Daily Archives

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୬ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୪୮ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୩ ଜଣ
Read More...

ଛତ୍ରପୁରଠାରେ ସୁରଭି ଉତ୍ସବ- ୨୦୨୨ ଅନୁଷ୍ଠିତ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁରସ୍ଥ ଅନସ୍ଲୋ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲାସ୍ତରୀୟ ସୁରଭି-୨୦୨୨ ଶନିବାର ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଛତ୍ରପୁର ବିଧାୟକ ସୁବାଷ ଚନ୍ଦ୍ର ବେହେରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ ।
Read More...

କୋହଲା ନୃତ୍ୟ ପରିବେଶଣ କରି ସିଂହାଚଳମ୍ କ୍ଷେତ୍ର ଯାତ୍ରା

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ ଅନ୍ତର୍ଗତ କାଳିଆବାଲି ସ୍ଥିତ ଘଡଘଡାପଲ୍ଲୀ ଶ୍ରୀ ଶ୍ରୀ ଲକ୍ଷ୍ମୀ ନୃସିଂହ କାମିନୀ ଦାସୁଡୁ ସତ୍ୟମ ସେବା ନୃତ୍ୟ କଳା କେନ୍ଦ୍ର (ଭାଗବତ ଗାଦୀ) ଅନୁଷ୍ଠାନର ସଭାପତି ତଥା ଜୟଦେବ ପୁରଷ୍କାରପ୍ରାପ୍ତ- ବଡଦାସୁଡୁ
Read More...

ଅବସରପ୍ରାପ୍ତ ଡାକ କର୍ମଚାରୀଙ୍କ ମାତୃ ବିୟୋଗ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ବରିକେଲ ନିବାସୀ ଅବସରପ୍ରାପ୍ତ ଡାକ କର୍ମଚାରୀ ନାରାୟଣ ସାହୁଙ୍କ ମାତା ବେଦମତୀ ସାହୁଙ୍କ ଗତକାଲି ଅପରାହ୍ନରେ ପରଲୋକ ହୋଇଯାଇଛି । ମୃତ୍ୟୁ ବେଳକୁ ତାଙ୍କୁ ୯୦ ବର୍ଷ ବୟସ ହେଉଥିଲା । ସେ ଜଣେ ମେଳାପି ଓ ଧର୍ମ ପରାୟଣା ମହିଳା ଥିଲେ ।
Read More...

ସାମାଜିକ ଅନୁଷ୍ଠାନ ଜେସିଆଇର ଅଧ୍ୟକ୍ଷ ଭାବରେ ମନୋନୀତ ହେଲେ ସୃଷ୍ଟି ଅଗ୍ରୱାଲ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍‌ଙ୍ଗିରର ଜଣାଶୁଣା ସାମାଜିକ ଅନୁଷ୍ଠାନ ଜେସିଆଇର ଅଧ୍ୟକ୍ଷ ଭାବରେ ମନୋନୀତ ହୋଇଛନ୍ତି ସୃଷ୍ଟି ଅଗ୍ରୱାଲ । ଜେସିଆଇ ବଲାଙ୍ଗିରର ଅଧ୍ୟକ୍ଷ ଜେସି ପରେଶ ଅଗ୍ରୱାଲଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନୂତନ ଅଧ୍ୟକ୍ଷଙ୍କ ନାମ ସର୍ବସମ୍ମତି କ୍ରମେ
Read More...

ସିଓପି ୨୭ଠାରେ ଭାରତୀୟ ପାଭିଲିୟନକୁ ଉଦଘାଟନ କଲେ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ…

• ଭାରତ ପାଭିଲିୟନର ବିଷୟବସ୍ତୁ ରହିଛି ଲାଇଫ-ପରିବେଶ ପାଇଁ ଜୀବନଶୈଳୀ• ଭାରତ ସମସ୍ୟା ନୁହେଁ ବରଂ ସମାଧାନର ଏକ ସହଭାଗୀ : ସିଓପି ୨୭ରେ କହିଲେ ଭୁପେନ୍ଦ୍ର ଯାଦବ ନୂଆଦିଲ୍ଲୀ, (ପିଆଇବି) : କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୁପେନ୍ଦ୍ର ଯାଦବ ୟୁଏନଏଫସିସିସି
Read More...

ଢେଙ୍କାନାଳରେ ‘କୌଶଳ ମହୋତ୍ସବ’ରେ ଯୋଗଦେଲେ କେନ୍ଦ୍ରମନ୍ତ୍ରୀ

ଓଡ଼ିଶାର ପ୍ରତିଭାସମ୍ପନ୍ନ ଯୁବବର୍ଗଙ୍କୁ ରୋଜଗାର ଦେବା ‘କୌଶଳ ମହୋତ୍ସବ’ର ମୁଖ୍ୟ ଉଦ୍ଦେଶ୍ୟ- ଧର୍ମେନ୍ଦ୍ର ପ୍ରଧାନ• କୌଶଳ ମହୋତ୍ସବରେ ୧୨୦୦ ଯୁବକ ଯୁବତୀଙ୍କୁ ନିଯୁକ୍ତିପତ୍ର ପ୍ରଦାନ• ଅଂଶଗ୍ରହଣ କଲେ ଭିନ୍ନ ଭିନ୍ନ ୨୦ କ୍ଷେତ୍ରରୁ ଉର୍ଦ୍ଧ୍ୱ ୭୦ରୁ ଅଧିକ ପ୍ରମୁଖ କମ୍ପାନୀ• ବିକଶିତ ଭାରତର
Read More...

ବିଧାୟକଙ୍କ ଦ୍ୱାରା ଋଷିକୂଲ୍ୟା ନଦୀବନ୍ଧର ଭିତ୍ତିପ୍ରସ୍ତର ସ୍ଥାପନ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ନିକଟରେ ପ୍ରବାହିତ ପୁଣ୍ୟାତୟ ଋଷିକୁଲ୍ୟା ନଦୀ ବ୍ରିଜ ନିକଟସ୍ଥ ନଦୀବନ୍ଧ ନିର୍ମାଣ ପାଇଁ ଦୀର୍ଘ ୩ ବର୍ଷ ହେବ ସହରବାସୀଙ୍କ ପକ୍ଷରୁ ଦାବୀ ହୋଇ ଆସୁଥିଲା । ୩ ବର୍ଷର ଏକାନ୍ତ ପରିଶ୍ରମ ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ରବିବାର ଏହାର
Read More...