Daily Archives

ଗଞ୍ଜେଇ ଜବତ : ୧ ଗିରଫ

ବାଉଁଶୁଣି : ବୌଦ୍ଧ ବ୍ଲକ ବାଉଁଶୁଣି ଥାନା ପୁଲିସ ଶନିବାର ସାନ୍ତୁମ ଗ୍ରାମରେ ଚଢାଉ କରି ଗଞ୍ଜେଇ ଜବତ କରିବା ସହ ବାଞ୍ଛା ଗାଈଗୌରିଆ(୫୫)ଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ ଗଞ୍ଜେଇର ପରିମାଣ ୧୭ କେଜି ବୋଲି ପୁଲିସ ପ୍ରକାଶ କରିଛି । ଏନେଇ ବାଉଁଶୁଣି ଥାନାରେ ଏକ ମାମଲା ରୁଜୁ ହୋଇଥିବା
Read More...

ବନବିଭାଗ ପକ୍ଷରୁ ଚୋରା କାଠ ସହିତ ପିକ୍‌ ଅପ୍ ଭେନ ଜବତ : ୩ ଗିରଫ

ଭୋଗରାଇ : ପଶ୍ଚିମବଙ୍ଗକୁ କାଠ ଚୋରା ଚାଲାଣ ବେଳେ ବନବିଭାଗ ପକ୍ଷରୁ ଚଢ଼ାଉ କରାଯାଇ ଚୋରା କାଠ, ଗାଡ଼ି ସମେତ ତିନି ଜଣଙ୍କୁ ଗିରଫ କରିଥିବା ଜଣାପଡିଛି । ମିଳିଥିବା ସୂଚନା ମୁତାବକ, ବାଲେଶ୍ଵର ଜିଲ୍ଲା ଭୋଗରାଇ ବ୍ଲକ ୫୭ ନଂ ରାଜ୍ୟ ରାଜପଥ ଦେଇ ଶୁକ୍ରବାର ବିଳମ୍ବିତ ରାତିରେ ବାଟଗ୍ରାମ ପୋଲ
Read More...

ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ପ୍ରାଣୀ ଚିକିତ୍ସକ

ନୂଆପଡ଼ା, (ନିରାକାର ମେହେର) : ନୂଆପଡା ଜିଲ୍ଲା ସିନାପାଲି ପ୍ରାଣୀ ଚିକିତ୍ସାଳୟରେ କାର୍ଯ୍ୟରତ ପ୍ରାଣୀ ଚିକିତ୍ସକ (ଭିଏଏସ୍) ବିଭୁପ୍ରଦ ଧଳ ଭିଜିଲାନ୍ସ ଜାଲରେ ଧରା ପଡିଥିବା ଜଣାପଡିଛି । ପ୍ରାଣୀ ଚିକିତ୍ସାଳୟରେ ବ୍ୟବହୃତ ଗାଡିର ପାଉଣା କରାଇ ଦେବା ପାଇଁ କୋଡିଏ ହଜାର ଟଙ୍କା ଲାଞ୍ଚ
Read More...

କଣ୍ଟାବାଞ୍ଜି ରେଞ୍ଜରେ ହାତୀ ଆତଙ୍କ

ତୁରେକେଲା, (କୈଳାଶ ସଗ୍ରିଆ) : କଣ୍ଟାବାଞ୍ଜି ବନ ବିଭାଗ ରେଞ୍ଜରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଅନେକ ଦିନ ହେଲା ଗୋଟିଏ ହାତୀ ଘୂରି ବୁଲୁଥିବା ବନ ବିଭାଗ କର୍ମଚାରୀ ସମେତ ତୁରେକେଲା ବ୍ଲକର ଘୁନେସ, ବର୍ଲା, ମହଖଣ୍ଡ ଅଂଚଳବାସୀ ଦେଖିବାକୁ ପାଇଛନ୍ତି । ଶୁକ୍ରବାର ରାତିରେ ଏହି ହାତୀଟି
Read More...

ଆଜି ପଞ୍ଚୁକର ତୃତୀୟ ଦିବସରେ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ତ୍ରିବିକ୍ରମ ବେଶ ଦର୍ଶନ କରିବେ ଭକ୍ତ

ପୁରୀ : ଆଜି କାର୍ତ୍ତିକ ମାସ ଶୁକ୍ଳପକ୍ଷ ତ୍ରୟୋଦଶୀ ତିଥିରେ ଶ୍ରୀମନ୍ଦିରରେ ଠାକୁରମାନଙ୍କର ତ୍ରିବିକ୍ରମ ବା ଆଡ଼ିକିଆ ବେଶ ଅନୁଷ୍ଠିତ ​‌ହେଉଛି । ପ୍ରାତଃ ସମୟରେ ଶ୍ରୀଜୀଉମାନଙ୍କର ଅବକାଶ ନୀତି ଶେଷ ହେବା ପରେ ଏହି ବେଶ ଆରମ୍ଭ ହୋଇଥାଏ । ପୁଷ୍ପାଳକ ସେବକମାନେ ଏହି ବେଶ ସମ୍ପାଦନ କରିଥାନ୍ତି
Read More...

ସଡକ ଦୁର୍ଘଟଣା : ଅଳ୍ପକେ ବର୍ତ୍ତିଲେ ୪ ଡାକ୍ତରୀ ଛାତ୍ରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ତୁଳସୀ ନଗର ନିକଟରେ ଏକ ଅଟୋ ଭାରସାମ୍ୟ ହରାଇ ଓଲଟି ପଡିଥିବା ଜଣାପଡିଛି । ସୂଚନାନୁଯାୟୀ, ଶନିବାର ସନ୍ଧ୍ୟାରେ ୪ ଜଣ ଡାକ୍ତରୀ ଛାତ୍ରୀ ବଲାଙ୍ଗିର ଆୟୁର୍ବେଦିକ କଲେଜରୁ ପଢା ସାରି ଅଟୋ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ତୁଳସୀ ନଗର ନିକଟ
Read More...

ହକି ବିଶ୍ୱକପର ସୁପରିଚାଳନା ଏବଂ ଆଇଟି ଭିତ୍ତିଭୂମି ବିକାଶ ନେଇ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆସନ୍ତା ଜାନୁଆରୀ ୨୦୨୩ରେ ପୁରୁଷ ହକି ବିଶ୍ୱକପ ଆୟୋଜିତ ହେବାକୁ ଥିବାବେଳେ ଚଳିତ ନଭେମ୍ବରରେ ମେକ୍‌ ଇନ୍‌ ଓଡିଶା କନକ୍ଳେଭ ଆୟୋଜିତ ହେବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦିଗଦର୍ଶନରେ ଓଡ଼ିଶା ଦ୍ରୁତ ପ୍ରଗତି ପଥରେ ଅଗ୍ରସର ହେଉଛି । ଏହି କ୍ରମରେ
Read More...

ରେଳଧାରଣାରୁ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌): ସ୍ଥାନୀୟ ଖୁଜେନପାଲି ନିକଟ ଦେଇ ଯାଇଥିବା ରେଳ ଧାରଣାରେ ଜଣେ ଯୁବତୀଙ୍କ କଟା ମୁଣ୍ଡ ଓ ଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ତେବେ ମୃତ ଯୁବତୀ ଜଣକ ବଲାଙ୍ଗିର ସହରର ସାରିକା ସାଏ ବୋଲି ଜଣାପଡିଛି । ନିଜ କାର୍‌ରେ ଆସି ସେ ଆତ୍ମହତ୍ୟା କରିଥିବା ନେଇ ଆଲୋଚନା
Read More...

ରାଜ୍ୟ କଂଗ୍ରେସ ସଂଖ୍ୟାଲଘୁ କମିଟିର ସଦସ୍ୟ ଭାବେ ମନୋନୀତ ହେଲେ ଅଫତାବ ଆଲମ୍‌ ଖାନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଲ୍‌ ଇଣ୍ଡିଆ କଂଗ୍ରେସ କମିଟି ମାଇନରିଟି ବିଭାଗର ଅନୁମୋଦନ କ୍ରମେ ବଲାଙ୍ଗିରର ଯୁବ ଆଇନଜୀବୀ ତଥା ପୂର୍ବ ଛାତ୍ର ନେତା ଅଫ୍‌ତାବ ଆଲମ୍‌ ଖାନ୍‌ କଂଗ୍ରେସ ମାଇନରିଟି କମିଟିର ରାଜ୍ୟ ସମ୍ପାଦକ ଭାବେ ମନୋନୀତ ହୋଇଛନ୍ତି । ଏହି ନୂଆ ନିଯୁକ୍ତି ପାଇବା ପରେ
Read More...

ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ବାଦିବାହାଲ ପଞ୍ଚାୟତ ଅନ୍ତର୍ଗତ ଭାଲୁପାଲି ଗ୍ରାମରେ ସଚେତନ ମହିଳା ମଞ୍ଚ ଓ ସୌମ୍ୟ ସେବା ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ କିଡିନି ରୋଗୀଙ୍କ ପାଇଁ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଭୀମ ଭୋଇ ମେଡିକାଲ କଲେଜର
Read More...