Monthly Archives

August 2022

ଫିରିଙ୍ଗିଆରେ ସ୍ୱାଧୀନତା ଦିବସ ପାଳିତ

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ସହର ଓ ତାର ଆଖ ପାଖ ଅଂଚଳମାନଙ୍କରେ ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନମାନଙ୍କରେ ସ୍ୱାଧୀନତାର ଅମୃତ ମହୋତ୍ସବ ସହ ୭୬ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ତେବେ ଫିରିଙ୍ଗିଆ ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରଶ୍ମିରଂଜନ ମହନ୍ତଙ୍କ
Read More...

ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ କୋଲକାତାରେ ୭୬ତମ ସ୍ୱାଧୀନତା ଦିବସ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକ ସଂପର୍କ ବିଭାଗ ତଥା ପ୍ରବାସୀ ଓଡ଼ିଆ ସଂଗଠନ ଉତ୍କଳୀୟ ମିଳିତ ମଞ୍ଚର ମିଳିତ ଆନୁକୂଲ୍ୟରେ କୋଲକାତାଠାରେ ୭୬ତମ ସ୍ୱାଧୀନତା ଦିବସ ଉତ୍ସାହ ଓ ଉଦ୍ଧୀପନାର ସହ ପାଳିତ ହୋଇଯାଇଛି । ସକାଳ ୯ଟା ସମୟରେ ଲେନିନ୍‌ ସରଣୀଠାରେ ଜାତୀୟ
Read More...

ଲାଞ୍ଚ ନେଉଥିବା ବେଳେ ଧାରା ପଡିଲେ ବାରକୋଟ ତହସିଲ ମୁଖ୍ୟ କିରାଣୀ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ତହସିଲ ଅଫିସର ମୁଖ୍ୟ କିରାଣୀ ରାଜ କିଶୋର କାଲୋ ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଥିବା ଜଣାପଡିଛି । ବାରକୋଟ ବ୍ଲକ ସଦର ମହକୁମା ସ୍ଥିତ ବଣେଇ ଛକଠାରେ ଗତକାଲି ସନ୍ଧ୍ୟା ସମୟରେ ଜଣେ ବ୍ୟକ୍ତିଙ୍କ ପାଖରୁ ଲାଞ୍ଚ ନେଉଥିବା ବେଳେ
Read More...

ହୀରାକୁଦର ୪୦ଟି ଗେଟ୍‌ ଦେଇ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର : ହୀରାକୁଦ ନଦୀବନ୍ଧର ଜଳସ୍ତର ବିପଦସଂକେତ ୬୩୦ ଫୁଟର ନିକଟବର୍ତ୍ତୀ ​‌ହୋଇଛି । ସୂଚନା ଅନୁସାରେ ଆଜି ସକାଳ ୬ଟା ସୁଦ୍ଧା ହୀରାକୁଦର ଜଳସ୍ତର ୬୨୬.୮୭ ଫୁଟ ରହିଛି । ଗତକାଲି (ମଙ୍ଗଳବାର) ଦୁଇଟି ପର୍ଯ୍ୟାୟରେ ଆଉ ଅତିରିକ୍ତ ୧୪ଟି ଗେଟ୍‌ ଖୋଲାଯାଇ ମୋଟ୍‌ ୪୦ଟି ଗେଟରେ ମହାନଦୀକୁ
Read More...

କନ୍ତୋଲରେ ବିଜେପିର ଅମୃତ ମହୋତ୍ସବ

ଆଠଗଡ଼ : ଭାରତ ସ୍ୱାଧୀନତାର ୭୫ବର୍ଷ ପୂର୍ତ୍ତି ଉପଲକ୍ଷେ ବିଜେପି ପକ୍ଷରୁ ଆଠଗଡ଼ ସହରର କନ୍ତୋଲଠାରେ ଜାତୀୟ ପତାକା ଉତ୍ତୋଳନ ସହିତ ତ୍ରିରଙ୍ଗା ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି । ମହିଳା ମୋର୍ଚ୍ଚା ଜିଲ୍ଲା ଉପସଭାନେତ୍ରୀ ଇଲା ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବରିଷ୍ଠ
Read More...

୧୩ଟି ଗ୍ରାମର ମୁଖିଆ ପାଳନ କଲେ ୭୬ତମ ସ୍ଵାଧୀନତା ଦିବସ

ମୋହନା : ଇଷ୍ଟ ଇଣ୍ଡିଆନ ବାପଟିଷ୍ଟ ଆସୋସିଏସନ୍‌ ଅନୁଷ୍ଠାନର ୧୩ ଖଣ୍ଡ ଗାଁର ମୁଖିଆମାନେ ଏକତ୍ରିତ ହୋଇ ଦେଶର ୭୬ତମ ସ୍ୱାଧୀନତା ଦିବସ ପାଳନ କରିଛନ୍ତି । ଇଷ୍ଟଇଣ୍ଡିଆନ ବାପଟିଷ୍ଟ ଆସୋସିଏସନର ସଭାପତି ପାଳକ ବିଏସ୍ ରାଇକା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ତ୍ରିରଙ୍ଗା ପତାକା ଉତ୍ତୋଳନ କରିଥିଲେ
Read More...

ରାଜ୍ୟସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରେ ମୁଖ୍ୟମନ୍ତ୍ରୀଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ ସ୍ଥଳରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୂଚନା ଓ ଲୋକସମ୍ପର୍କ ବିଭାଗ ପ୍ରମୁଖ ଶାସନ ସଚିବ ଏବଂ ଗୃହ ବିଭାଗ ପ୍ରମୁଖ ଶାସନ ସଚିବ ସ୍ୱାଗତ କରିଛନ୍ତି । ଏନେଇ ରାଜ୍ୟ
Read More...

ଶିକ୍ଷକ ପଦବୀ ପୂରଣ ଦାବୀ ନେଇ ସ୍କୁଲରେ ତାଲା ପକାଇଲେ ଛାତ୍ରଛାତ୍ରୀ ଓ ସ୍କୁଲ କମିଟି

ପାଟଣାଗଡ଼, (ସଦାଶିବ ସରାଫ) : ପାଟଣାଗଡ଼ ବ୍ଲକ ଅନ୍ତର୍ଗତ ଗେର୍ଡା ପଞ୍ଚାୟତର ରେଙ୍ଗାଲି ସରକାରୀ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ପଦବୀ ଖାଲିଥିବାରୁ ପାଠପଢ଼ାରେ ନାନା ପ୍ରକାର ଅସୁବିଧା ଦେଖା ଦେଉଥିବା ଅଭିଯୋଗ କରି ଛାତ୍ରଛାତ୍ରୀମାନେ ଆଜି ସ୍କୁଲଗେଟରେ ତାଲା ପକାଇ ବିଭିନ୍ନ ପ୍ରକାର ସ୍ଲୋଗାନ
Read More...

ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ପରିକ୍ରମା କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ବାର୍ତ୍ତା ନେଇ ଯାତ୍ରା ଆରମ୍ଭ କରିଥିବା ଅହିଂସା ରଥ ଗତକାଲି ରାଜଧାନୀ ଭୁବନେଶ୍ଵରର ବିଭିନ୍ନ ଅଞ୍ଚଳ ପରିକ୍ରମା କରିଛି । ସୁନ୍ଦରପଦା, ପୁରୁଣା ଭୁବନେଶ୍ଵର, ଝାରପଡା, ବଡଗଡ, ଭିଏସଏସ ନଗର, ଚନ୍ଦ୍ରଶେଖରପୁର, ଡୁମୁଡୁମା, ସୈନିକ ସ୍କୁଲ ଇତ୍ୟାଦି
Read More...

ସ୍ୱାଧୀନତାର ଉଚ୍ଛ୍ୱାସକୁ ଉଜ୍ଜୀବିତ କରି ଯାତ୍ରା ଆରମ୍ଭ କଲା ଅହିଂସା ରଥ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ସ୍ୱାଧୀନତାର ଉଚ୍ଛ୍ୱାସକୁ ଉଜ୍ଜୀବିତ କରି ଯାତ୍ରା ଆରମ୍ଭ କରିଥିବା ଅହିଂସା ରଥ ଗତକାଲି ପୁରୀ ଜିଲ୍ଲାରେ ପହଁଚିଛି । ରାଜଧାନୀ ଉପକଣ୍ଠରେ ଗୁଡିଆପୋଖରୀରେ ପୁରୀ ଜିଲ୍ଲା ପ୍ରଶାସନ ରଥକୁ ସ୍ୱାଗତ କରିଥିଲେ । ବିଭିନ୍ନ ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ରଥକୁ
Read More...