ଆଜି ଛାଡଖାଇ, ପାଳନ ହେଉଛି ଜୋରସୋର
ବଲାଙ୍ଗିର, (କେପିଏନ୍ଏସ୍) : ଆଜି ହେଉଛି ଛାଡଖାଇ । ଚାରିଆଡେ ଜୋରସୋରରେ ଚାଲିଛି ଛାଡଖାଇ ପାଳନ । ସୂଚନା ଯୋଗ୍ୟ ଯେ, କାର୍ତ୍ତିକ ପୂର୍ଣ୍ଣିମା ପରଦିନ ଛାଡଖାଇ ପାଳନ କରାଯାଇଥାଏ । କାର୍ତ୍ତିକ ମାସ ସାରା ବ୍ରତ ପାଳନ କରୁଥିବା ଲୋକେ ନିରାମିଶ ଭାବରେ ରହିଥିବା ବେଳେ ଛାଡଖାଇ ପାଳନ ଅବସରରେ!-->…
Read More...
Read More...