ପାଟଣାଗଡ ବସ୍ଷ୍ଟାଣ୍ଡରୁ ୧୨ ଶ୍ରମିକ ଉଦ୍ଧାର
ପାଟଣାଗଡ, (କେପିଏନ୍ଏସ୍) : ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲାଣ ପାଇଁ ନିଆଯାଉଥିବା ୧୨ ଜଣ ଦାଦନ ଶ୍ରମିକଙ୍କୁ ପୁଲିସ ପାଟଣାଗଡ ବସ୍ଷ୍ଟାଣ୍ଡରୁ ଉଦ୍ଧାର କରିଥିବା ସୂଚନା ମିଳିଛି । ସେମାନଙ୍କୁ ଚାଲାଣ କରୁଥିବା ଅଭିଯୋଗରେ ମୁଣ୍ଡୋଦର୍ହ ଗାଁର ରତନ ବିଶ୍ୱାଳ ନାମକ ସର୍ଦ୍ଦାରଙ୍କୁ ପୁଲିସ!-->…
Read More...
Read More...