Daily Archives

ନିଷ୍ଠାର ବାର୍ଷିକୋତ୍ସବ ଆସନ୍ତା ୨୬ରେ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲାର ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ "ନିଷ୍ଠା" ତାର ବାର୍ଷିକ ଉତ୍ସବ ଆସନ୍ତା ୨୬ ତାରିଖ ଦିନ ସନ୍ଧ୍ୟାରେ ସ୍ଥାନୀୟ ସିଭିକ ସେଣ୍ଟର ଠାରେ ପାଳନ କରିବା ବୋଲି ସମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଏହି ଅବସରରେ ନାଟ୍ୟକାର ପ୍ରଭାକର ପାତ୍ର
Read More...

ଅମୂଲ ତରଫରୁ ଜାତୀୟ ଦୁଗ୍ଧ ଦିବସ ପାଳିତ

ରାଉରକେଲା, (କେପିଏନ୍‌ଏସ୍‌) : ଜାତୀୟ ଦୁଗ୍ଧ ଦିବସ ଓ ଦୁଗ୍ଧ ଆନ୍ଦୋଳନର ପୁରୋଧା ପଦ୍ମ ବିଭୂଷଣ ଡ଼ଃ ଭର୍ଗିସ୍ କୁରିଅନ୍‌ଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଅମୂଲ କଂପାନିର ସମ୍ବଲପୁର ଡିଭିଜନ ଓ ରାଉରକେଲାର ସ୍ୱନାମଧନ୍ୟ କ୍ରୀଡା ସଂଗଠନ ଆର୍‌ଏସ୍‌ଏର ମିଳିତ ଆନୁକୂଲ୍ୟରେ ଏକ ସାଇକେଲ ଯାତ୍ରା ସେକ୍ଟର
Read More...

ତହଁକ୍ କୁଟୁମ୍‌ର ଭାବର୍ ଭେଟ୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ତହଁକ୍ ସାହିତ୍ୟ କୁଟୁମ୍‌ର ଭାବର ତିହାର ୨୦୨୨ ସ୍ଥାନୀୟ ପଞ୍ଚବଟୀ ଉଦ୍ୟାନ, ବଲାଙ୍ଗିରଠାରେ ମହାଆଡମ୍ବରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସମାଜସେବୀ, ସଂସ୍କୃତି ପ୍ରେମୀ, ସଙ୍ଗଠକ ଅରୁଣ ମିଶ୍ର ଯୋଗ ଦେଇଥିବା ବେଳେ ବକ୍ତା ଭାବେ କୋଶଳୀ ଗବେଷକ
Read More...

ପେପର ବଏ ଚୁମନକୁ ସହଯୋଗର ହାତ ବଢାଇଲା ଟାଇଗର ୟୁଥ୍‌ କ୍ଲବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ କନ୍ଧପାଲିପଡା ସ୍ଥିତ ପେପର ବଏ ଚୁମନ ରାଓର ଘରକୁ ଯାଇ ସହଯୋଗର ହାତ ବଢାଇଛି ଶାନ୍ତିପଡାର ଟାଇଗର ୟୁଥ୍‌ କ୍ଲବ । ଏଥିରେ କ୍ଲବର ଅନେକ ସଦସ୍ୟ ଉପସ୍ଥିତ ରହି ଚମନକୁ ଓ ତାର ପରିବାରକୁ କ୍ଲବ ତରଫରୁ ସହଯୋଗ କରିଥିଲେ । ସୂଚନା ଥାଉକି, ପୂର୍ବରୁ
Read More...

ଶୁଭାରମ୍ଭ ହେଲା ଏକାମ୍ର ଭାଟିକା ନର୍ସରୀ ସ୍କୁଲ

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ଭୁବନେଶ୍ୱରରେ ଏକାମ୍ର ଭାଟିକା ନର୍ସରୀ ସ୍କୁଲର ଶୁଭାରମ୍ଭ ହୋଇଯାଇଥିବା ବେଳେ ଏହାକୁ ଓଡିଶାର ରାଜ୍ୟପାଳ ଗଣେଶୀ ଲାଲ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭାରମ୍ଭ କରିଛନ୍ତି । ତେବେ ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ଅନଙ୍ଗ
Read More...

ସୁଦପଡାଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବରେ ଯୋଗଦେଲେ ରାଜ୍ୟସଭା ସାଂସଦ ଓ ପୌରଅଧ୍ୟକ୍ଷା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରାଂଚଳ ଅନ୍ତର୍ଗତ ୧୦ ନଂ. ୱାର୍ଡର ସୁଦପଡାଠାରେ ହନୁମାନ ମନ୍ଦିର ପ୍ରତିଷ୍ଠା ମହୋତ୍ସବ ଅନୁଷ୍ଠିତ ହୋଇ ଯାଇଥିବା ବେଳେ ଆଜି ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଛନ୍ତି ରାଜ୍ୟସଭା ସାଂସଦ ନିରଂଜନ ବିଶି ଓ ବଲାଙ୍ଗିର ପୌର ପରିଷଦର
Read More...

ବେଲପଡ଼ାଠାରେ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ଓ ପିକଅପ୍ ଭ୍ୟାନ୍ ଜବତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଠାରେ ୧୪ ଜଣ ଦାଦନ ଶ୍ରମିକ ଉଦ୍ଧାର ହେବା ସହ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ପିକଅପ୍ ଭ୍ୟାନ୍ ଜବତ ନେଇ ଏସ୍‌ପି ନୀତିନ କୁଶଳକର ସୂଚନା ଦେଇଛନ୍ତି । ସୂଚନା ଅନୁସାରେ, ୧୪ ଜଣ ଦାଦନ ଶ୍ରମିକଙ୍କୁ ବେଆଇନ ଭାବେ ଚାଲାଣ
Read More...

ସ୍ୱେଚ୍ଛାସେବୀଙ୍କ ଉଦ୍ୟମରେ ଆଶୀର୍ବାଦ ଯୋଜନାରେ ସାମିଲ ହେଲେ ଗୁପ୍ତେଶ୍ୱର ମାଝୀ

ଭବାନୀପାଟଣା, (ପି.କେ.ସାହୁ) : ଭବାନୀପାଟଣା ବ୍ଲକ ଗଣ୍ଡବାରାଝୋଲା ଗାଁର ଭଗବାନ ମାଝୀ ଜଣେ ଦିବ୍ୟାଙ୍ଗ ହୋଇ ମଧ୍ୟ ନିଜେ ସ୍ୱାବଳମ୍ବି ହୋଇ ନିଜର ସ୍ତ୍ରୀ ଉଲ୍ଲାସ ମାଝୀ ଓ ଦୁଇ ପୁଅଙ୍କ ସହ ବେଶ ହସ ଖୁସିରେ ପରିବାର ସହ ରହୁଥିଲେ । ସେ ନିଜେ ନିଜ ଚାଷ ଜମିରେ ଚାଷ କରି ପରିବାର ପ୍ରତିପୋଷଣ
Read More...

ଲଖମରାରେ ମାତୃ କର୍ମଶାଳା ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଲଖମରା ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ନଲିନୀ ବେହେରା ଦୀପ ପ୍ରଜ୍ଜ୍ୱଳନ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଜନାର୍ଦ୍ଦନ ସାହା ସ୍ୱାଗତ ଏବଂ ପରିଚୟ ପ୍ରଦାନ କରିଥିଲେ । ଏଥିରେ
Read More...

କସ୍ତୁରୀର ସାଂସ୍କୃତିକ ମହୋତ୍ସବ- ୨୦୨୨ ପାଇଁ ପ୍ରସ୍ତୁତି

ସମ୍ମାନିତ ହେବେ ଲାଲା ବିରେନ ରାୟ ଓ ଅଶୋକ କର ରାଉରକେଲା, (ସସ୍ମିତା ପ୍ରଧାନ) : ଆଗାମୀ ଦିନରେ ରାଉରକେଲାରେ ହେବାକୁ ଥିବା ସାଂସ୍କୃତିକ ମହୋତ୍ସବରେ ସମ୍ମାନିତ ହେବେ ଦୁଇ ରାଜ୍ୟସ୍ତରୀୟ ନାଟ୍ୟ ପ୍ରତିଭା ଲାଲା ବିରେନ ପ୍ରସାଦ ରାୟ ଓ ଅଶୋକ କୁମାର କର । ସାଂସ୍କୃତିକ ମହୋତ୍ସବ ପାଇଁ
Read More...