Daily Archives

ଗୁଡଭେଲାରେ ବ୍ରାହ୍ମଣ ମହାସଭାର ବାର୍ଷିକୋତ୍ସବ

ତୁଷୁରା, (କେପିଏନ୍‌ଏସ୍‌) : ଗୁଡଭେଲା ଶିବ ମନ୍ଦିରଠାରେ ସୋମବାର ଆଞ୍ଚଳିକ ବ୍ରାହ୍ମଣ ସମାଜ ପକ୍ଷରୁ ସମାଜର ବାର୍ଷିକୋତ୍ସବ ଓ ଗୀତା ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ଏକ ଅନ୍ତମୁଖୀ କାର୍ଯ୍ୟ ସଂପାଦନା କରାଯାଇଥିଲା । ଉତ୍ସବରେ ଉପସଭାପତି ଦୁର୍ଯ୍ୟୋଧନ ଦାସ କର୍ତ୍ତା ଓ ଚତୁର୍ଭୁଜ
Read More...

ଆଜିଠୁ ସଂସଦର ଶୀତ ଅଧିବେଶନ ଆରମ୍ଭ

ନୂଆଦିଲ୍ଲୀ : ବୁଧବାର ଠାରୁ ଆରମ୍ଭ ହେଉଛି ସଂସଦର ଶୀତ ଅଧିବେଶନ । ଏହି ଅଧିବେଶନରେ ଏଥର ମୋଟ ୧୭ଟି କାର୍ଯ୍ୟଦିବସ ରହିବ । ଆଗତ ହେବ ପାଖାପାଖି ୧୬ଟି ବିଧେୟକ । କିଛି ବିଧେୟକ ଲୋକସଭା କିମ୍ବା ରାଜ୍ୟସଭାରୁ ପାରିତ ହୋଇଥିବା ବେଳେ ଆଉ କିଛି ସଂସଦୀୟ କମିଟି ନିକଟକୁ ସମୀକ୍ଷା ପାଇଁ ଯାଇଛି ।
Read More...

ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ ଯୋଜନା କଲେ କେନ୍ଦ୍ର ସରକାର

ମୁମ୍ବାଇ : ଦେଶବ୍ୟାପୀ ୧ ଲକ୍ଷରୁ ଅଧିକ ସିନେମା ହଲ୍‌ ଖୋଲିବା ପାଇଁ କେନ୍ଦ୍ର ସରକାର ଯୋଜନା ରଖିଛନ୍ତି । ଯୋଜନା ଅନୁସାରେ ୨୦୨୪ ଶେଷ ସୁଦ୍ଧା ଗ୍ରାମାଞ୍ଚଳରେ ୧୦,୦୦୦ ସିନେମା ହଲ୍‌ ଖୋଲାଯିବ । ପ୍ରତି ହଲ୍‌ରେ ୧୦୦ରୁ ୨୦୦ ଲେଖାଏଁ ସିଟ୍‌ ରହିବ । ଫଳରେ ସଦ୍ୟ ମୁକ୍ତିଲାଭ କରୁଥିବା
Read More...

ପଖନମୁଣ୍ଡା ସ୍କୁଲରେ ବିଶ୍ୱ ମୃତ୍ତିକା ଦିବସ ପାଳିତ

ତୁରେକେଲା, (କୈଳାଶ ସଗ୍ରିଆ) : ତୁରେକେଲା ବ୍ଲକ କମେଇମୁଣ୍ଡା ପଞ୍ଚାୟତ ପଖନମୁଣ୍ଡା ୟୁ.ପି. ସ୍କୁଲରେ ବିଶ୍ୱ ମୃତ୍ତିକା ଦିବସ ପାଳିତ ହୋଇଯାଇଛି । ପ୍ରଧାନ ଶିକ୍ଷକ ତଥା ପ୍ରକୃତିବନ୍ଧୁ ବିରଞ୍ଚି ନାରାୟଣ ଦାଶଙ୍କ ଆବାହକତ୍ୱରେ ଅନୁଷ୍ଠିତ ସଭାରେ ବିଶ୍ୱେଶ୍ୱର ମୁଦୁଲି ଓ ନରେଶ ତାଣ୍ଡି
Read More...

ପରିତ୍ୟକ୍ତ ବୋରୱେଲରେ ଖସି ପଡ଼ିଲା ଶିଶୁ : ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍

ବେତୁଲ : ମଧ୍ୟପ୍ରଦେଶର ବେତୁଲର ମାଡଭି ଗ୍ରାମରେ ବୋରୱେଲରେ ପଡ଼ିଥିବା ଶିଶୁ ତନ୍ମୟ(୮)ଙ୍କୁ ଉଦ୍ଧାର କରିବା ପାଇଁ ଏସ୍‌ଡ଼ିଆର୍‌ଏଫ୍‌ ଟିମ୍ ନିୟୋଜିତ ଅଛନ୍ତି । ଏହା କୁହାଯାଉଛି ଯେ, ବୋରୱେଲର ଗଭୀରତା ପ୍ରାୟ ୫୫ ଫୁଟ । ବର୍ତ୍ତମାନ ଶିଶୁକୁ ଅମ୍ଲଜାନ ବିତରଣ କରାଯାଇଛି । ଶିଶୁକୁ ବଞ୍ଚାଇବା
Read More...

ଫାଇନାନ୍ସ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଆମପଡାଠାରେ ସୋମବାର ରାତିରେ ମୁଥୁଟ୍‌ ଫାଇନାନ୍ସ କର୍ମଚାରୀଙ୍କ ଉପରେ ପ୍ରାଣନ୍ତକ ଆକ୍ରମଣ ହୋଇଛି । ଆମପଡାର ଭୋଇ ବଗର୍ତ୍ତି ଓ ତାଙ୍କ ସ୍ତ୍ରୀ ପଦ୍ମା ବଗର୍ତ୍ତି ମୁଥୁଟ କମ୍ପାନୀରୁ ଋଣ ନେଇଥିଲେ । କୌଣସି କର୍ମଚାରୀ ଜିତୁ ପ୍ରଧାନ ତାଙ୍କ
Read More...

ପଟାମରାରୁ ଚୋରି ବାଇକ ଲଖନାରୁ ଉଦ୍ଧାର

ମୁରିବାହାଲ, (କେପିଏନ୍‌ଏସ୍‌) : ମୁରିବାହାଲ ଥାନା ହଲଦୀ ପଞ୍ଚାୟତ ପଟାମରା ଗ୍ରାମର କୀର୍ତ୍ତି ଗହୀର(୨୬)ଙ୍କ ବାଇକ (ଓଡି ୦୩-୭୩୪୫) ଗତ ୧ ତାରିଖ ରାତିରେ ଚୋରି ହୋଇଥିଲା । ଏ ନେଇ ସେ ଥାନାରେ ଅଭିଯୋଗ କରିଥିଲେ । ତେବେ ଲଖନାର ଏକ ପରିତ୍ୟକ୍ତ ଘରରୁ ଏହି ବାଇକ ମିଳିଥିବା ଆଇଆଇସି କମଳ ଲୋଚନ
Read More...

ବାରିପଦାରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ଆୟୋଜିତ

ବାରିପଦା : ମୟୂରଭଞ୍ଜ ସାଂସ୍କୃତିକ ବିକାଶ ଅନୁଷ୍ଠାନ ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ଦ୍ୱିତୀୟ ଶିଶୁ କଳା ମହୋତ୍ସବ ବାରିପଦା ଶହୀଦ ସ୍ମୃତିଭବନ ପରିସରରେ ଆୟୋଜିତ ହୋଇଯାଇଛି । ପଦ୍ମଭୂଷଣ ଯତୀନ ଦାସଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ଏହି ମହୋତ୍ସବରେ ଜିଲ୍ଲାର କୋଣ ଅନୁକୋଣରୁ ୭୦୦ରୁ
Read More...

ସବୁ ପ୍ରତିବନ୍ଧକକୁ ଗୋଟେ ସୁର୍‌ପୁଟ୍‌ରେ ଶୋଷି ନିଜର୍‌ ଦମ୍‌କୁ ଜାହିର୍‌ କରେ ପ୍ରେମ : ପରିଣତ ବୟସରେ ବାହା ହେଲେ…

କେନ୍ଦ୍ରାପଡା : ହଜାର ଘାତ ପ୍ରତିଘାତ, ଗଡ଼ାଣି ଚଢ଼ାଣି ବୁଲାଣି, ନିନ୍ଦା ଅପବାଦ, ବୁଝାମଣା ହରଡ଼ଘଣା, ରେରେକାର ହାଣକାଟ୍‌… ସବୁ ପ୍ରତିବନ୍ଧକକୁ ଗୋଟେ ସୁର୍‌ପୁଟ୍‌ରେ ଶୋଷି ନିଜର୍‌ ଦମ୍‌କୁ ଜାହିର୍‌ କରେ ପ୍ରେମ । ଏଥିରେ ଆଉ କାହାର କି କାମ ! ଜାତି, ଗୋତ୍ର, ବୟସର କୌଣସି ଭେଦଭାବ ନାହିଁ
Read More...

କଳାକାର ସହାୟତା ଯୋଜନାରେ ଦରଖାସ୍ତ ଫର୍ମ ସହିତ ସଠିକ୍ କାଗଜପତ୍ରର ଯାଞ୍ଚ କାର୍ଯ୍ୟକ୍ରମ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ କାର୍ଯ୍ୟାଳୟ ପରିସରରେ ଥିବା ବଲାଙ୍ଗିର ଜିଲ୍ଲା ସଂସ୍କୃତି ବିଭାଗ କାର୍ଯ୍ୟାଳୟରେ କଳାକାର ସହାୟତା ଯୋଜନାରେ ଦରଖାସ୍ତ ଫର୍ମ ସହିତ ସଠିକ୍ କାଗଜପତ୍ରର ଯାଞ୍ଚ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ତୁରେକେଲା
Read More...