Daily Archives

ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଯୁବକଙ୍କୁ ହତ୍ୟା ପରେ ଫିଙ୍ଗି ଦେବା ଘଟଣା, ମୁଖ୍ୟ ଅଭିଯୁକ୍ତ ସହ ୩ ଅଟକ

ବୁର୍ଲା, (କେପିଏନ୍‌ଏସ୍‌) : ବୁର୍ଲା ପେଟ୍ରୋଲ ପମ୍ପ ଛକରେ ଜଣେ ଯୁବକଙ୍କୁ ହତ୍ୟା ପରେ ଫିଙ୍ଗି ଦେବା ଘଟଣାରେ ପୋଲିସ ମୁଖ୍ୟ ଅଭିଯୁକ୍ତ ସହ ୩ ଜଣଙ୍କୁ ଅଟକ ରଖି ଘଟଣା ସଂପର୍କରେ ଅଧିକ ପଚରା ଉଚୁରା ଜାରି ରଖିଥିବା ନେଇ ବୁର୍ଲା ଥାନାଧିକାରୀ ସୂଚନା ଦେଇଛନ୍ତି ।
Read More...

ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଘରେ ଇଡିର ତନାଘନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ ଘରେ ଇଡି ପକ୍ଷରୁ ତନାଘନା ତଦନ୍ତ ଜାରି ରଡିଥିବା ନେଇ ଖବର ମିଳିଛି । ସିଆର୍‌ପିଏଫ୍‌ ଓ ପୋଲିସର ଉପସ୍ଥିତିରେ ଇଡିର ତଦନ୍ତ ଜାରି ରହିଥିବା ବେଳେ ଲେଡି ବ୍ଲାକ ମେଲର ଅର୍ଚ୍ଚନା ନାଗଙ୍କ କଳାହାଣ୍ଡି କେସିଙ୍ଗା ସ୍ଥିତ
Read More...

ଧଣ୍ଡାମୁଣ୍ଡା ସ୍ୱାସ୍ଥ୍ୟ ଉପକେନ୍ଦ୍ରକୁ ଉଦ୍‌ଘାଟନ କଲେ ବିଧାୟକ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ନିର୍ବାଚନ ମଣ୍ଡଳୀ ଖପ୍ରାଖୋଲ ବ୍ଲକ ଧଣ୍ଡାମୁଣ୍ଡା ଗାଁରେ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଉଦ୍‌ଘାଟିତ ହୋଇଯାଇଥିବା ବେଳେ ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ତଥା ସରକାରୀ ଦଳର ଉପମୁଖ୍ୟ ସଚେତକ ସରୋଜ ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ
Read More...

‘ସାଟେଲାଇଟ୍ ଟିଭି ଚ୍ୟାନେଲ୍‌ର ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨’କୁ କ୍ୟାବିନେଟ୍ ଅନୁମୋଦନ

“ଭାରତରେ ସାଟେଲାଇଟ୍ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ ନିର୍ଦ୍ଦେଶାବଳୀ, ୨୦୨୨”କୁ କେନ୍ଦ୍ର କ୍ୟାବିନେଟ୍ ଅନୁମୋଦନ ଦେଇଛି ଦିଲ୍ଲୀ, (ପିଆଇବି) : କେନ୍ଦ୍ର କ୍ୟାବିନେଟ “ଭାରତରେ ଟେଲିଭିଜନ୍ ଚ୍ୟାନେଲ୍ ଗୁଡ଼ିକର ଅପ ଲିଙ୍କିଂ ଏବଂ ଡାଉନ ଲିଙ୍କିଂ ପାଇଁ
Read More...

କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ରାସ୍ତାରୋକ

ବିନିକା, (କେପିଏନ୍‌ଏସ୍‌) : କପିଳେଶ୍ୱର ମନ୍ଦିରରୁ ଚୋରି ପ୍ରତିବାଦରେ ସୋନପୁର-ବିନିକା ମୁଖ୍ୟରାସ୍ତା ଅବରୋଧ କରାଯାଇଛି । ଫଳରେ ଯାତାୟାତ ପ୍ରଭାବିତ ହୋଇଥିବା ଜଣାପଡିଛି । ସୂଚନାଯୋଗ୍ୟ ଯେ, ଗତ ୨୨ ତାରିଖ ଦିନ କପିଳେଶ୍ୱର ମନ୍ଦିରରୁ ଦୁର୍ବୃତ୍ତ ମାନେ ୩ଟି ଦାନବାକ୍ସ ଚୋରି କରି ନେଇଥିଲେ
Read More...

ରାଜେନ୍ଦ୍ର କଲେଜ ଛକ ସ୍ଥିତ ଟାଉନ ପ୍ଲାନିଂ ଷ୍ଟଲ ଗୁଡିକର ଛାଉଣୀକୁ ଭାଙ୍ଗିଲା ମ୍ୟୁନିସିପାଲିଟି

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର କଲେଜ ଛକ ସ୍ଥିତ ଟାଉନ ପ୍ଲାନିଂ ଅଫିସର ଷ୍ଟଲ ଗୁଡିକର ଛାଉଣୀ ରାସ୍ତାକଡକୁ ମାଡି ଆସିଥିବାରୁ ମ୍ୟୁନିସିପାଲିଟି ତରଫରୁ ଗତକାଲି ଭଙ୍ଗା ଯାଇଥିବା ଦେଖିବାକୁ ମିଳିଛି । ତେବେ ଏହାକୁ ନେଇ ପୂର୍ବରୁ ମ୍ୟୁନିସିପାଲିଟି, ଟାଉନ ପ୍ଲାନିଂ ଓ
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ସାଜିଛି ସଞ୍ଜୀବନୀ ସାଜିଛି

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ସଙ୍କଟ ସମୟରେ ଉତ୍ତମ ଚିକିତ୍ସା ସୁନିଶ୍ଚିତ କରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଲୋକଙ୍କ ପାଇଁ ସଞ୍ଜୀବନୀ ସାଜିଛି । ରାଜ୍ୟ ତଥା ରାଜ୍ୟ ବାହାରର ବଡ଼ ବଡ଼ ହସ୍ପିଟାଲରେ ଏହି ଯୋଜନାରେ ବର୍ଷକ ମଧ୍ୟରେ ୫.୫ଲକ୍ଷ ରୋଗୀ ଚିକିତ୍ସିତ ହୋଇଥିବା ବେଳେ
Read More...

ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ କେନ୍ଦ୍ର ସରକାରଙ୍କ ମଞ୍ଜୁରୀ : ବୈଦେଶିକ ବାଣିଜ୍ୟ ନୀତି…

• ଏହି ନିଷ୍ପତ୍ତି ଭାରତୀୟ ମୁଦ୍ରାରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ସୁବିଧା ଦେବା ସହ ଏହାକୁ ସହଜ କରିବ ନୂଆଦିଲ୍ଲୀ, (ପିଆଇବି) : ଭାରତୀୟ ମୁଦ୍ରା ବା ଟଙ୍କା (ଆଇଏନଆର)ରେ ଅନ୍ତର୍ଜାତୀୟ ବାଣିଜ୍ୟ କାରବାର ପାଇଁ ଅନୁମତି ଦେବା ଲାଗି ବୈଦେଶିକ ବାଣିଜ୍ୟ ନୀତି ଏବଂ ପଦ୍ଧତି ପୁସ୍ତିକାରେ
Read More...

୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ

ବରଗଡ, (ନିରୋଜ କୁମାର ପାଣୀ) : ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ପକ୍ଷରୁ ସିଭିକ୍ ଆକ୍ସନ ପ୍ରୋଗ୍ରାମ ଆୟୋଜିତ ହୋଇଯାଇଛି । ୧୮୯ ବାଟାଲିୟନ କମାଣ୍ଡାଣ୍ଟ ପୱନ କୁମାର ତିୱାରୀଙ୍କ ଉପସ୍ଥିତିରେ ବରଗଡର ପାଇକମାଲ ମଧ୍ୟମ ଇଂରାଜୀ ବିଦ୍ୟାଳୟ ପରିସରରେ ଆୟୋଜିତ ସିଭିକ୍ ଆକ୍ସନ ପ୍ରୋଗ୍ରାମରେ
Read More...

ପାଟଣାଗଡ ବ୍ଲକରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଦିବସର ଉଦ୍‌ଘାଟିତ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ବ୍ଲକରେ ମାଣ୍ଡିଆ କ୍ଷୁଦ୍ର ଶସ୍ୟ ଦିବସ ପାଳନର ଶୁଭ ଉଦ୍‌ଘାଟନ ହୋଇଯାଇଛି । ପାଟଣାଗଡ ବ୍ଲକରେ ଗତକାଲି ଓ ଆଜି ମାଣ୍ଡିଆ ଦିବସ କରିବା ପାଇଁ ମିଲେଟ୍‌ ମିଶନ ଓଡିଶା, କୃଷି ବିଭାଗ, ମିଶନ ଶକ୍ତି, ପଞ୍ଚାୟତ ରାଜ ବିଭାଗ ଓ ଅଧିକାର ସଂସ୍ଥା ପାଟଣାଗଡଙ୍କ
Read More...