ଦେଶୀ ବନ୍ଧୁକ ସହ ଶିକାରୀ ଗିରଫ
ବୌଦ୍ଧ : ସୋମବାର ଦିନ ପୁରୁଣାକଟକ ରେଞ୍ଜର ବନକର୍ମଚାରୀ ବନ୍ଧୁକ ସହ ଜଣେ ଶିକାରୀକୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଛତରଙ୍ଗ ପଞ୍ଚାୟତର ଖରଭୂଇଁ ଗ୍ରାମର ବିରଞ୍ଚି ପ୍ରଧାନ (୫୦) ନିକଟସ୍ଥ ମୁଣ୍ଡେଶ୍ୱର ଜଙ୍ଗଲକୁ ଶିକାର କରିବାକୁ ଏକ ଦେଶୀ ବନ୍ଧୁକ ଧରି ଜଙ୍ଗଲ ଭିତରକୁ ଯାଇଥିଲେ!-->…
Read More...
Read More...