Daily Archives

ଆର୍ଥିକ ଶୃଙ୍ଖଳା ଦେଶ ପ୍ରଗତିର ମୂଳମନ୍ତ୍ର

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ଥାନୀୟ ମହାଲେଖାକାର କାର୍ଯ୍ୟାଳୟ ଆନୁକୂଲ୍ୟରେ ଆୟୋଜିତ ଅଡିଟ ସପ୍ତାହ ପାଳନ ଅବସରରେ ୨ୟ ଦିନର ୨ୟ ଅଧିବେଶନରେ ରାଜ୍ୟର ଆୟ ବ୍ୟୟର ହିସାବ ତଥା ଅବସରକାଳୀନ ଦେୟ ପ୍ରଦାନରେ ମହାଲେଖାକାର କାର୍ଯ୍ୟାଳୟର ଭୂମିକା ଉପରେ ଏକ ଆଲୋଚନାଚକ୍ର ସଚିବାଳୟ କନଭେନସନ ହଲ୍‌
Read More...

ସନରାଇଜର୍ସ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସେକ୍ଟର ୧୫ ସ୍ଥିତ ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ରାଉରକେଲା ସନରାଇଜର୍ସ କ୍ଲବ ଓ ଉମିଦ୍ ଫାଉଣ୍ଡେସନ ଆନୁକୂଲ୍ୟରେ ପ୍ରଥମ ସନରାଇଜର୍ସ କପ ଟ୍ୱେଣ୍ଟି ଟ୍ୱେଣ୍ଟି କ୍ରିକେଟ ଟୁର୍ଣ୍ଣାମେଣ୍ଟ ସେକ୍ଟର ୧୭ ସ୍ଥିତ ଟାଟା ପଡିଆ ଠାରେ ଉଦ୍‌ଘାଟନ ହୋଇଯାଇଛି ।
Read More...

ରଣେଶ୍ୱର ରାମଚଣ୍ଡୀ ମନ୍ଦିର ପାଇଁ ଭୂମିପୂଜା

ଦେଓଗାଁ, (କେପିଏନ୍‌ଏସ୍‌) : କରୁଆଝର ଗାଁରେ ସିକୁଆଁ ଆଞ୍ଚଳିକ କୁଲତା ସମାଜ ପକ୍ଷରୁ ରଣେଶ୍ୱର ରାମଚଣ୍ଡୀ ମନ୍ଦିର ନିର୍ମାଣ ପାଇଁ ସୋମବାର ଭୂମିପୂଜା କରାଯାଇଛି । ଏଥିରେ ସୁରେଶ ଭୋଇ ସପତ୍ନିକ କର୍ତ୍ତା ଥିଲେ । ଗ୍ରାମ୍ୟ କମିଟି ସମ୍ପାଦକ ଅନ୍ତର୍ଯ୍ୟାମୀ ଭୋଇଙ୍କ ସଭାପତିତ୍ୱରେ ଏକ ସଭା
Read More...