Daily Archives

୭ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟ ୨୦୨୨ରେ ଅଂଶଗ୍ରହଣ କରିବ ପର୍ଯ୍ୟଟନ ମନ୍ତ୍ରଣାଳୟ

ଚଳିତ ବର୍ଷ ପ୍ରଦର୍ଶନୀର ଥିମ ହେଉଛି ‘ଦି ଫ୍ୟୁଚର ଅଫ୍ ଟ୍ରାଭେଲ୍ ଷ୍ଟାର୍ଟସ ନାଓ’ ନୂଆଦିଲ୍ଲୀ, (ପିଆଇବି) : ଭାରତ ସରକାରଙ୍କ ପର୍ଯ୍ୟଟନ ମନ୍ତ୍ରଣାଳୟ ୭ରୁ ୯ ନଭେମ୍ବର ପର୍ଯ୍ୟନ୍ତ ଲଣ୍ଡନରେ ୱାର୍ଲଡ୍ ଟ୍ରାଭେଲ୍ ମାର୍କେଟ୍ (ଡବ୍ଲୁଟିଏମ୍) ୨୦୨୨ରେ ଅଂଶଗ୍ରହଣ କରିବ ଯାହାକି ସବୁଠାରୁ ବଡ଼
Read More...

ବାଧ୍ୟତାମୂଳକ ବିଆଇଏସ୍ ମାନାଙ୍କ ଉଲ୍ଲଂଘନ କରି ଘରୋଇ ପ୍ରେସର କୁକର ବିକ୍ରୟ କରୁଥିବା କ୍ଲାଉଡଟେଲ ବିରୋଧରେ ନିର୍ଦ୍ଦେଶ…

କ୍ଲାଉଡଟେଲ୍କୁ ବିକ୍ରି ହୋଇଥିବା ୧,୦୩୩ ୟୁନିଟ୍ ପ୍ରେସର କୁକର ଫେରସ୍ତ ଆଣିବାକୁ ସିସିପିଏଙ୍କ ନିର୍ଦ୍ଦେଶ୪୫ ଦିନ ମଧ୍ୟରେ ଖାଉଟି ମାନଙ୍କୁ କୁକରର କ୍ରୟ ମୂଲ୍ୟ ଫେରସ୍ତ କରି ଏକ ଅନୁପାଳନ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶକ୍ୟୁସିଓ ଉଲ୍ଲଂଘନ କରିବା ସହିତ ଗ୍ରାହକଙ୍କ ଅଧିକାର ଉଲ୍ଲଂଘନ
Read More...

କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି ଓ କଳା ଉତ୍ସବ ଅନୁଷ୍ଠିତ

କଳାହାଣ୍ଡି, (ପି.କେ. ସାହୁ) : ଭାବନୀପାଟଣା ବ୍ରଜମୋହନ ହାଇସ୍କୁଲ ପରିସରରେ କଳାହାଣ୍ଡି ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ 'ସୁରଭି-୨୦୨୨' ତଥା କଳା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଡିଇଓ ସୁଶାନ୍ତ ଚୋପଦାରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଉଦ୍‌ଘାଟନୀ ସମାରୋହରେ ଜିଲ୍ଲାପାଳ ପି. ଅନ୍ୱେଷା ରେଡ୍ଡୀ
Read More...

ମ.ରାମପୁର ଶ୍ରୀ ଜଗନ୍ନାଥ ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିରରେ ଛପନ ଭୋଗ

କଳାହାଣ୍ଡି, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ଠାରେ ଶ୍ରୀ ଜଗନ୍ନାଥ ମନ୍ଦିର କମିଟି ଓ ହବିଷ୍ୟାଳିମାନଙ୍କ ସହାୟତା ଓ ସହଯୋଗରେ ଶ୍ରୀ ଜଗନ୍ନାଥ, ମା' ଲକ୍ଷ୍ମୀ ଓ ବୃନ୍ଦାବତୀଙ୍କ ପାଖରେ ଛପନ ଭୋଗ ଲାଗି ହୋଇଯାଇଛି । ଏହା ସହ ଅନ୍ନ ଭୋଗ ଲାଗି ହୋଇଥିଲା । ୫୦୦ରୁ ଅଧିକ ମହିଳା
Read More...