Daily Archives

ଗାୟତ୍ରୀ ପରିବାର ଦ୍ୱାରା ନାରୀ ଜାଗୃତି ଅଭିଯାନ ସମ୍ମେଳନ ସମ୍ପନ୍ନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କାମାକ୍ଷୀନଗର ନିକଟସ୍ଥ ଗାୟତ୍ରୀ ମନ୍ଦିରରେ ଏକ ଦିବସୀୟ ନାରୀ ଜାଗୃତି ଅଭିଯାନ ସମ୍ମେଳନ ମହାସମାରୋହରେ ସମ୍ପନ୍ନ ହୋଇଯାଇଛି । ଗାୟତ୍ରୀ ତୀର୍ଥ, ଶାନ୍ତିକୁଞ୍ଜ, ହରିଦ୍ୱାର ଦ୍ୱାରା ଚଳିତ ବର୍ଷ ୨୦୨୨କୁ ନାରୀ ସଶକ୍ତିକରଣ ବର୍ଷ ରୂପେ ଘୋଷଣା
Read More...

ନିଶା ନିବାରଣ ସଚେତନତା ରଥର ଜିଲ୍ଲା ପରିକ୍ରମା : ଶୁଭାରମ୍ଭ କଲେ ଅତିରିକ୍ତ ଜିଲ୍ଲାପାଳ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲାରେ ନିଶାର କୁପରିଣାମ ଓ ସମାଜରେ ଏହାର ଭୟାବହତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଅବକାରୀ ବିଭାଗ ସୁବର୍ଣ୍ଣପୁର ଆନୁକୂଲ୍ୟରେ ଏକ ନିଶା ନିବାରଣ ସଚେତନତା ରଥକୁ ଜିଲ୍ଲା ପରିକ୍ରମଣ ପୂର୍ବକ ଜନସାଧାରଣଙ୍କୁ ସଚେତନତା କରିବା ଲକ୍ଷ୍ୟରେ
Read More...

ଦର୍ଶକଙ୍କ ମନ ମୋହୁଛନ୍ତି ହାସ୍ୟ କଳାକାର ଓମ୍ ପ୍ରକାଶ ମାଝୀ

ଜାତୀୟ ସମ୍ମାନ ପାଇ ଆଣିଛନ୍ତି ଗୌରବପଦ୍ମରୁ ପଙ୍କ ପରି ଗାଁରୁ ଦିଲ୍ଲୀ ଯାଏଁ ଚର୍ଚ୍ଚା ମ.ରାମପୁର, (ହେମନ୍ତ ସାହୁ) : ପ୍ରତିଭା ବଳରେ ଜିଣି ହୁଏ ସବୁରି ହୃଦୟ । ପଙ୍କରୁ ପଦ୍ମ ଜାତ ହେଲା ପରି ନିଜ ପ୍ରତିଭା ବଳରେ ଗାଁରୁ ବାହାରି ଦିଲ୍ଲୀ ଯାଏଁ ନିଜର ପ୍ରତିଭା ପ୍ରଦର୍ଶନ କରିହୁଏ ।
Read More...

ପଦ୍ମପୁର ଉପନିର୍ବାଚନରେ ବିଜେଡ଼ିର ବୃହତ ବିଜୟ : ବିଜୟ ଟିକା ପିନ୍ଧିଲେ ବିଜୟ କନ୍ୟା ବର୍ଷା

ପଦ୍ମପୁର, (ନିରୋଜ କୁମାର ପାଣୀ) : ଗତ ଏକ ମାସ ଧରି ଚର୍ଚ୍ଚାରେ ଥିବା ପଦ୍ମପୁର ବିଧାନସଭା ଉପନିର୍ବାଚନରେ ବିଜୁ ଜନତା ଦଳର ପ୍ରାର୍ଥିନୀ ବର୍ଷା ରାଣୀ ସିଂ ବରିହା ୪୨,୬୭୯ ଭୋଟ ଅଧିକ ପାଇ ବୃହତ ବିଜୟ ହାସଲ କରିଛନ୍ତି । ୨୪ ରାଉଣ୍ଡ ଭୋଟ ଗଣତି ହୋଇଥିବା ବେଳେ ଏଥିରେ ବିଜୁ ଜନତା ଦଳର
Read More...

ବିଶିଷ୍ଟ ତବଲା ବାଦକ ଉମେଶ କରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ତବଲା ବାଦକ ଡ. ଉମେଶ କରଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏକ ଶୋକବାର୍ତ୍ତାରେ ସ୍ୱର୍ଗତ ଉମେଶ କରଙ୍କୁ ଜଣେ ମହାନ କଳାକାର ଭାବେ ବର୍ଣ୍ଣନା କରିଛନ୍ତି ମୁଖ୍ୟମନ୍ତ୍ରୀ । ତାଙ୍କ ବିୟୋଗ ରାଜ୍ୟର କଳା
Read More...

ଆମପାଣି ଘାଟିରେ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ, ରାସ୍ତାରେ ଯାନବାହନ ଚଳାଚଳ ବନ୍ଦ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ଆମପାଣି ଘାଟି ରାସ୍ତାରେ ଗୁରୁବାର ମଧ୍ୟାହ୍ନ ସମୟରେ ଏକ ପେଟ୍ରୋଲ ଓ ଡିଜେଲ ବୋଝେଇ ଟ୍ୟାଙ୍କର ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଟ୍ୟାଙ୍କରରୁ ପେଟ୍ରୋଲ ରାସ୍ତାରେ ଲିକେଜ ହୋଇଛି । ଖବର ପାଇ ଆମପାଣି ପୋଲିସ ଓ କୋକସରା
Read More...

ପାଇକ ସ୍ମାରକୀ ଶିଳାନ୍ୟାସର ୩ୟ ବର୍ଷ ପୂର୍ତ୍ତି ପାଳନ

ଖୋର୍ଦ୍ଧା : ଆଜକୁ ୩ ବର୍ଷ ତଳେ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ୍ ଖୋର୍ଦ୍ଧାର ବରୁଣେଇରେ ପାଇକ ସ୍ମାରକୀ ଶିଳାନ୍ୟାସ କରିଥଲେ । ଏ ଅବସରରେ କଳିଙ୍ଗ ପାଇକ ସଂଗଠନ ପକ୍ଷରୁ ପାଇକ ସ୍ମାରକୀ ଶିଳାନ୍ୟାସ ସ୍ଥାନରେ ୩ ବର୍ଷ ପୂର୍ତ୍ତି ପାଳନ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ପାଇକମେଳି
Read More...

ବିଶିଷ୍ଟ ତବଲା ବାଦକ ଉମେଶ କରଙ୍କ ପରଲୋକ

ଭୁବନେଶ୍ୱର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶାର ଖ୍ୟାତିସମ୍ପନ୍ନ ବିଶିଷ୍ଟ ତବଲା ବାଦକ ଉମେଶ କରଙ୍କ ଭୁବନେଶ୍ୱରସ୍ଥ ଚନ୍ଦ୍ରଶେଖରପୁର ହାଉସିଂ ବୋର୍ଡ ସ୍ଥିତ ତାଙ୍କ ନିଜସ୍ୱ ବାସଭବନରେ ଆଜି ସକାଳେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୭୩ ବର୍ଷ ବୟସ ହେଉଥିଲା । ତାଙ୍କ ବିୟୋଗରେ
Read More...

ନିର୍ମାଣ ଶ୍ରମିକଙ୍କ ସମସ୍ୟା ନେଇ ଯୁଗ୍ମ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଭିନ୍ନ ଦାବୀ ନେଇ କେନ୍ଦ୍ରୀୟ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ବ୍ରହ୍ମପୁର ଯୁଗ୍ମ ଶ୍ରମ କମିଶନର ଅଫିସ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଏହା ସହ ୧୧ ଦଫା ଦାବୀ ସମ୍ବଳିତ ଏକ ସ୍ମାରକପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପ୍ରଦାନ
Read More...

ପଦ୍ମପୁର ଉପନିର୍ବାଚନ : ହେଭି ମାର୍ଜିନ୍‌ରେ ବିଜେଡ଼ି ଆଗୁଆ

ପଦ୍ମପୁର, (କେପିଏନ୍‌ଏସ୍‌) : ପଦ୍ମପୁର ଉପନିର୍ବାଚନର ଭୋଟ ଗଣତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ହେଭି ମାର୍ଜିନ୍‌ରେ ବିଜେଡ଼ି ଆଗରେ ରହିଛି । ୨୦ ରାଉଣ୍ଡ ସୁଦ୍ଧା ବିଜେଡ଼ି ପ୍ରାର୍ଥିନୀ ବର୍ଷା ସିଂ ବରିହା ୧୦୩୮୪୯ ଭୋଟ ପାଇ ନିକଟତମ ବିଜେପି ପ୍ରାର୍ଥୀ ପ୍ରଦୀପ ପୁରୋହିତଙ୍କୁ ୩୫ ହଜାର
Read More...