ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରି ବିଜେପି ଯୁବନେତା ଯୁଧିଷ୍ଠିର ମେହେର ଦେଖାଇଲେ ମହାନତା
ପଦ୍ମପୁର, (ନିରୋଜ କୁମାର ପାଣୀ) : ଜଣେ ଛାତ୍ରକୁ ପାଠ୍ୟ ଉପକରଣ ଦେବାର ବ୍ୟବସ୍ଥା କରିବା ସହ କିଛି ଆର୍ଥିକ ସହଯୋଗ କରିଛନ୍ତି ଯୁବନେତା ଯୁଧିଷ୍ଠିର ମେହେର । ଏଠାରେ ସୂଚନା ଯୋଗ୍ୟ ଯେ, ଯୁଧିଷ୍ଠିର ମେହେର ଭାରତୀୟ ଜନତା ପାର୍ଟିର ନୀତି ଆର୍ଦଶରେ ଅନୁପ୍ରାଣିତ ହୋଇ ଦଳରେ ଯୋଗ ଦେଇଛନ୍ତି ।!-->…
Read More...
Read More...