Daily Archives

ଏସଏଚଜି ଗ୍ରୁପରେ ମହା ଘୋଟାଲା ଅଭିଯୋଗ : ୩୦ରୁ ୪୦ ସ୍ୱୟଂ ସାହାୟିକା ମହିଳା ଦେଲେ ଦୁର୍ନୀତି ବିରୁଦ୍ଧରେ ବିଡ଼ିଓଙ୍କୁ…

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ କାଇଁଚପୁର ପଞ୍ଚାୟତରେ ୮୦ରୁ ଅଧିକ ସ୍ୱୟଂ ସହାୟିକା ଗୋଷ୍ଠୀକୁ ନେଇ ଏକ ଆଞ୍ଚଳିକ ମଞ୍ଚ ଗଠନ କରାଯାଇଛି । ଉକ୍ତ ଆଞ୍ଚଳିକ ମଞ୍ଚରେ ୧୨ଟି ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ ରହିଛନ୍ତି । ସିଆରପିଙ୍କ ଦ୍ୱାରା ମହିଳା ଗୋଷ୍ଠୀମାନେ ପରିଚାଳିତ
Read More...

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଜୟଦେବ ଭବନ ପରିସରରେ ରାଜ୍ୟସ୍ତରୀୟ ରାଷ୍ଟ୍ରୀୟ ସଂକଳ୍ପ ଦିବସ ପାଳନ କରାଯାଇଛି । ରାଷ୍ଟ୍ରୀୟ ସୁରକ୍ଷା ଓ ଅଖଣ୍ଡତା ରକ୍ଷା କ୍ଷେତ୍ରରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ଇନ୍ଦିରା ଗାନ୍ଧୀଙ୍କ ଉଦ୍ୟମ ପ୍ରଶଂସନୀୟ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶପଥ ପାଠ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଶପଥ ପାଠ କରାଯାଇଛି । କାର୍ଯ୍ୟାଳୟ ପରିସରରେ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ବିଭାଗୀୟ ଅଧିକାରୀ ଓ କର୍ମଚାରୀଙ୍କୁ ଦୁର୍ନୀତି ନିବାରଣ ଲାଗି ଐକ୍ୟବଦ୍ଧ
Read More...

ଅନ୍‌ଲାଇନ ମାଧ୍ୟମରେ ଜୀବନ ପ୍ରମାଣ ପତ୍ର ପ୍ରଦାନ ସମ୍ବନ୍ଧୀୟ ବିଶେଷ ସୂଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଟ୍ରେଜେରୀ ଓ ବ୍ୟାଙ୍କ୍ ଶାଖା ବ୍ୟତୀତ ପେନସନ୍ ଭୋଗୀମାନେ ବିଭିନ୍ନ ଅନଲାଇନ୍ ପ୍ରକ୍ରିୟା ମାଧ୍ୟମରେ ଚଳିତ ନଭେମ୍ବର ମାସରେ ଜୀବନ ପ୍ରମାଣପତ୍ର ପ୍ରଦାନ କରିପାରିବେ । ରାଜ୍ୟର ସମସ୍ତ ମୋ ସେବା କେନ୍ଦ୍ରରେ ଏହି ସେବାଗୁଡିକ ଉପଲବ୍ଧ ଅଛି । ଏନେଇ ରାଜ୍ୟ ସୂଚନା
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୭ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୩୭ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୭ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୨୫୯ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୨ ଜଣ
Read More...

ସରକାରୀ ସହାୟତା ପାଇଁ ଦାବୀ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଂଜାମ ଏନଏସି ଅନ୍ତର୍ଗତ ବରପାଲି ଗ୍ରାମରେ ୮ ନମ୍ବର ୱାର୍ଡ କାଉସିଲର ମହାଲକ୍ଷ୍ମୀ ନାୟକଙ୍କ ଘରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଯୋଗ୍ୟ ଯେ, ଘରେ ନଥିବା ବେଳେ ନିଜ ବାସଗୃହରେ ଭୟାବହ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ଯାହାଫଳରେ ଘରେ
Read More...

ମୋହାଲିର ଆଇଆଇଏସ୍ଇଆର୍ ଠାରେ ‘ଏକତା ଦୌଡ଼’ର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର

କ୍ଲିନ୍ ଇଣ୍ଡିଆ ୨.୦ ର ଉଦ୍ଯାପନୀ ସମାରୋହରେ କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାବର୍ତ୍ତମାନ ସୁଦ୍ଧା ୨ ଲକ୍ଷ କିଲୋଗ୍ରାମରୁ ଅଧିକ ଅଳିଆ ସଂଗ୍ରହ କରାଯାଇଛି : କେନ୍ଦ୍ର ମନ୍ତ୍ରୀ ଅନୁରାଗ ଠାକୁର ଦିଲ୍ଲୀ, (ପିଆଇବି) : ସାରା ଦେଶରେ ୩୧ ଅକ୍ଟୋବର ସର୍ଦ୍ଦାର ବଲ୍ଲଭ ଭାଇ
Read More...

ସାମାଜିକ ଗଣମାଧ୍ୟମରେ ୯୫୦୦ ଆର୍‌ପିଏଫ୍ କନେଷ୍ଟବଳ ଏବଂ ଏଏସ୍‌ଆଇ ପଦବୀ ପାଇଁ ନକଲି ନିଯୁକ୍ତି ବିଜ୍ଞପ୍ତି ସମ୍ବନ୍ଧରେ…

ଦିଲ୍ଲୀ, (ପିଆଇବି) : ରେଳ ସୁରକ୍ଷା ବଳ (ଆରପିଏଫ୍‌) ରେ ୯୫୦୦ କନେଷ୍ଟବଳ ତଥା ଆସିଷ୍ଟାଂଟ ସବ୍ ଇନ୍ସପେକ୍ଟର ପଦବୀରେ ନିଯୁକ୍ତି ସମ୍ପର୍କରେ ସାମାଜିକ ଗଣମାଧ୍ୟମରେ ଏବଂ ଖବରକାଗଜରେ ଏକ ଭୁଲ୍ ଖବର ପ୍ରଚାର କରା ଯାଉଛି । ଏହା ଦ୍ୱାରା ସୂଚିତ କରା ଯାଉଛି ଯେ ଆରପିଏଫ୍ କିମ୍ବା ରେଳ
Read More...

ରାଜ୍ୟବ୍ୟାପୀ ପାଳିତ ହେଲା ରାଷ୍ଟ୍ରୀୟ ଏକତା ଦିବସ

● ଭାରତ ସରକାରଙ୍କ ସୂଚନା ପ୍ରସାରଣ ମନ୍ତ୍ରଣାଳୟ ଅଧୀନ ପିଆଇବି ଓ ସିବିସି ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ● ଏକତା ଦୌଡ଼, ଶୋଭାଯାତ୍ରା, ଫଟୋ ପ୍ରଦର୍ଶନୀ, ଏକତା ଦିବସ ଶପଥ ପାଠ କାର୍ଯ୍ୟକ୍ରମରେ ଉତ୍ସାହର ସହ ସାମିଲ ହେଲେ ଜନସାଧାରଣ ଭୁବନେଶ୍ୱର, (ପିଆଇବି) : ଲୌହ ମାନବ ସର୍ଦ୍ଦାର
Read More...

ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଭିଜିଲାନ୍ସ ପୁରସ୍କୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଉଲ୍ଲେଖନୀୟ ଅବଦାନ ପାଇଁ ବଲାଙ୍ଗିର ଭିଜିଲାନ୍ସ ପୁରସ୍କୃତ ହୋଇଛି । ସୂଚନାଯେଗ୍ୟ ଯେ, ଦୁର୍ନୀତି ନିବାରଣ ବିଭାଗ, ବଲାଙ୍ଗିର ଶାଖା ରାଜ୍ୟ ସ୍ତରରେ ଶ୍ରେଷ୍ଠ ବିବେଚିତ ହୋଇ ଗତକାଲି ଭୁବନେଶ୍ୱରରେ ଅନୁଷ୍ଠିତ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୨
Read More...