Daily Archives

ଛତ୍ରପୁରର ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀଙ୍କ ଅକାଳ ବିୟୋଗ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ସହରର ମୁସିଲିକାଣ୍ଟି ସାହିରେ ଚାଲୁଥିବା ମାଷ୍ଟେର କୋଚିଙ୍ଗ ସେଣ୍ଟରର ମୁଖ୍ୟ ପ୍ରଦୀପ କୁମାର ପାଣିଗ୍ରାହୀ(୫୧)ଙ୍କ ଶୁକ୍ରବାର ରାତିରେ ଅକାଳ ବିୟୋଗ ଘଟିଛି । ସେ ଜଣେ ସଫଳ କୋଚିଂ ସେଣ୍ଟର ସାର, ତାଙ୍କର ଏହି ଅଞ୍ଚଳରେ ଭଲ ସୁନାମ ରହିଛି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ, ୧ ଗୁରୁତର

ନୂଆପଡା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ଥାନା ଅନ୍ତର୍ଗତ ଚଟିଆଗୁଡାର ନିର୍ମାଣାଧିନ ବିଜୁଏକ୍ସପ୍ରେସ ରାସ୍ତାରେ ଟ୍ରକ ଧକ୍କାରେ ଜଣେ କଲେଜ ଛାତ୍ରୀ ମୃତ୍ୟୁବରଣ କରିଥିବା ବେଳେ ଅନ୍ୟଜଣେ ଛାତ୍ରୀ ଗୁରୁତର ହୋଇଥିବା ଜଣାପଡିଛି । ମୃତ ଛାତ୍ରୀ ଜଣକ ହେଉଛନ୍ତି ଗୋର୍ଲା ଗ୍ରାମ
Read More...

ବ୍ରହ୍ମପୁର ମେଡିକାଲ କମ୍ପାସ ସ୍କୁଲ ପରିସରରେ ଦୁଇ ଜଣ ପୂର୍ବତନ କୃତି ଛାତ୍ରଙ୍କୁ ସମ୍ବର୍ଦ୍ଧନା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବିଶ୍ୱ ଭୌଗଳିକ ସୂଚନା କଂଗ୍ରେସରେ 'ଚିଲିକା ଦା ପ୍ରୋଭାଇଡ଼ର' ଚିଲିକା ଉପକୂଳରେ ବସବାସ କରୁଥିବା ଗ୍ରାମବାସୀଙ୍କ ବୃତ୍ତିକୁ ନେଇ ଜିଓ ଟ୍ୟାଗିଙ୍ଗ ତଥା ସେମାନଙ୍କ ବୃତ୍ତିଗତ ଉନ୍ନତି ସମ୍ପର୍କିତ ସର୍ବେକ୍ଷଣ ରିପୋର୍ଟ ପାଇଁ, ବ୍ରହ୍ମପୁରର ମେଡିକାଲ
Read More...

କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଦାବୀପତ୍ର ପ୍ରଦାନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଜନସଂଖ୍ୟା ବୃଦ୍ଧିକୁ ନଜରରେ ରଖି ଗଞ୍ଜାମବାସୀଙ୍କ ତରଫରୁ ପ୍ରତ୍ୟେକ ବର୍ଷ ବସ୍‌ ସେବାକୁ ନେଇ ଜନ ଅସନ୍ତୋଷ ବୃଦ୍ଧି ପାଇବାକୁ ଲାଗିରହି ଆସିଛି । ଶୁକ୍ରବାର ଦିନ ଗଞ୍ଜାମ ସହରବାସୀଙ୍କ ପକ୍ଷରୁ ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦ କାର୍ଯ୍ୟ
Read More...

ସିପିଆଇ ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ଚମାଖଣ୍ଡି ଜୋନ୍‌ର ବାର୍ଷିକ ଅଧିବେଶନ ଅନୁଷ୍ଠିତ ହୋଇଯାଇଛି । ଚମାଖଣ୍ଡି ଆଞ୍ଚଳିକ ପରିଷଦ ଜୋନ୍‌ର କରାପଲ୍ଲୀ ଗ୍ରାମରେ ସିପିଆଇ ଶାଖାର ବାର୍ଷିକ ସମ୍ମିଳନୀ ସୋମବାରିଆ
Read More...