Daily Archives

ବଙ୍ଗୋମୁଣ୍ଡାରେ ୧୪୭ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଥିବା ଜିଲ୍ଲା କନ୍ଧ ସମାଜ ଯୁବ ସଂଗଠନ କାର୍ଯ୍ୟାଳୟ ଠାରେ ୧୪୭ତମ ବିର୍ସା ମୁଣ୍ଡା ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ତାଙ୍କ ଫଟୋଚିତ୍ରରେ ପୂଜାର୍ଚ୍ଚନା କରାଯିବା ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି
Read More...

ରାଜ୍ୟସ୍ତରୀୟ ଥାଇ ବକ୍ସିଂ ଚାମ୍ପିୟନସିପ- ୨୦୨୨

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରାଜ୍ୟସ୍ତରୀୟ ଥାଇ ବକ୍ସିଂ ଚାମ୍ପିୟନସିପ- ୨୦୨୨ ରାଉରକେଲା ବିଜୁ ପଟ୍ଟନାୟକ ହକି ଷ୍ଟାଡିୟମରେ ଅନୁଷ୍ଠିତ ହୋଇଯାଇଛି । ପୁରୀ ଜିଲ୍ଲାର ଡେଲାଙ୍ଗ ବ୍ଲକରୁ ରାଧା କାନ୍ତ ବିଦ୍ୟାପୀଠ ଡେଲାଙ୍ଗର ଶୋଭନ ସାତିକ୍ କାଂଶ୍ୟ, ସୁମନ୍ତ ମଲ୍ଲିକ ସ୍ଵର୍ଣ୍ଣ,
Read More...

ରାଜାରାଣୀ ସଂଗୀତ ଉତ୍ସବର ଦ୍ଵିତୀୟ ସନ୍ଧ୍ୟା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ଆୟୋଜିତ 'ରାଜାରାଣୀ ସଙ୍ଗୀତ ଉତ୍ସବ'ର ଦ୍ୱିତୀୟ ସନ୍ଧ୍ୟା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ସନ୍ଧ୍ୟାରେ ବିଶିଷ୍ଟ ଅତିଥିମାନଙ୍କ ମଧ୍ୟରେ ଉପସ୍ଥିତ
Read More...

ସାଗରପାଲି କେଜିବିଭିରେ ଶିଶୁ ଦିବସ ପାଳିତ

ଦେଓଗାଁ, (କେପିଏନ୍‌ଏସ୍‌) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ସାଗରପାଲି କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷୟତ୍ରୀ ମମତାରାଣୀ ମିଶ୍ର ଉଦ୍‌ବୋଧନ ଦେଇ ସ୍କୁଲର ୧୦୬ ଜଣ ଛାତ୍ର ଛାତ୍ରୀଙ୍କୁ ଗୋଟିଏ ଲେଖାଏଁ ପାଣି ବୋତଲ
Read More...

ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଵାସ୍ଥ୍ୟ ଠିକା କର୍ମଚାରୀଙ୍କ ଆନ୍ଦୋଳନ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ସ୍ଥାୟୀ ନିଯୁକ୍ତି ଦାବୀ ନେଇ ଅନିର୍ଦ୍ଦିଷ୍ଟ କାଳ ଯାଏଁ ସ୍ଵାସ୍ଥ୍ୟ ଠିକା କର୍ମଚାରୀ ଆନ୍ଦୋଳନ କରିଥିବା ଜଣାପଡିଛି । ଆନ୍ଦୋଳନକାରୀମାନେ କହିଛନ୍ତି ଯେ, ଓଡ଼ିଶା ସରକାର ଗତ ଅକ୍ଟୋବର ୨୨ ତାରିଖରେ ପୂଜାଭେଟି ସ୍ୱରୂପ ଠିକା ନିଯୁକ୍ତି ପ୍ରଥା
Read More...

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ

ମୁରିବାହାଲ, (କେପିଏନ୍‌ଏସ୍‌) : ଜାତୀୟ ରାଜପଥ ୫୯ର ମୁରିବାହାଲ ଥାନା ପତ୍ରାପାଲି(ଖ) ଛକରେ ସୋମବାର ଏକ ଅଜଣା ଗାଡି ଧକ୍କାରେ ଟିଟିଲାଗଡ ସହରର ବହିଦାରପଡାର ଶଙ୍କର ବାରିକ(୭୦) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି । ସୋମବାର ଭୋର୍‌ରେ ଘଟଣାସ୍ଥଳରେ ତାଙ୍କ ଶବ ପଡିଥିବା ସୂଚନା ପାଇ ପୁଲିସ
Read More...

ବରକେରା ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ବରକେରାରେ ସ୍ଵାଧୀନ ଭାରତର ପ୍ରଥମ ପ୍ରଧାନମନ୍ତ୍ରୀ ପଣ୍ଡିତ ଜବାହରଲାଲ ନେହେରୁଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇଯାଇଛି । ପ୍ରଥମେ ବିଦ୍ୟାଳୟ ପ୍ରାଙ୍ଗଣରେ ଥିବା ସତ୍ୟବାଦୀ ଯୁଗର
Read More...

ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଭାରତୀ ଆବାସିକ ବିଦ୍ୟାଳୟରେ ଶିଶୁ ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ଅଧ୍ୟକ୍ଷା ଦେବସ୍ମିତା ବେହେରାଙ୍କ ସଭାପତିତ୍ୱରେ ମୁଖ୍ୟ ଅତିଥି ଭାବେ ହିନ୍ଦୀ ଶିକ୍ଷକ ରଞ୍ଜିତ ମିଶ୍ର ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବିଶିଷ୍ଟ କବି,
Read More...

ଶିଶୁ ଦିବସ ଅବସରରେ ବିଶ୍ଵମୁକ୍ତି ପକ୍ଷରୁ ଶିଶୁ ମହୋତ୍ସବ ଓ ସ୍ଵାଧୀନତାର ଅମୃତ ମହୋତ୍ସବ ପାଳିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ପବିତ୍ର ଶିଶୁ ଦିବସ ଅବସରରେ ସୋମବାର କବି ପ୍ରସନ୍ନ ପାଟ୍ଟଶାଣୀ ଉଚ୍ଚ ବିଦ୍ୟାଳୟ ମୁନିନ୍ଦା ପରିସରରେ ବିଶ୍ଵମୁକ୍ତି ପକ୍ଷରୁ ମହାଆଡମ୍ବରରେ ଶିଶୁ ମହୋତ୍ସବ ତଥା ସ୍ଵାଧୀନତାର ଅମୃତ ମହୋତ୍ସବ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବିଦ୍ୟାଳୟର ପ୍ରଧାନ
Read More...

ତାଳବଣିଆ ଶିଶୁ ଉଦ୍ୟାନ ଉଦ୍‌ଘାଟିତ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶିଶୁ ଦିବସ ଅବସରରେ ତାଳବଣିଆ ହେଲିପ୍ୟାଡ ନିକଟରେ ଶିଶୁ ଉଦ୍ୟାନ ଉଦ୍‌ଘାଟିତ ହୋଇଯାଇଛି । ପିକେଡିଏ ପକ୍ଷରୁ ପ୍ରସ୍ତୁତ ଏହି ଉଦ୍ୟାନକୁ ଉଦ୍‌ଘାଟନ କରି ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଓ ଜିଲ୍ଲାପାଳ ସମର୍ଥ ବର୍ମା ଶିଶୁ ଓ କିଶୋର ମାନେ ଏହି
Read More...