ଯମୁନାରେ ସାମୂହିକ କାର୍ତ୍ତିକ ପଞ୍ଚୁକ ବ୍ରତ ଉଦ୍ଯାପିତ
ମୁରିବାହାଲ, (କେପିଏନ୍ଏସ୍) : ମୁରିବାହାଲ ବ୍ଲକ କଦଳୀ ପଞ୍ଚାୟତ ଯମୁନା ଗ୍ରାମର ପ୍ରହରୀ ମଣ୍ଡପରେ ଗ୍ରାମବାସୀଙ୍କ ପକ୍ଷରୁ ଅନୁଷ୍ଠିତ ପାଞ୍ଚ ଦିନ ବ୍ୟାପି ସାମୂହିକ କାର୍ତ୍ତିକ ପଞ୍ଚୁକ ବ୍ରତ ମଙ୍ଗଳବାର ଉଦ୍ଯାପିତ ହୋଇଯାଇଛି । ଏଥିରେ ପ୍ରଧାନ ଶିକ୍ଷକ ନେତ୍ରାନନ୍ଦ ମହାକୁର ଓ ତାଙ୍କ!-->…
Read More...
Read More...