Daily Archives

୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର

ନୀଳଗିରି : ନୀଳଗିରି ଥାନା ଅଧିନ ପଞ୍ଚଲିଙ୍ଗେଶ୍ୱର ନିକଟରେ ୧୨ ଫୁଟ ଲମ୍ବର ଅହିରାଜ ସାପ ଉଦ୍ଧାର କରାଯାଇଛି । ସୂଚନା ଅନୁସାରେ ପଞ୍ଚଲିଙ୍ଗେଶ୍ୱର ବସଷ୍ଟାଣ୍ଡ ନିକଟ ସନାତନ ସିଂଙ୍କ ରୋଷେଇ ଘରେ ଅହିରାଜଟି ଶୋଇଥିଲା । ତାଙ୍କ ସ୍ତ୍ରୀ ରୋଷେଇ କରିବାକୁ ଗଲା ବେଳେ ଦେଖିବାକୁ ପାଇଥିଲେ । ଏନେଇ
Read More...

୧୯ତମ ବରଗଡ ପୁସ୍ତକ ମେଳା : ଜନବାଦୀ ସାହିତ୍ୟ ଆଲୋଚନାରେ କମ୍ପିଲା ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ

ବରଗଡ, (କେପିଏନ୍‌ଏସ୍‌) : ୧୯ତମ ବରଗଡ ପୁସ୍ତକ ମେଳା ଗତ ୨୦ ତାରିଖରୁ ସ୍ଥାନୀୟ ଜଜ୍‌ ହାଇସ୍କୁଲ ପଡିଆରେ ଆରମ୍ଭ ହୋଇଥିବା ବେଳେ ‘କୋଶଲୀ - ସମ୍ବଲପୁରୀ ଭାଷାରେ ଜନବାଦୀ ସାହିତ୍ୟ’ ଆଲୋଚନାରେ କମ୍ପିଛି ଦ୍ୱିତୀୟ ସନ୍ଧ୍ୟାର ମଞ୍ଚ । ଗାନ୍ଧୀ ସ୍ମୃତି ପାଠାଗାର ପକ୍ଷରୁ ଆୟୋଜିତ ଏହି ସଭାରେ
Read More...

ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଗାଦିବ୍ରହ୍ମ ଡିଗ୍ରୀ ମହାବିଦ୍ୟାଳୟ ରେଡକ୍ରସ୍‌ ୟୁନିଟ୍ ଆନୁକୂଲ୍ୟରେ ମହାବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଅଂଚଳର ବରିଷ୍ଠ ସାମ୍ବାଦିକ ପ୍ରସନ୍ନ ତ୍ରିପାଠୀ ନିମନ୍ତ୍ରିତ ଅତିଥି ଭାବରେ
Read More...

ବିଶିଷ୍ଟ ଶିକ୍ଷାବିତ ମାଷ୍ଟର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ବିୟୋଗରେ କେଣ୍ଡେଲ ଶୋଭାଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶିଷ୍ଟ ଶିକ୍ଷାବିତ ମାଷ୍ଟର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଗତ ୧୮ ତାରିଖରେ ଆକାଳ ବିୟୋଗ ଘଟିଛି । ତାଙ୍କ ବିୟୋଗରେ ଛତ୍ରପୁର ସହରରେ ଜଣେ ଦକ୍ଷ ଟିଉସନ ଶିକ୍ଷକଙ୍କୁ ହରାଇଥିବା ନେଇ ବିଭିନ୍ନ ମହଲରେ ଶୋକବ୍ୟକ୍ତ
Read More...

ପଦ୍ମପୁର ଏନଏସିରେ ବିଜେପିର ମିଶ୍ରଣ ପର୍ବ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିକାଶ ନୀତି ଏବଂ ସର୍ବଦା କୃଷି ଓ କୃଷକର ଉନ୍ନତି ଚିନ୍ତା କରୁଥିବା ଭାରତୀୟ ଜନତା ପାର୍ଟି ପ୍ରତି ଆସ୍ଥା ପ୍ରକଟ କରି ବିଜୁ ଜନତା ଦଳର ପୂର୍ବତନ ଦିବଂଗତ ବିଧାୟକ ବିଜୟ ରଂଜନ ସିଂ ବରିହାଙ୍କର ନିଜ ୱାର୍ଡର ଅନେକ
Read More...

ବରୋବାହାଲ ଗାଁରେ ତ୍ରୈଲୋକେଶ୍ୱର ମହାଦେବ ମନ୍ଦିର ପ୍ରତିଷ୍ଠା ଉତ୍ସବ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଗନ୍ଧରାବନ୍ଧ ପଞ୍ଚାୟତ ବରୋବାହାଲ ଗାଁରେ ଥିବା ଲୋୟର ଇନ୍ଦ୍ର ଜଳ ସେଚନ ପ୍ରକଳ୍ପ ଅଧିକ୍ଷଣ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ପରିସରରେ ଆଜି ତ୍ରୈଲୋକେଶ୍ୱର ମହାଦେବଙ୍କ ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି
Read More...

ବିଜେପିର ମିଶ୍ରଣ ପର୍ବ

ସ୍ୱାଧୀନ ପ୍ରାର୍ଥିନୀ ଭାବରେ ନାମାଙ୍କନ ଦାଖଲ କରିଥିବା ରେବତୀ ଗିରିଙ୍କ ବିଜେପିରେ ଯୋଗଦାନ ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ସ୍ୱାଧୀନ ପ୍ରାର୍ଥିନୀ ହୋଇଥିବା ରେବତୀ ଗିରି ଗତକାଲି ବିଜେପିରେ ଯୋଗ କରିଛନ୍ତି । ରାଜ୍ୟ ସଭାପତି ସମୀର ମହାନ୍ତିଙ୍କ ଉପସ୍ଥିତିରେ
Read More...

୨୨ ନଭେମ୍ବରରେ ରୋଜଗାର ମେଳା ଜରିଆରେ ପ୍ରାୟ ୭୧,୦୦୦ ନବନିଯୁକ୍ତମାନଙ୍କୁ ନିଯୁକ୍ତିପତ୍ର ବଣ୍ଟନ କରିବେ ପ୍ରଧାନମନ୍ତ୍ରୀ

• କର୍ମଯୋଗୀ ପ୍ରାରମ୍ଭ ମଡ୍ୟୁଲର ଶୁଭାରମ୍ଭ କରିବେ ପ୍ରଧାନମନ୍ତ୍ରୀ; ସମସ୍ତ ନବନିଯୁକ୍ତଙ୍କ ପାଇଁ ଏହା ଏକ ଅନଲାଇନ୍ ଓରିଏଣ୍ଟେସନ ପାଠ୍ୟକ୍ରମ ନୂଆଦିଲ୍ଲୀ, (ପିଆଇବି) : ରୋଜଗାର ମେଳା ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨୨ ନଭେମ୍ବର ଦିନ ସକାଳ ୧୦:୩୦ ରେ ଭିଡିଓ କନଫରେନ୍ସିଂ
Read More...

ସିଆଇଟିଇଏସ୍ ସିଓପି -୧୯ : ଭାରତର ହସ୍ତତନ୍ତ ରପ୍ତାନିକାରୀଙ୍କୁ ବଡ଼ ଆଶ୍ୱସ୍ତି

ମୁଖ୍ୟାଂଶ:• ଡଲବର୍ଜିଆ ସିସୁ (ଶିଶମ) ଭିତ୍ତିକ ଉତ୍ପାଦ ରପ୍ତାନି ପାଇଁ ନିୟମ କୋହଳ, ରପ୍ତାନିକୁ ମିଳିବ ପ୍ରୋତ୍ସାହନ• ଭାରତର ଆଗ୍ରହକ୍ରମେ ରପ୍ତାନି ପାଇଁ ନିୟମ ସହଜ ହୋଇଛି ନୂଆଦିଲ୍ଲୀ, (ପିଆଇବି) : କଭେନ୍‌ନସନ ଅନ୍ ଇଣ୍ଟରନାସନାଲ୍ ଟ୍ରେଡ୍ ଇନ୍ ଏନଡେଞ୍ଜର୍ଡ ସ୍ପେସିସ୍ ଅଫ୍ ୱାଇଲ୍
Read More...

ଆଗଲପୁର ଶାଖା ବିଙ୍ଗ ହ୍ୟୁମାନ ଫାଉଣ୍ଡେସନର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ଆଗଲପୁର ଏକ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ଆଗଲପୁର ଶାଖାର କାର୍ଯ୍ୟକାରିଣୀ ବୈଠକ ରିନବଚନ ଗ୍ରାମ ପଂଚାୟତ ବାଗ ଝୁଲା ସମୀର ଦିବ୍ୟାଙ୍ଗ ଆଶ୍ରମରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଂଗଠନ ସମାଜସେବା କ୍ଷେତ୍ରରେ ଆଗେଇ ଆସି ନିଜର
Read More...