ବଜ୍ରକାପ୍ତା ଉଦ୍ଧାର, ୧ ଗିରଫ
ଭୁବନେଶ୍ୱର, (କେପିଏନ୍ଏସ୍) : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ବାମୁଣ୍ଡି ଛକରେ ଏସ୍ଟିଏଫ୍ ଟିମ୍ ଚଢାଉ କରି ଏକ ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର କରିଛି । ଏଥିସହ ଜଣଙ୍କୁ ଗିରଫ କରିଛି । ଗିରଫ ବ୍ୟକ୍ତି ଜଣକ ହେଲେ ବାଲୁଗାଁ ଥାନା ଘୁମୁସରପଦର ଗାଁର ଜୟକୃଷ୍ଣ ତରାଇ । ସୂଚନାଯୋଗ୍ୟ ଯେ,!-->…
Read More...
Read More...