ଭାରତୀୟ ଅଲିମ୍ପିକ ଆସୋସିଏସନ୍ ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କଲେ ପି.ଟି. ଉଷା
ନୂଆଦିଲ୍ଲୀ : ଭାରତର ଭେଟେରାନ ଆଥଲେଟ ପି.ଟି ଉଷା ଭାରତୀୟ ଅଲିମ୍ପିକ ଆସୋସିଏସନର ଅଧ୍ୟକ୍ଷ ପଦ ପାଇଁ ନାମାଙ୍କନପତ୍ର ଦାଖଲ କରିଛନ୍ତି । ସେ ନିଜେ ଟ୍ୱିଟ୍ କରି ଏ ବିଷୟରେ ସୂଚନା ଦେଇଛନ୍ତି । ଆଥଲେଟ୍ସ କମିଶନଙ୍କ ଦ୍ୱାରା ମନୋନୀତ ହୋଇଥିବା ୮ ଜଣ ଖେଳାଳିଙ୍କ ମଧ୍ୟରେ ଉଷା ଥିଲେ । ଭାରତୀୟ!-->…
Read More...
Read More...