Daily Archives

ବାଲୁକା କଳାରେ ଫିଫା ବିଶ୍ୱକପ୍‌ ଟ୍ରଫି

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ବାଲୁକା କଳାରେ ଫିଫା ବିଶ୍ୱକପ୍‌ର ସ୍ଥାପତ୍ୟ ପ୍ରସ୍ତୁତ କରିଛନ୍ତି । ବିଶ୍ୱକପ୍‌ରେ ଅଂଶଗ୍ରହଣ କରୁଥିବା ୩୨ଟି ଦେଶର ମୁଦ୍ରାକୁ ମଧ୍ୟ ସେ ଏହି କଳାରେ ସ୍ଥାନିତ କରିଛନ୍ତି । ୮ଫୁଟର ଏହି ବିଶ୍ୱକପ ଟ୍ରଫି ବାଲୁକା
Read More...

ଡ୍ରେନେଜ ବିଭାଗ ଅଧିକାରୀ ଗଞ୍ଜାମ ମୁଖ୍ୟ ନାଳ ଅନୁଧ୍ୟାନ କଲେ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହରର ମୁଖ୍ୟ ନାଳ ବା ଗଞ୍ଜାମ ସହର ମଧ୍ୟ ଦେଇ ସମୁଦ୍ରରେ ସଂଯୋଗ ହୋଇଥିବା ମୁଖ୍ୟ ନାଳ ପୁନଃଉଦ୍ଧାର ପାଇଁ ଅଞ୍ଚଳବାସୀଙ୍କ ପକ୍ଷରୁ ବାରମ୍ବାର ଦାବୀ ହୋଇ ଆସୁଥିଲା । ଏଥିସହ ସ୍ଥାନୀୟ ଛତ୍ରପୁର ବିଧାୟକ ନିର୍ଦ୍ଦେଶ ପରେ ଏନଏସି ପ୍ରଶାସନ ପକ୍ଷରୁ
Read More...

ଗ୍ରୀସ୍‌ର କ୍ରୀଟେ ଦ୍ୱୀପରେ ଭୂକମ୍ପ ଝଟ୍‌କା ଅନୁଭୂତ

ନୂଆଦିଲ୍ଲୀ : ଭୂକମ୍ପରେ ଥରିଲା ଗ୍ରୀସ୍‌ର କ୍ରୀଟେ ଦ୍ୱୀପ । ସୋମବାର ସକାଳେ ଏହି ଭୂମିକମ୍ପ ହୋଇଥିବା ସୂଚନା । ରିଟର ସ୍କେଲରେ ଏହାର ତୀବ୍ରତା ୫.୫ ମପାଯାଇଛି । ତେବେ ଏହି ଭୂକମ୍ପ ଆସିବା ଦ୍ବାରା ସମୁଦ୍ର ଅଶାନ୍ତ ହୋଇପାରେ । ଫଳରେ ସୁନାମୀ ଆସିପାରେ ବୋଲି ଆଶଙ୍କା କରୁଛନ୍ତି ପାଣିପାଗ
Read More...

ଲୋକସେବା ଭବନ କନଭେନସନ ସେଣ୍ଟର ଠାରେ ଚଳଚ୍ଚିତ୍ର ‘ଦମନ’ ପ୍ରଦର୍ଶିତ

ଏହା ଏକ ବାସ୍ତବ ଧର୍ମୀ ଓ ପ୍ରେରଣାଦାୟୀ ଚଳଚ୍ଚିତ୍ର - ମୁଖ୍ୟ ଶାସନ ସଚିବପ୍ରତି ଜିଲ୍ଲାରେ ‘ଦମନ’ ଚଳଚ୍ଚିତ୍ର ପ୍ରଦର୍ଶନ ପାଇଁ ପରାମର୍ଶ ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମ୍ୟାଲୋରିଆ ନିରାକରଣ ଉପରେ ପର୍ଯ୍ୟବେସିତ ‘ଦମନ’ ଚଳଚ୍ଚିତ୍ର ଖୁବ୍‌ ବାସ୍ତବଧର୍ମୀ ଓ ପ୍ରେରଣାଦାୟୀ ହୋଇଥିବାରୁ
Read More...

ଗଞ୍ଜାମ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ

• ଧାର୍ଯ୍ୟ ସମୟ ସୁଦ୍ଧା କାର୍ଯ୍ୟ ଶେଷ କରିବାକୁ ଜିଲ୍ଲାପାଳଙ୍କ ପରାମର୍ଶ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାପାଳଙ୍କ ସମ୍ମିଳନୀ ଗୃହରେ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା କ୍ଷୁଦ୍ର ଓ ଉଠା ଜଳସେଚନର ସମୀକ୍ଷା କରିଛନ୍ତି । ପ୍ରାରମ୍ଭରେ ଇଆଇସି ତଥା
Read More...

ଦାବୀ ପୂରଣ ନେଇ ଗର୍ଜିଲା ପ୍ରାଥମିକ ଶିକ୍ଷକ ସଂଘ

ନୂଆପଡା, (ନିରାକାର ମେହେର) : ଓଡିଶା ମିଳିତ ପ୍ରାଥମିକ ଶିକ୍ଷକ ସଂଘ ଆହ୍ୱାନକ୍ରମେ ନୂଆପଡା ଜିଲ୍ଲା ଖଡ଼ିଆଳ ବ୍ଲକ ମିଳିତ ପ୍ରାଥମିକ ଶିକ୍ଷକ ସଂଘ ପକ୍ଷରୁ ବିଶାଳ ରାଲି ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଶିକ୍ଷକ ସଂଘ ସଭାପତି ଗଣେଶ
Read More...

ସିନାପାଲି ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କର୍ମଚାରୀ ମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ

ନୂଆପଡା, (ନିରାକାର ମେହେର) : ସିନାପାଲି ଠାରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କର୍ମଚାରୀମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ ହେଉଛି । ଜନସାଧାରଣଙ୍କ ଅଭିଯୋଗ ଅନୁସାରେ ଏହି ବ୍ୟାଙ୍କରେ ୨୭ଟି ଗ୍ରାମ ପଞ୍ଚାୟତର ଲୋକେ ଖାତା ଖୋଲିଛନ୍ତି ଓ ହଜାର ହଜାର ଲୋକେ ବ୍ୟାଙ୍କ କାମ ସମାଧାନ
Read More...

ପୁରୀ ଜିଲ୍ଲାର ଗର୍ବ ଓ ଗୌରବ ସୋନା, ସୋନମ୍

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ୫୧ତମ ଜାତୀୟ ହ୍ୟାଣ୍ଡ ବଲ୍ ଚାମ୍ପିୟନସିପ୍‌ ୨୦୨୨ରେ ଭାଗ ନେବେ ଡେଲାଙ୍ଗର ଦୁଇ ଝିଅ ସ୍ୱର୍ଣ୍ଣାଲତା ବିରେନ୍ଦ୍ର (ସୋନା) ଓ ସୋନମ୍ ସ୍ୱାଇଁ । ଆନ୍ଧ୍ରପ୍ରଦେଶର ନନ୍ଦୀୟଲ୍‌ରେ ତା.୨୬.୧୧.୨୦୨୨ରୁ ତା.୩୦.୧୧.୨୦୨୨ରିଖ ମଧ୍ୟରେ ହେବାକୁ ଥିବା ଜାତୀୟ
Read More...

ଗାଁ ବସ୍ତିରେ ଥିବା ମଦଭାଟିକୁ ଗ୍ରାମବାସୀଙ୍କ ବିରୋଧ : ଅନ୍ୟତ୍ର ସ୍ଥାନାନ୍ତର ଦାବୀ ନେଇ ଜିଲାପାଳଙ୍କୁ ଦାବୀପତ୍ର…

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ବ୍ଲକ ଅନ୍ତର୍ଗତ କେନ୍ଦୁମୁଣ୍ତା ଗ୍ରାମ ପଞ୍ଚାୟତ ଧିଙ୍ଗିଆମୁଣ୍ତା ଗ୍ରାମ ବସ୍ତିରେ ଥିବା ମଦଭାଟିକୁ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗ୍ରାମବାସୀ ନୂଆପଡା ଜିଲ୍ଲାପାଳଙ୍କୁ ଏକ ଦାବୀପତ୍ର ପ୍ରଦାନ କରିଥିବା ଜଣାପଡିଛି । ଏହି ମଦଭାଟି
Read More...

ୟୁଥ ମାସ ସେବା ସଂଘ ପକ୍ଷରୁ ମାଗଣା ଚକ୍ଷୁ ଚିକିତ୍ସା ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ୟୁଥ ମାସ ସେବା ସଂଘ ଓ ବ୍ରହ୍ମପୁର ଏଲ.ଭି. ପ୍ରସାଦ ଚକ୍ଷୁ ଅନୁଷ୍ଠାନର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ଚଣ୍ଡୀଛକ ସ୍ଥିତ ରାମାୟାଣାମ୍ମା ମନ୍ଦିର ସୌଭାଗ୍ୟ କଲ୍ୟାଣ ମଣ୍ଡପ ପରିସରରେ ସଂଘର ସମ୍ପାଦକ ସୟଦ
Read More...