Daily Archives

ନାଟ୍ୟ କଳାକାର ଓ ମୂର୍ତ୍ତି କାରିଗର ନିରଞ୍ଜନ ପାଢ଼ୀଙ୍କ ବିୟୋଗ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ଦୁର୍ଗାଦେବୀ ସାହିର ନାଟ୍ୟ କଳାକାର ଓ ମୂର୍ତ୍ତି କାରିଗର ନିରଞ୍ଜନ ପାଢ଼ୀଙ୍କର ଗୁରୁବାର ବିୟୋଗ ଘଟିଛି । ସେ ଜଣେ ମେଳାପୀ ଧର୍ମ ପରାୟଣ ବ୍ୟକ୍ତି ଥିଲେ । କଳାକାର ଜୀବନରେ ଲୋକଙ୍କ ପାଇଁ ଅନେକ ପ୍ରେରଣା ଦେଇଛନ୍ତି । ଏଥିସହ ସେ ମାଟିରେ
Read More...

ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ବିଜେପି ଯୁବ ମୋର୍ଚ୍ଚା ବଲାଙ୍ଗିର ଜିଲ୍ଲା ଉପସଭାପତି ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ଦିନ ହେବ ଫାଇନାନ୍ସ ଗୃପର ମ୍ୟାନେଜର ପରିଚୟ ଦେଇ ଶତାଧିକ ଗରିବ ମହିଳାଙ୍କ ଜମା ଖାତାରୁ ଲକ୍ଷାଧିକ ଟଙ୍କା ନେଇ ଫେରାର ମାରିଥିବା ଯୁବକଙ୍କୁ ମେଲଛାମୁଣ୍ଡା ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଯୁବକ ଜଣକ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକ
Read More...

ଜଗଦୀଶ ରାଓ କ୍ରିକେଟ୍ କ୍ଲବ୍ ପକ୍ଷରୁ ପ୍ରିମିୟର ଲିଗ୍‌ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ମାଲକାନଗିରି : ଜଗଦୀଶ ରାଓ କ୍ରିକେଟ୍ କ୍ଲବ୍ ପକ୍ଷରୁ ମାଲକାନଗିରି ପ୍ରିମିୟର ଲିଗ୍ ପାଇଁ ସ୍ଥାନୀୟ ନଗରଭବନ ଠାରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଲିଗ୍‌ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ଖେଳାଳିଙ୍କୁ ଚୟନ କରି ସେମାନଙ୍କୁ ବିଭିନ୍ନ ଦଳରେ ସାମିଲ କରି ଏହି ଲିଗ୍‌କୁ ଆୟୋଜନ
Read More...

ଖୋର୍ଦ୍ଧା ଅଞ୍ଚଳରେ ଆତଙ୍କ ସୃଷ୍ଟି କରିଛି ହେଟା ବାଘ

ଖୋର୍ଦ୍ଧା : ଆଜି ଖୋର୍ଦ୍ଧା ଓ ଏହା ନିକଟବର୍ତ୍ତୀ ସର୍ଧାପୁର, ହଲିଦିପଦା ଓ ତାରତିଆ ଗାଁରେ ବାଘ ଆତଙ୍କ ସୃଷ୍ଟି କରିଥିବା ଆଲୋଚନା ହେଉଛି । କେତେକ ମହିଳା କାଜୁ ଜଙ୍ଗଲ ମଧ୍ୟରେ ଜାଳେଣି କାଠ ସଂଗ୍ରହ କରିବାକୁ ଯାଇଥିବା ସମୟ ବାଘ ଦେଖିଥିବା ଅଭିଯୋଗ କରିଥିଲେ । ଏ ଖବର ପାଇବା ପରେ ବନ ବିଭାଗ
Read More...

ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବିର୍ସା ମୁଣ୍ଡାଙ୍କୁ ଭାରତ ରତ୍ନ ପାଇଁ ଦାବୀ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଗୋଁଣ୍ଡୱାନା ଭବନ ଠାରେ ମହାନ ସ୍ୱାଧିନତା ସଂଗ୍ରାମୀ କ୍ରାନ୍ତିକାରୀ ସହିଦ ବୀର ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅଖିଳ ଭାରତୀୟ ଗୋଁଣ୍ଡୱାନା ଗୋଁଣ୍ଡ ମହାସଭା ପୌରାଂଚଳ ବଲାଙ୍ଗିର ଓ ଆଦିବାସୀ କଲ୍ୟାଣ
Read More...

ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ୍‌ ଅଧିକାରୀ ଡ. ସି.ଭି.ଆନନ୍ଦ ବୋଷ

ନୂଆଦିଲ୍ଲୀ : ପଶ୍ଚିମବଙ୍ଗର ନୂଆ ରାଜ୍ୟପାଳ ଭାବେ ନିଯୁକ୍ତ ହେଲେ ଅବସରପ୍ରାପ୍ତ ଆଇଏଏସ ଅଧିକାରୀ ଡ. ସି.ଭି.ଆନନ୍ଦ ବୋଷ । କେନ୍ଦ୍ର ସରକାରଙ୍କ ସୁପାରିସ୍ ଆଧାରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଡକ୍ଟର ବୋଷ୍‌ଙ୍କ ନିଯୁକ୍ତି ଉପରେ ମୋହର ମାରିଛନ୍ତି । ଦାୟିତ୍ୱ ଗ୍ରହଣ କରିବା ଦିନଠାରୁ
Read More...

ଆଜି ଅନୁଷ୍ଠିତ ହେବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଶୁକ୍ରବାର ଲୋକସେବା ଭବନଠାରେ ଅପରାହ୍ନ ୫ଟା ୪୫ ମିନିଟରେ ରାଜ୍ୟ କ୍ୟାବିନେଟର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହେବ । ଏଥିରେ ୨୦୨୨-୨୩ ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଅନୁମୋଦନ ହେବାର କାର୍ଯ୍ୟକ୍ରମ
Read More...

ଅବସରପ୍ରାପ୍ତ ସେଲ କର୍ମଚାରୀ ସଙ୍ଘର ୫୩ତମ ବୈଠକ

ରାଉରକେଲା, (କେପିଏନ୍‌ଏସ୍‌) : ଦକ୍ଷିଣ ରାଉରକେଲା ଅବସରପ୍ରାପ୍ତ ସେଲ କର୍ମଚାରୀ ସଙ୍ଘର ୫୩ତମ ବୈଠକ ସଙ୍ଘର ସଭାପତି ଦିଲ୍ଳୀପ କୁମାର ନାୟକଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ମଙ୍ଗଳା ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ଏସ୍‌ପି ଦାସଙ୍କର ଶୋକ ପ୍ରସ୍ତାବ ଚାନ୍ଦମଣି ନାୟକ
Read More...

ମାଲପଡା ନାଗରିକ କମିଟିର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାଲପଡା ନାଗରିକ କମିଟି ବୈଠକ ସଭାପତି ଯୁଧିଷ୍ଟିର ମିଶ୍ରଙ୍କ ଅଧ୍ୟକ୍ଷତାରେ ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ସଭାକକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ପଡାର ବିଭିନ୍ନ ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହି ଆଲୋଚନା ବିଷତ ପଡାର ନାଳ
Read More...