Monthly Archives

November 2022

ଘୋଡ଼ାଡିଆଁ ଗ୍ରାମରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ

ନିମବାହାଳି : ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଘୋଡାଡିଆଁ ଗ୍ରାମରେ ଶ୍ରୀ ଶ୍ରୀ ଅନନ୍ତ ଶ୍ରୀକ୍ଷେତ୍ର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ଉତ୍ସବ ମହାସମାରୋହରେ ପାଳିତ ହେଉଅଛି । ଏହି ଅବସରରେ ଜଗନ୍ନାଥ ମନ୍ଦିରରୁ ନିକଟସ୍ଥ ସରପା ଯୋର କୂଳକୁ କଳସ ଶୋଭାଯାତ୍ରା ବାହାରି ଥିଲା । ଗ୍ରାମର ୨୬୧ ଜଣ
Read More...

ପୂଜାରିଗୁଡା ନଦୀପଠାରୁ ନରକଙ୍କାଳ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା ମାଥିଲି ଥାନସ୍ଥ ମେକା ପଞ୍ଚାୟତ ନିକଟ ବତ ପୂଜାରୀ ଗୁଡା ନଦୀପଠାରୁ ରବିବାର ସନ୍ଧ୍ୟାରେ ଉଦ୍ଧାର ହୋଇଥିବା ନରକଙ୍କାଳର ପରିଚୟ ପୁଲିସ ଜାଣିବାକୁ ପାଇଛି । ସୂଚନା ଅନୁସାରେ ଗତ ମାସକ ତଳେ ପୂଜାରୀ ଗୁଡା ଗ୍ରାମର ଜଣେ ୪୫ବର୍ଷ ବୟସ୍କ ବ୍ୟକ୍ତି କେଉଁଆଡ଼େ
Read More...

ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡାରେ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣି ଶିବିର

ମାଲକାନଗିରି : ମାଲକାନଗିରି ଜିଲ୍ଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ପାଇଁ ଚିତ୍ରକୋଣ୍ଡା ବ୍ଲକ ସଭାଗୃହଠାରେ ଜିଲ୍ଲାପାଳ ବିଶାଲ ସିଂଙ୍କ ଅଧ୍ୟକ୍ଷତାରେ ଗ୍ରୀଭେନ୍ସ ଅନୁଷ୍ଠିତ ହୋଇଯାଇଛି । ଏହି ଗ୍ରୀଭେନ୍ସରେ ପିଡି ଡିଆରଡିଏ ରତ୍ନାକର ସାହୁ, ପିଏଆଇଟିଡିଏ ତ୍ରିନାଥ ମାଝୀ, ଜିଲ୍ଲା ମୁଖ୍ୟ
Read More...

ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର

୧୯୪ଟି ଅଭିଯୋଗର ଫଇସଲା ପାଇଁ ନିର୍ଦ୍ଦେଶ ଜଳେଶ୍ୱର : ଜଳେଶ୍ୱରର ବ୍ଲକ ସମ୍ମିଳନୀ କକ୍ଷରେ ବାଲେଶ୍ୱର ଓ ଏସ୍‌ପିଙ୍କ ଯୁଗ୍ମ ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୪ ଟି ସମସ୍ୟାର ସମାଧାନ ପାଇଁ ବିଭାଗୀୟ ବରିଷ୍ଠ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା । ଜିଲ୍ଲାପାଳ
Read More...

ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ : ବେଙ୍ଗଲ ଟାଇଗର ବିଜୟୀ

ନୀଳଗିରି : ବାଲେଶ୍ଵର ଜିଲ୍ଲା ନୀଳଗିରିର ପୋଡାଶୁଳରେ ଦୁଇ ଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ପୋଡାଶୁଳ ଫୁଟବଲ ଏସୋସିଏସନ ପକ୍ଷରୁ ଆୟୋଜିତ ୧୧ତମ ଦୁଇ ଦିନିଆ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟରେ ୧୬ଟି ଟିମ୍‌ ଅଂଶଗ୍ରହଣ କରିଥିଲେ । ଟୁର୍ଣ୍ଣାମେଣ୍ଟର
Read More...

ଜମି ବିବାଦକୁ ନେଇ ପଥରରେ ଛେଚି ଯୁବକଙ୍କୁ ହତ୍ୟା ଅଭିଯୋଗ

କୋକସରା : କଳାହାଣ୍ଡି ଜିଲ୍ଲା କୋକସରା ଥାନା ଅନ୍ତର୍ଗତ ମାଝୀଗୁଡା ପଞ୍ଚାୟତ ମହୁଳମୁଣ୍ଡା ଗ୍ରାମ ନିକଟରେ ଥିବା ଏକ ଧାନ ଖଳାରେ ଜଣେ ଯୁବକଙ୍କୁ ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇ ଥିବା ନେଇ ସୂଚନା ମିଳିଛି । ହତ୍ୟା ହୋଇଥିବା ଯୁବକ ମହୁଳମୁଣ୍ଡା ଗ୍ରାମର ଦୟାନିଧି ଦୁଣ୍ଡକିଆ ବୋଲି
Read More...

ଆଜି ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଷ୍ଟ୍ରୀୟ ପଛୁଆ ବର୍ଗ ମୋର୍ଚ୍ଚା ପକ୍ଷରୁ ମଙ୍ଗଳବାର ଭାରତ ବନ୍ଦ ଡାକରା ଦିଆଯାଇଛି । କେନ୍ଦ୍ର ସରକାରଙ୍କ ପକ୍ଷରୁ ଓବିସିଙ୍କ ଜାତି ଆଧାରିତ ଜନଗଣନା କରା ନ ଯିବା ପ୍ରତିବାଦରେ ଏହି ଡାକରା ଦିଆଯାଇଛି । ସେହିପରି ଇଭିଏମ୍‌ ଟେମ୍ପରିଂ,
Read More...

ବିପୁଳ ପରିମାଣର ଦେଶୀ ଓ ବିଦେଶୀ ମଦ ଜବତ : ୮ ଗିରଫ

ଢେଙ୍କାନାଳ : ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ସୋମବାର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୧୩୮ ଲିଟର ଦେଶୀ ଏବଂ ୮ ଲିଟର ବିଦେଶୀ ମଦ ଜବତ କରାଯାଇଥିବା ଜଣାପଡିଛି । ତେବେମଦ ଚୋରାକାରବାର ଅଭିଯୋଗରେ ୮ ଜଣଙ୍କୁ ଗିରଫ କରାଯାଇଛି । ସୂଚନା ଅନୁସାରେ, ଅବକାରୀ କର୍ମଚାରୀ ଚଢ଼ାଉ ବେଳେ ଗଁଦିଆ
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ମାଲକାନଗିରି : ମାଲକାନଗିରି ଜିଲ୍ଲା କାଲିମେଳା ସଦର ମହକୁମା ବ୍ଲକ ପଛ ପଟ ଶିକ୍ଷକ ସାହି ମଧ୍ୟରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ସନ୍ଦେହ ଜନକ ଭାବେ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି ।ତେବେ ଯୁବକ ଜଣଙ୍କ କାହିଁକି ଆତ୍ମହତ୍ୟା କରିଛନ୍ତି ତାହା ସ୍ପଷ୍ଟ ଜଣାଯାଇ ନାହିଁ । ପୋଲିସ ଖବର
Read More...

ଗୁହାଳରେ ଲାଗିଲା ନିଆଁ : ୩୦ରୁ ଅଧିକ ଛେଳି ଜୀବନ୍ତ ଦଗ୍ଧ

ବୀରମହାରାଜପୁର : ବୀରମହାରାଜପୁର ଥାନା କେନଝରିଆପାଲି ପଂଚାୟତ ଅନ୍ତର୍ଗତ ପୁଲେଶର ଗାଁରେ ଜୈନିକ ବ୍ୟକ୍ତିଙ୍କ ଛେଳି ଗୁହାଳରେ ନିଆଁ ଲାଗି ୩୦ରୁ ଅଧିକ ଛେଳିର ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ପୁଲେଶର ଗାଁର ପିତାମ୍ବର ଭୁକ୍ତା ନାମକ ଛେଳି ଚାଷୀ ନିଜ ଛେଳି ଗୁଡିକୁ
Read More...