Daily Archives

ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜିଅନ୍ତା ଜଳିଗଲେ ଛାତ୍ର

କେନ୍ଦ୍ରାପଡ଼ା : ମାର୍ଶାଘାଇ ଥାନା ଅଞ୍ଚଳରେ ଥିବା ନିର୍ଦ୍ଦିଷ୍ଟ ଏକ ଘରୋଇ କୋଚିଙ୍ଗ ସେଣ୍ଟରରେ ଅଘଟଣ ଘଟିଯାଇଛି । ଛାତ୍ରାବାସ ଉପର ମହଲା ବାଲକୋନୀର ଅତି ପାଖରେ ଯାଇଥିବା ହାଇ ପାୱାର ବିପଦପୂର୍ଣ୍ଣ ବିଦ୍ୟୁତ୍ ତାର ଲାଗି ଜଣେ ଛାତ୍ର ଜିଅନ୍ତା ଜଳିଯାଇଛନ୍ତି । ମୃତ ଛାତ୍ର ମହାକାଳପଡ଼ା ବ୍ଲକ
Read More...

ନିଆଁ ଲାଗି ଧାନ ଗଦା ନଷ୍ଟ

ମୈଦଲପୁର : ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ସଦର ମହାକୁମାରେ ବୁଧବାର ଭୋର ୪ଟା ସମୟରେ ନିଆଁ ଲାଗି ଏକ ଧାନ ଗଦା ନଷ୍ଟ ହୋଇଯାଇଥିବା ଖବର ମିଳିଛି । କେହି ଦୁର୍ବୃତ୍ତ ନିଆଁ ଲଗାଇଥିବା ସନ୍ଦେହ କରାଯାଉଛି । ପୋଡ଼ି ଯାଇଥିବା ଧାନ ଗଦାଟି ଗ୍ରାମର ଯଦୁ ମାଝିଙ୍କର ବୋଲି ଜଣାପଡିଛି । ସୂଚନା
Read More...

ମେଡିକାଲ କଲେଜ ଓ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର ପାଇଁ ଜମି ଚିହ୍ନଟ

ଝାରସୁଗୁଡ଼ା : ଝାରସୁଗୁଡାରେ ନିର୍ମାଣ ହେବ ଏଲୋପାଥି ମେଡିକାଲ କଲେଜ ଏବଂ ଆୟୁର୍ବେଦ ଆରୋଗ୍ୟ କେନ୍ଦ୍ର । ଆର୍ଟ ଅଫ ଲିଭିଂ ଅନୁଷ୍ଠାନ ପକ୍ଷରୁ ଏହି ମେଡିକାଲ କଲେଜ ଓ ଆରୋଗ୍ୟ କେନ୍ଦ୍ର ନିର୍ମାଣ ପାଇଁ ରାଜ୍ୟ ସରକାରଙ୍କୁ ପ୍ରସ୍ତାବ ଦିଆଯାଇଥିଲା । ଆଜି ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ,
Read More...

ବିପୁଳ ପରିମାଣର ମଦ ଜବତ

କେନ୍ଦ୍ରାପଡ଼ା : ଚୋରା ମଦ ବିକ୍ରି ବେଳେ ପୋଲିସ ଚଢାଉ କରିଥିବା ଜଣାପଡିଛି । ସୂଚନାନୁଯାୟୀ, ବିଗତ କିଛିଦିନ ହେବ ମାର୍ଶାଘାଇ ପୁଲିସ ନିଶା ଧରପଗଡ଼ ଅଭିଯାନ ଜୋରଦାର କରିଛି । ମଙ୍ଗଳବାର ସନ୍ଧ୍ୟାରେ ମାର୍ଶାଘାଇ ଲକ୍ ଛକରେ ଦେଶୀ ଓ ବିଦେଶୀ ମଦ ବିକ୍ରି ଚାଲିଥିବା ବେଳେ ଏଏସ୍ଆଇ ଲୋଭାବତୀ
Read More...

ପାରାଦୀପରେ ମତ୍ସ୍ୟଜୀବୀଙ୍କୁ ମାଛଧରା ବାରଣ

ପାରାଦୀପ : ସମୁଦ୍ରକୂଳରେ ମାଛ ଧରିବା ମନା । ଆଜିଠାରୁ ସରକାରଙ୍କ ତରଫରୁ ଲାଗିଛି କଟକଣା । ଅଲିଭ ରିଡଲେ କଇଁଛଙ୍କ ଆଗମନ ଓ ବଂଶ ବୃଦ୍ଧିକୁ ଦୃଷ୍ଟିରେ ରଖି ବନ ବିଭାଗ, ତଟରକ୍ଷୀ ବାହିନୀ, ବିଭିନ୍ନ ସାମୁଦ୍ରିକ ଥାନା ସହିତ ମତ୍ସ୍ୟ ବିଭାଗ ତରଫରୁ ମତ୍ସ୍ୟଜୀବୀ ମାନଙ୍କୁ ସୂଚନା ଦିଆଯିବା ସହିତ
Read More...

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଜର୍ମାନୀ କନସୁଲେଟ୍ ଜେନେରାଲ୍ ଓ ଜର୍ମାନ ସଂସଦର ପ୍ରତିନିଧି ଦଳ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିଛନ୍ତି ଜର୍ମାନୀର କନସୁଲେଟ୍ ଜେନେରାଲ୍ ଏବଂ ଜର୍ମାନ ସଂସଦର ପ୍ରତିନିଧି ଦଳ । ନବୀନ ନିବାସରେ ଏହି ସାକ୍ଷାତ ସମୟରେ ବାଣିଜ୍ୟ, ନିବେଶ ଏବଂ ପାରସ୍ପରିକ ସମ୍ପର୍କକୁ ନେଇ ଫଳପ୍ରଦ ଆଲୋଚନା ହୋଇଛି । ଏଥିସହ ମେକ୍ ଇନ୍
Read More...

ବଲାଙ୍ଗିର ରେଲୱେ ଷ୍ଟେସନ ଭିତରେ ଅଜଣା ବ୍ୟକ୍ତିଙ୍କ ଆତ୍ମହତ୍ୟା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରେଲୱେ ଷ୍ଟେସନ ପ୍ଲାଟ ଫର୍ମ ନଂ୧ରେ ଜଣେ ଅଜଣା ବ୍ୟକ୍ତି ଆତ୍ମହତ୍ୟା କରଥିବା ନେଇ ଖବର ମିଳିଛି । ସୂଚନା ଅନୁସାରେ ଆଜି ଭୋର୍‌ ସକାଳୁ ଆସୁଥିବା ଏକ ମାଳବାହୀ ଟ୍ରେନ ଆଗରେ ହଠାତ୍‌ ଶୋଇ ପଡିଥିଲେ ଜଣେ ଅଜଣା ବ୍ୟକ୍ତି । ଟ୍ରେନ୍‌ ଡ୍ରାଇଭର ମଧ୍ୟ
Read More...

ପଶ୍ଚିମ ଓଡିଶା ବିକାଶ ପରିଷଦ ଅଧ୍ୟକ୍ଷଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

ଜିଲ୍ଲାର ଚାଷ ଓ ଚାଷୀଙ୍କ ଅର୍ଥନୈତିକ ବିକାଶ ଉପରେ ଗୁରୁତ୍ୱାରୋପ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ମୁଖ୍ୟମନ୍ତ୍ରୀଙ୍କ ପ୍ରମୁଖ ପରାମର୍ଶଦାତା ତଥା ଅଧ୍ୟକ୍ଷ, ପଶ୍ଚିମ ଓଡିଶା ବିକାଶ ପରିଷଦ ଅସିତ ତ୍ରିପାଠୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତରେ ଆସି ତା ୦୧.୧୧.୨୦୨୨ରିଖରେ ଅପରାହ୍ନରେ
Read More...

ଜମ୍ମୁକାଶ୍ମୀର ଏନକାଉଣ୍ଟରରେ ୪ ଆତଙ୍କବାଦୀ ମୃତ

ଶ୍ରୀନଗର : ପୁଣି ଆତଙ୍କବାଦୀ-ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବିନିମୟ ଘଟି ୪ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି । ଶ୍ରୀନଗରରୁ ୩ ଜଣ ହାଇବ୍ରିଡ ଆତଙ୍କବାଦୀ ଗିରଫ ହୋଇଛନ୍ତି । ମୃତ ଆତଙ୍କବାଦୀଙ୍କ ମଧ୍ୟରେ ଲସ୍କର ଇ ତୋଇବାର କମାଣ୍ଡର ମୁଖତାର ଭଟ ଏବଂ ଜଣେ ବିଦେଶୀ ଆତଙ୍କବାଦୀ ରହିଛି । ତିନି
Read More...

ଉସତ୍‌ ଆନନ୍ଦ ଥି ପାଳନ କଲୁ ଆମର୍‌ ବଲାଙ୍ଗିର ଦିନ୍‌ : ଦିଗ୍‌ଦିଗାନ୍ତ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ୧ ନଭେମ୍ବର ହେଉଛି ବଲାଙ୍ଗିର ଦିନ । ତେବେ ଏହି ଅବସରରେ ଜିଲ୍ଲାସାରା ଖୁସିର ମାହୋଲ ଥିବା ବେଳେ ଗତକାଲି କୋଶଳ କଳାମଣ୍ଡଳ ଠାରେ ଧୁମ୍‌ଧାମରେ ପାଳନ ହୋଇଯାଇଛି ବଲାଙ୍ଗିର ଦିନ । ଏଥିରେ ଯୋଗଦାନ କରିଥିବା ଅତିଥିମାନେ ମଧ୍ୟ ଆମେ ବଲାଙ୍ଗିରିଆ ବୋଲି ନିଜକୁ ଗର୍ବ
Read More...