେ ମହୀନ୍ଦ୍ର ମେହେର ମୁଖ୍ୟ ଅତିଥି, ପୂର୍ବ ସରପଞ୍ଚ ଉପେନ୍ଦ୍ର ମେହେର, ବସନ୍ତ ମେହେର, ଶ୍ୟାମ
Read More...

ଓଏସଆରଟି ଏସି ବସ ଦୁର୍ଘଟଣାଗ୍ରସ୍ତ : ୨୦ ଆହତ, ଡ୍ରାଇଭର ଓ କଣ୍ଡକ୍ଟର ଗୁରୁତର

ମାଲକାନଗିରି : ମାଲକାନଗିରିରୁ ଭୁବନେଶ୍ଵର ଅଭିମୁଖେ ଯାଉଥିବା ଓଏସଆରଟି ଏସି ବସ ଶୁକ୍ରବାର ରାତି ୧୨ ଟାରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମଠାରେ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ବସରେ ମୋଟ ୨୩ଜଣ ଯାତ୍ରୀ ଥିବା ବେଳେ ଏମାନଙ୍କ ମଧ୍ୟରୁ ୨୦ଜଣ ଆହତ ହୋଇଥିବା ସୂଚନା । ଡ୍ରାଇଭର ଓ
Read More...

ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ଲାଠୋର, (କେପିଏନ୍‌ଏସ୍‌) : ଲାଠୋର ବସ୍‌ଷ୍ଟାଣ୍ଡ ଠାରେ ଶୁକ୍ରବାର ରାଇଟ୍‌ ଟୁ ଫାଇଟ ଅନୁଷ୍ଠାନ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୨୩୮ ଜଣଙ୍କ ଚକ୍ଷୁ ଚିକିତ୍ସା କରାଯାଇଥିଲା । ମୋତିଆବିନ୍ଦୁ ଅସ୍ତ୍ରୋପଚାର ପାଇଁ ୫୨ ଜଣଙ୍କୁ ଟିଟିଲାଗଡ ପଠାଯାଇଥିଲା ।
Read More...

ବିଧବା ଆଦିବାସୀ ମହିଳାଙ୍କ ଜମି ହଡପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଘୁନେଶ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ କାଦୋବଡା ଗାଁରେ ଜଣେ ବିଧବା ଆଦିବାସୀ ମହିଳା ମଡା ଭୋଇଙ୍କ ଜମି ହଡପ କରି ଜୀବନରୁ ମାରିଦେବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି ।
Read More...