Daily Archives

ସହରର ବିଭିନ୍ନ ସ୍ଥାନରେ ଟାଉନ ପୋଲିସ ପକ୍ଷରୁ ଚଢାଉ : ୯ ମଦ୍ୟପ ବ୍ୟକ୍ତି ଥାନାରେ ଅଟକ ଥିବା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ଦିନକୁ ଦିନ ଅପରାଧିକ ମାମାଲା ବଢିବାରେ ଲାଗିଲାଣି । ତେବେ ଏହାର ଗୋଟିଏ ମୁଖ୍ୟ କାରଣ ହେଉଛି ନିଶା ସେବନ କରିବା । ଏହାକୁ ଆଖି ଆଗରେ ରଖି ବଲାଙ୍ଗିର ଟାଉନ ପୋଲିସ ପକ୍ଷରୁ ସହରରେ ପେଟ୍ରୋଲିଂ ବ୍ୟବସ୍ଥା ଆଗ ଅପେକ୍ଷା ଏବେ ବୃଦ୍ଧି
Read More...

ଘାଟିରେ ଭାରସାମ୍ୟ ହରାଇ ଓଲଟିଲା ଟ୍ରକ୍ : ୧ ମୃତ ୨ ଗୁରୁତର

ରାଇରଙ୍ଗପୁର : କୋଲକାତା ମୁମ୍ବାଇ ୪୯ ନମ୍ବର ଜାତୀୟ ରାଜପଥ ଜଷିପୁର ଥାନା ଗହିରା ଘାଟି ରାସ୍ତାରେ ଭାରସାମ୍ୟ ହରାଇ ଏକ ଟ୍ରକ୍ ଓଲଟି ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଥିବା ଜଣାପଡିଛି । କୁହୁଡ଼ି ଯୋଗୁଁ ଏହି ଦୁର୍ଘଟଣା ଘଟିଥାଇ ପାରେ ବୋଲି ଅନୁମାନ କରାଯାଉଛି ।
Read More...

ନିଖୋଜ ଶିଶୁକୁ ପରିବାରକୁ ହସ୍ତାନ୍ତର କଲା ସଦର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପଥରଚେପା ପଟୁ ଏକ ଛୋଟି ପିଲାଟି ବଲାଙ୍ଗିର ସହର ପଟକୁ କାନ୍ଦି କାନ୍ଦି ଆସୁଥିବା ବେଳେ କିଛି ଭଦ୍ର ବ୍ୟକ୍ତି ପିଲାଟିକୁ ତା'ର ଠିକଣା ପଚାରିଥିଲେ । କିନ୍ତୁ ପିଲାଟି କିଛି ସଠିକ ଭାବେ ଜାଣିପାରୁନ ଥିବାରୁ ପିଲାକୁ ଆଣି ସଦର ଥାନା ପୋଲିସର ଜିମା
Read More...

ଧାମନଗର ଉପନିର୍ବାଚନରେ ବିଜେପି ବିଜୟୀ

• ଛତ୍ରପୁର ବିଜେପି ଦଳୀୟ କାର୍ଯ୍ୟାଳୟ ପକ୍ଷରୁ ନେତା ଓ କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟି ଖୁସି ମନାଇଲେ ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଧାମନଗର ଉପନିର୍ବାଚନରେ ବିଜେପିର ବଡ଼ ଧରଣର ବିଜୟୀ ହାସଲ କରିଥିବା ନେଇ ରବିବାର ଛତ୍ରପୁର ବିଜେପି ପକ୍ଷରୁ ବିଜୟ ଉତ୍ସବ ପାଳନ
Read More...

କଣ୍ଟାବାଞ୍ଜି ଡାକ୍ତରଖାନା ସମସ୍ୟାକୁ ନେଇ ପ୍ରେସକ୍ଲବ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ଅନଶନ

କଣ୍ଟାବାଞ୍ଜି, (କେପିଏନ୍‌ଏସ୍‌) : କଣ୍ଟାବାଞ୍ଜି ସରକାରୀ ଡ଼ାକ୍ତରଖାନାର ଅବ୍ୟବସ୍ଥା ବିରୁଦ୍ଧରେ ଆଜି ଠାରୁ ଡାକ୍ତରଖାନା ସମ୍ମୁଖରେ ଅନିର୍ଦ୍ଧିଷ୍ଟ କାଳ ପାଇଁ ଅନଶନ କରିଛି ପ୍ରେସ କ୍ଲବ୍ କଣ୍ଟାବାଞ୍ଜି । ଏନେଇ ପୂର୍ବରୁ ସ୍ଥାନୀୟ ତହସିଲଦାରଙ୍କ ଜରିଆରେ ଜିଲ୍ଲାପାଳ ବଲାଙ୍ଗିରଙ୍କ
Read More...

ଅଳେଶ୍ୱରଠାରୁ ସୋନପୁର ୭୫ କି.ମି. ବେଳାଭୂମି ହେବ ପ୍ଲାଷ୍ଟିକ ମୁକ୍ତ ଅଭିଯାନ

• ଷଷ୍ଠ ପର୍ଯ୍ୟାୟରେ ହରିପୁର ବେଳାଭୂମି ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବେଳାଭୂମି ଓ ପର୍ଯ୍ୟଟନ କ୍ଷେତ୍ରକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ ମୁକ୍ତ କରିବା ଓ ସ୍ୱଚ୍ଛତା ପାଇଁ ଚାଲିଥିବା ଅଭିଯାନ ଷଷ୍ଠ ପର୍ଯ୍ୟାୟରେ ଛତ୍ରପୁର ବ୍ଲକର ହରିପୁର ବେଳାଭୂମିରେ କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ମଙ୍ଗଳବାର ଭୋର୍‌ରୁ ମା’ ତାରିଣୀଙ୍କ ମନ୍ଦିର ବନ୍ଦ : ଚନ୍ଦ୍ରଗ୍ରହଣ ଶେଷ ପରେ ହେବ ନୀତିକାନ୍ତି

ଘଟଗାଁ : ଆସନ୍ତା ୮ ତାରିଖ ମଙ୍ଗଳବାର କେତୁ ଗ୍ରସ୍ତ ଗ୍ରସ୍ତୋଦୟ ଚନ୍ଦ୍ରଗ୍ରହଣ ସଂଘଠିତ ହେବ । ଏଣୁ ଏହି ସମୟରେ ଦେବାଳୟ ଗୁଡିକରେ ଦେବନୀତି ବନ୍ଦ ରହିବାର ବିଧି ରହିଛି । ଏହାକୁ ଦୃଷ୍ଟିରେ ରଖି ଘଟଗାଁ ସ୍ଥିତ ମା' ତାରିଣୀ ମନ୍ଦିର ନୀତିକାନ୍ତି ଜନସାଧାରଣଙ୍କ ଅବଗତି ନିମନ୍ତେ ସୂଚିତ
Read More...

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ୩ ମୃତ, ୨ ଗୁରୁତର ଆହତ

ବାଲେଶ୍ୱର : ବାଲେଶ୍ୱର ଜିଲ୍ଲାରେ ସୋମବାର ସକାଳୁ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଜଗନ୍ନାଥଙ୍କ ଦର୍ଶନ କରିବାକୁ ଯାଉଥିବା ବେଳେ ସଡ଼କ ଦୁର୍ଘଟଣାରେ ୩ ଜଣଙ୍କ ମୃତ୍ୟୁ ହେବା ସହ ୨ ଜଣ ମହିଳା ଆହତ ହୋଇଛନ୍ତି । ବାଲେଶ୍ୱର ଜିଲ୍ଲା ସୋର ସିମୁଳିଆ ପଶ୍ଚିମବଙ୍ଗରୁ ପୁରୀ
Read More...

ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଶ୍ରଦ୍ଧାଞ୍ଜଳି ଅର୍ପଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶିଷ୍ଟ ସ୍ଵାଧୀନତା ସଂଗ୍ରାମୀ ତଥା ଓଡ଼ିଆ ଭାଷା, ସାହିତ୍ୟର ଅନ୍ୟତମ ସାରସ୍ଵତ ସାଧକ ପଣ୍ଡିତ ନୀଳକଣ୍ଠ ଦାସଙ୍କ ତିରୋଧାନ ଦିବସରେ ମୁଖ୍ୟମନ୍ତ୍ରୀ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ସମାଜ ସଂସ୍କାର ଦିଗରେ ତାଙ୍କର ଜୀବନ ବ୍ୟାପୀ ଉଦ୍ୟମ ସହ ଭାଷା ଓ
Read More...

କାର ସହ ବିପୁଳ ପରିମାଣର ଗଞ୍ଜେଇ ଜବତ : ୧ ଗିରଫ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଏକ ସ୍ୱତନ୍ତ୍ର ଟିମ ଦ୍ୱାରା ଗଞ୍ଜାମ ଜିଲ୍ଲା ଛତ୍ରପୁର ଥାନା ଅନ୍ତର୍ଗତ ୧୬ ନଂ ଜାତୀୟ ରାଜପଥ (ବାଇପାସ)ର ଉଜ୍ଜଳେଶ୍ୱର ମନ୍ଦିର ନିକଟରେ ପେଟ୍ରୋଲିଙ୍ଗ କରୁଥିବା ସମୟରେ କନ୍ଧମାଳରୁ ଭୁବନେଶ୍ୱର ଆସୁଥିବା ଗୋଟିଏ ଟାଟା ଇଣ୍ଡିଗୋ-କାରରୁ (ଓଡି-୦୫
Read More...