Monthly Archives

August 2022

କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ସ୍ୱାଧୀନତା ଦିବସ ପାଳିତ

କଳାହାଣ୍ଡି, (ନରୋତ୍ତମ ସେଲମା) : ପ୍ରବଳ ବର୍ଷା ସତ୍ୱେ ହର୍ଷ ଉଲ୍ଲାସର ସହ କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ସ୍ଥାନରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ବ୍ଲକ ସଦରଠାରେ ଅଧ୍ୟକ୍ଷା ଶ୍ରୀମତୀ କୁନି ସାହୁ ଜାତୀୟ ପତାକା ଉତ୍ତୋଳନ କରିଥିଲେ । ସେହିପରି ରିଷିଡା ପଂଚାୟତରେ ସରପଞ୍ଚ
Read More...

ବାଲାଜୀ କଲେଜରେ ପାଳିତ ହେଲା ୭୬ତମ ସ୍ୱାଧୀନତା ଦିବସ

ବଲାଙ୍ଗିର, (କେପିଏନଏସ୍‌) : ବଲାଙ୍ଗିର ଜିଲ୍ଲା ବାଲାଜୀ କଲେଜରେ ୭୬ତମ ସ୍ୱାଧିନତା ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ମୁଖ୍ୟ ଅତିଥି ରୂପେ ରାଜ୍ୟସଭା ସଦସ୍ୟ ନିରଞ୍ଜନ ବିଶି, ସମ୍ମାନୀତ ଅତିଥି ରୂପେ ବରିଷ୍ଠ ରୋଟାରୀଅନ୍ ବିଷ୍ଣୁପ୍ରସାଦ କେଡିଆ ଏବଂ ବିଶେଷ ଅତିଥି ରୂପେ ବଲାଙ୍ଗିର
Read More...

ଜର୍ଜ ହାଇସ୍କୁଲ ପଡିଆରେ ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ପ୍ରବଳ ବର୍ଷା ସତ୍ୱେ ସ୍ଥାନୀୟ ଜର୍ଜ ହାଇସ୍କୁଲ ପଡ଼ିଆରେ ଆଜି ଜିଲ୍ଲାସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ମନ୍ତ୍ରୀ ନବ କିଶୋର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ
Read More...

କନ୍ଧମାଳରେ ଲଗାଣ ବର୍ଷା ଜାରି ଯୋଗୁଁ ସ୍ଥିତି ଅସମ୍ଭାଳ : ବହୁ ପଞ୍ଚାୟତ ବାହ୍ୟ ଜଗତରୁ ବିଛିନ୍ନ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଗତ ତିନିଦିନ ଧରି କନ୍ଧମାଳ ଜିଲ୍ଲାରେ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା ଯୋଗୁଁ ସମଗ୍ର ଜିଲ୍ଲାରେ ସ୍ଥିତି ଅସମ୍ଭାଳ ହୋଇ ପଡ଼ିଲାଣି । ସୂଚନା ଅନୁସାରେ, ଲଗାଣ ବର୍ଷା ଯୋଗୁଁ ଜିଲ୍ଲାର ସମସ୍ତ ଛୋଟବଡ଼ ନଦୀମାନଙ୍କରେ ଜଳସ୍ତର ବୃଦ୍ଧି ପାଇଥିବା
Read More...

ତାଲପାଲିପଡ଼ାରେ ସ୍ଵାଧୀନତା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ଅନ୍ତର୍ଗତ ୱାର୍ଡ ନଂ ୩ରେ ୭୬ତମ ସ୍ଵାଧୀନତା ଦିବସ ପାଳିତ ହୋଇାଯାଇଛି । ୱାର୍ଡର କାଉନସିଲର ଶ୍ରୀମତୀ ରଜନୀ ବନ୍‌ଛୋର୍ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପତାକା ଉତ୍ତୋଳନ କରି ନିଜର ଅଭିଭାଷଣ ପ୍ରଦାନ କରିଥିବା ବେଳେ ୱାର୍ଡର ବଜରଙ୍ଗ
Read More...

ସ୍ୱାଧୀନତା ଦିବସ ଅବସରରେ କୃତି ଛାତ୍ରୀ ସୁଶ୍ରୀ ସୈରେନ୍ଦ୍ରୀ ସାହୁ ସମ୍ବର୍ଦ୍ଧିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ମାଟ୍ରିକ ପରୀକ୍ଷାରେ ଲୋଇସିଂହା ବ୍ଲକରେ ସର୍ବୋଚ୍ଚ ନମ୍ବର(ଏ୧) ରଖି ପାସ କରିଥିବା ପଞ୍ଚାୟତ ନୋଡାଲ ହାଇସ୍କୁଲ, କୁଶଙ୍ଗର ଛାତ୍ରୀ ସୁଶ୍ରୀ ସୈରେନ୍ଦ୍ରୀ ସାହୁଙ୍କୁ ସ୍ୱାଧୀନତା ଦିବସ ଅବସରରେ ବ୍ଲକ ପ୍ରଶାସନ ତରଫରୁ ସମ୍ବର୍ଦ୍ଧିତ କରାଯାଇଛି । ବିଡ଼ିଓ
Read More...

ଗୁଦେରପାଲିରେ ସ୍ୱାଧୀନତା ଦିବସ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡର ଗୁଦେରପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଏଥିରେ ଶିକ୍ଷାବିତ୍ ବିଶ୍ୱେଶ୍ୱର ଦେବତା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ । ସେହିପରି ଶ୍ରୀ ଅରବିନ୍ଦ
Read More...

ଗାଇସିଲେଟ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରରେ ଜିଲ୍ଲା ପରିଷଦ ଶ୍ରୀମତୀ ଝରଣା ପାଣିଗ୍ରାହୀଙ୍କ ଦ୍ୱାରା ପତାକା ଉତ୍ତୋଳନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରଠାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ଗାଇସିଲେଟ ଜୋନର ଜିଲ୍ଲା ପରିଷଦ ସଦସ୍ୟା ଶ୍ରୀମତୀ ଝରଣା‌ ପାଣିଗ୍ରାହୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଭାରତ ମାତାଙ୍କ ଚରଣରେ ୭୫ଟି ଦୀପ
Read More...

ଝାରବନ୍ଧ ବ୍ଲକ ଅନ୍ତର୍ଗତ ବୈତାଳି କ୍ଲଷ୍ଟରରେ ଧୁମ୍‌ଧାମ୍‌ରେ ଆଜାଦୀ କା ଅମୃତ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ପୁରପଲ୍ଲୀ ଉତ୍ସବ ମୁଖର ହୋଇପଡିଛି । ବର୍ତ୍ତମାନ ଆଜାଦୀର ଅମୃତ ମହୋତ୍ସବ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସମଗ୍ର ଶିକ୍ଷା ଯୋଜନା ଅଧୀନରେ ସମସ୍ତ ବିଦ୍ୟାଳୟରେ ସପ୍ତାହ ବ୍ୟାପୀ ତ୍ରିରଙ୍ଗା ପତାକା ଉଡ଼ାଇବା ପାଇଁ
Read More...

ବରଗଡ଼ ବୀର ଛକରେ ପ୍ରଥମ କରି ଉଡିଲା ତ୍ରିରଙ୍ଗା

ବରଗଡ଼, (ନିରୋଜ କୁମାର ପାଣୀ) : ବୀର ଶହୀଦ ମାଧୋ ସିଂଙ୍କ ନାମରେ ନାମିତ ବୀର ଛକରେ ଶ୍ରୀମତୀ ମମତା ସିଂ ବରିହା ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ ପୂର୍ବକ ଅଭିବାଦନ ଗ୍ରହଣ କରିଥିଲେ । ଏହି ଅବସରରେ ଶହୀଦ ଓ ସଂଗ୍ରାମୀ ସ୍ମୃତି ସମିତି ଓ "ସଂକଳ୍ପ ପରିବାର" ତରଫରୁ ସଭାର
Read More...