Daily Archives

ଜମ୍ମୁ-ପଠାନକୋଟ ଜାତୀୟ ରାଜପଥରେ ଦୁଇ ବସ୍ ମୁହାଁମୁହିଁ ଧକ୍କା : ୩ ମୃତ, ୧୭ ଆହତ

ନୂଆଦିଲ୍ଲୀ : ଜମ୍ମୁ କାଶ୍ମୀରରେ ସଡ଼କ ଦୁର୍ଘଟଣା । ଦୁଇ ବସ୍ ମୁହାଁମୁହିଁ ଧକ୍କା ହୋଇଥିବା ସୂଚନା । ଜମ୍ମୁ-କାଶ୍ମୀର ସାମ୍ୱା ଜିଲ୍ଲା ଜମ୍ମୁ-ପଠାନକୋଟ ଜାତୀୟ ରାଜପଥ ନିକଟରେ ଗତ ବୁଧବାର ରାତିରେ ଦୁର୍ଘଟଣା ହୋଇଥିବା ସୂଚନା ମିଳିଛି । ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ
Read More...

ପୁରୀରେ ହେବ ଏଏସଆଇର ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ

ଭୁବନେଶ୍ୱର : ପୁରୀରେ ହେବ ଏଏସଆଇର ମଣ୍ଡଳ ମୁଖ୍ୟ କାର୍ଯ୍ୟାଳୟ । ଓଡ଼ିଶାରେ କେନ୍ଦ୍ରୀୟ ସଂରକ୍ଷିତ ଐତିହ୍ୟ ଓ କୀର୍ତ୍ତିରାଜିର ସଂରକ୍ଷଣ ଏବଂ ରକ୍ଷଣାବେକ୍ଷଣ ପାଇଁ ଭାରତ ସରକାରଙ୍କ ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ବିଭାଗ (ଏଏସଆଇ) ପୁରୀ ଠାରେ ନୂତନ ମୁଖ୍ୟ କାର୍ଯ୍ୟାଳୟ ପ୍ରତିଷ୍ଠା
Read More...

ସାରା ରାଜ୍ୟରେ ପାଳିତ ହେଉଛି ମାଣ୍ଡିଆ ଦିବସ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁଷ୍ଟି ଶସ୍ୟର ମହତ୍ତ୍ୱ ପ୍ରତିପାଦନ କରିବା ଉଦ୍ଦେଶ୍ୟରେ ଆଜି ପବିତ୍ର ମାର୍ଗଶିର ପ୍ରଥମ ଗୁରୁବାର ଅର୍ଥାତ ୧୦ ନଭେମ୍ବରରେ ସାରା ରାଜ୍ୟରେ ପାଳନ ହେଉଛି ମାଣ୍ଡିଆ ଦିବସ । ଏହି ଶୁଭ ଅବସରରେ ଆସନ୍ତୁ ସମସ୍ତେ ପୁଷ୍ଟି ଶସ୍ୟକୁ ଖାଦ୍ୟାଭ୍ୟାସରେ ସାମିଲ କରିବା
Read More...

ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଓଡିଶାର ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେର ଶୁଭାରମ୍ଭ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ରାଜ୍ୟର ୩୩ଟି ପୌର ସଂସ୍ଥାର ୭୦୭ ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ରୂପେ ଉତ୍ସର୍ଗ କରିବେ । ଏଥିସହିତ ବସ୍ତିବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଓଡିଶାର ୫ଟି ମହାନଗର ନିଗମରେ ଆରମ୍ଭ ହେବାକୁ ଥିବା ଡ୍ରୋନ୍
Read More...

କରାଟେ ରେଫରି ପ୍ରଶିକ୍ଷଣ ଏବଂ ପରୀକ୍ଷା ଅନୁଷ୍ଠିତ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ କରାଟେ-ଡୋ ଆସୋସିଏସନ ଆନୁକୂଲ୍ୟରେ ଜାତୀୟସ୍ତରୀୟ ରେଫରି ଓ ଜଜ୍‌ ପ୍ରଶିକ୍ଷଣ ଏବଂ ପରୀକ୍ଷା ସ୍ଥାନୀୟ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ୱ କରାଟେ ସଂଘର ରେଫରି ତଥା କରାଟେ ଇଣ୍ଡିଆ ଅର୍ଗାନାଇଜେସନ (କିଓ) ରେଫରି କମିଶନ ଚେୟାରମ୍ୟାନ
Read More...

ବୁର୍ଲା ଠାରେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଅଭିଯୋଗ, ଘଟଣାସ୍ଥଳରେ ପହଂଚି ତଦନ୍ତ କଲେ ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌…

ବୁର୍ଲା, (କେପିଏନ୍‌ଏସ୍‌) : ବୁର୍ଲା ଠାରେ ଜଣେ ଯୁବକଙ୍କୁ ଅପହରଣ ପରେ ହତ୍ୟା ଖବର ପାଇବା ପରେ ଘଟଣାସ୍ଥଳରେ ପହଂଚି ତଦନ୍ତ କରିଛନ୍ତି ଏସ୍‌ଡିପିଓ ଓ ସାଇଣ୍ଟିଫିକ୍‌ ଟିମ୍‌ । ତେବେ ଏହି ଘଟଣାଟି ପୂର୍ବ ଶତୃତାକୁ ନେଇ ଘଟିଥିବା ଜଣାପଡିଛି ।
Read More...

କାଳିପଲ୍ଲୀଠାରେ କମ୍ପାନୀ ବିବାଦ : ୨୦ ଖଣ୍ଡ ଗ୍ରାମର କମିଟି ପ୍ରତିନିଧି ଦଳଙ୍କୁ ଡକାଇ ପ୍ରଶାସନର ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : କାଳିପଲ୍ଲୀ ଗ୍ରାମ ସମେତ ୨୦ ଖଣ୍ଡ ଗ୍ରାମର ପ୍ରତିନିଧି ଦଳ ଏବଂ ଏହା ସପକ୍ଷରେ ଭାରତୀୟ ବିକାଶ ପରିଷଦର ସଭାପତି ସୁରେନ୍ଦ୍ର ପାଣିଗ୍ରାହୀଙ୍କ ସମେତ ଅନ୍ୟ କର୍ମକର୍ତ୍ତା, ଦୀପକ ଫର୍ଟିଲାଇଜର କମ୍ପାନୀ କର୍ତ୍ତୃପକ୍ଷ ଏବଂ ଜିଲ୍ଲା ପ୍ରଶାସନର ମିଳିତ
Read More...

ଚାଲିଗଲେ ଯୁବ ବ୍ୟବସାୟୀ ସନ୍ତୋଷ କୁମାର ପୁରୋହିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ଯୁବ ବ୍ୟବସାୟୀ ସନ୍ତୋଷ କୁମାର ପୁରୋହିତ (କୁନା)ଙ୍କ ଗତକାଲି ପରଲୋକ ହୋଇଯାଇଥିବା ଜଣାପଡିଛି । ଏହି ଖବର ଶୁଣି ସାରା ସହରରେ ଶୋକର ଛାୟା ଖେଳିଯାଇଥିବା ଜଣାପଡିଛି ।
Read More...

ବକେୟା ପଇସାକୁ ନେଇ ସିଡିଏମ୍‌ଓ ଅଫିସ ଆଗରେ ସାଇରନ୍‌ ବଜାଇ ଆମ୍ବୁଲାନ୍ସ କର୍ମଚାରୀଙ୍କ ଧାରଣା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ସିଡିଏମ୍‌ଓ କାର୍ଯ୍ୟାଳୟ ଠାରେ ବେସରକାରୀ ଆମ୍ବୁଲାନ୍ସ ଗୁଡିକ ଜିଲ୍ଲା ପ୍ରଶାସନଙ୍କ ନିର୍ଦ୍ଦେଶ କ୍ରମେ ୨୦୨୧ ମସିହାରେ କରୋନା ସମୟରେ ରୋଗୀ ଏବଂ ପ୍ରାଣ ହରାଉଥିବା ବ୍ୟକ୍ତିଙ୍କୁ ନେବା ଆଣିବା କରିବାରେ ନିୟୋଜିତ ଥିଲେ । ତେବେ ୨୦୨୧
Read More...

ପାଟଣାଗଡ ବିଧାୟକଙ୍କ ଦ୍ୱାରା ‘ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍’ ଉଦ୍‌ଘାଟିତ

ପାଟଣାଗଡ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ନିର୍ବାଚନ ମଣ୍ଡଳୀର ଖାପ୍ରାଖୋଲ ବ୍ଲକରେ 'ମିଲେଟ୍ ଫୁଡ୍ ଫେଷ୍ଟିଭାଲ୍' ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହାକୁ ଉଦ୍‌ଘାଟନ କରିଥିବା ବେଳେ ମିଲେଟ
Read More...