Monthly Archives

August 2022

କଣ୍ଟାବାଞ୍ଜି ଏନ୍‌ଏସି ପକ୍ଷରୁ ୪୪ଟି ଦୋକାନରେ ଚଢାଉ : ପଲିଥିନ୍‌ ଜବତ

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : କଣ୍ଟାବାଞ୍ଜି ଏନଏସି ପକ୍ଷରୁ ସହରର ପ୍ରାୟ ୪୪ଟି ଦୋକାନରେ ଚଢାଉ କରାଯାଇଛି । ପଲିଥିନ୍‌ର ବ୍ୟବହାର ଏବଂ ଡଷ୍ଟବିନ ବ୍ୟବହାର କରୁନଥିବା ଅଭିଯୋଗରେ ୬ ହଜାର ୮୦୦ ଟଙ୍କା ଫାଇନ୍ ଆଦାୟ କରାଯାଇଛି । ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀ ନିରନ ଧଳଙ୍କ
Read More...

ହିନ୍ଦୁ ସୁରକ୍ଷା ସମାଜର ବୈଠକ ଅନୁଷ୍ଠିତ

ଜି.ଉଦୟଗିରି : ଫୁଲବାଣୀଠାରେ ହିନ୍ଦୁ ୁରକ୍ଷା ମଞ୍ଚର ଆହ୍ୱାନରେ ହିନ୍ଦୁ ସମାଜକୁ ଏକତ୍ରୀତ କରି ହିନ୍ଦୁ ସମାଜକୁ ଜାଗ୍ରତ ଉଦ୍ଦେଶ୍ୟରେ ମାଜିରା ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହିନ୍ଦୁ ସଂସ୍କୃତିର ସୁରକ୍ଷା କରିବା ସହ ଚଳିତ ମାସ ୯ ତାରିଖ ଦିନ ପୂର୍ବ
Read More...

ନାରୀଙ୍ଗି ଘାଟୀରେ ଓଲଟିଲା ଟ୍ରାକ୍ଟର : ୧ ମୃତ, ୧ଗୁରୁତର

ମୋହନା : ଗଜପତି ଜିଲ୍ଲା ମୋହନା ନାରୀଙ୍ଗି ଘାଟୀରେ ଏକ ଟ୍ରାକ୍ଟର ଓଲଟି ପଡିଥିବା ଜଣାପଡିଛି । ଏହି ଦୁର୍ଘଟଣାରେ ଜଣେ ମହିଳା ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଯୋଡ଼ିପଥର ଗାଁର ଉଷା ଶବର ହୋଇଥିବା ବେଳେ ଗୁରୁତର ଆହତ ଜଣକ
Read More...

ସୁରଜ୍‍ମଲ୍‍ କଲେଜରେ ୧୬୧ତମ ଗଙ୍ଗାଧର ଜୟନ୍ତୀ ପାଳିତ

ରେଙ୍ଗାଲି : ରେଙ୍ଗାଲିଠାରେ ଥିବା ସୁରଜ୍‍ମଲ୍‍ କଲେଜରେ ସ୍ୱଭାବ କବି ଗଙ୍ଗାଧର ମେହେରଙ୍କ ୧୬୧ତମ ଜୟନ୍ତୀ ପାଳିତ ହୋଇଯାଇଛି । କଲେଜର ସାଂସ୍କୃତିକ ପରିଷଦ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ କଳେଜ ଅଧ୍ୟକ୍ଷ ଡ.ମନୋଜ କୁମାର ପଣ୍ଡା ସଭାପତିତ୍ୱ କରିଥିଲେ । ଏଥିରେ ସମ୍ବଲପୁର ସରକାରୀ ମହିଳା
Read More...

ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ ନିମନ୍ତେ ୩ ଦିନ ଛୁଟି ଘୋଷଣା କରିବା ପାଇଁ ପଶ୍ଚିମ ଓଡିଶା ଯୁବାମଞ୍ଚର ଦାବୀପତ୍ର…

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଶ୍ଚିମ ଓଡ଼ିଶା ଯୁବା ମଞ୍ଚର ବଲାଙ୍ଗିର ଜିଲ୍ଲା ଆବାହକ ଥବିର କର୍ମୀଙ୍କ ନେତୃତ୍ୱରେ ରାଜ୍ୟ ସ୍ତରୀୟ ଭାଇଚାରାର ପର୍ବ ତଥା କୃଷି ଭିତ୍ତିକ ଗଣପର୍ବ ନୂଆଁଖାଇ ପାଇଁ ୩ ଦିନ ଛୁଟି ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବଲାଙ୍ଗିର ଜିଲ୍ଲାପାଳ
Read More...

ସାର୍ବଜନୀନ ଅଭିନୟ କଳାଶିକ୍ଷା ଅଭିଯାନ ଅନୁଷ୍ଠିତ

ପାଟଣା : କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ ଖଜୁରିଡ଼ିହା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ମୟୂର ଆଟିଷ୍ଟ ଆସୋସିଏସନ୍ ପକ୍ଷରୁ ସାର୍ବଜନୀନ ଅଭିନୟ କଳାଶିକ୍ଷା ଅଭିଯାନ ବୁଧବାର ଦିନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସାହାରପଡା ଅଞ୍ଚଳର ବହୁ କଳାକାର ଯୋଗଦେଇ ନିଜ ଭିତରେ ଥିବା ପ୍ରତିଭା
Read More...

ମୋବାଇଲ୍ କିଣିବାକୁ ଟଙ୍କା ନ ଦେବାରୁ କୀଟନାଶକ ଖାଇ ପୁଅର ଆତ୍ମହତ୍ୟା

ପାଟଣା : ମୋବାଇଲ୍ କିଣିବାକୁ ଟଙ୍କା ନ ଦେବାରୁ କୀଟନାଶକ ଖାଇ ଜଣେ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ଘଟଗାଁ ଥାନା ଅନ୍ତର୍ଗତ ବଡ଼ ମହୁଲଡିହା ଗ୍ରାମରେ । ମୃତ ଯୁବକ ଜଣକ ହେଲେ ସେହି ଗ୍ରାମର ଯୁଗଳ ନାଏକଙ୍କ ପୁଅ
Read More...

ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ସ୍ଥାନୀୟ ହାତୀଶାଲପଡା ଫରେଷ୍ଟ କଲୋନୀରୁ ଆଜି ଜଣେ ରଙ୍ଗମିସ୍ତ୍ରୀଙ୍କ ରକ୍ତ ଜୁଡୁବୁଡୁ ମୃତଦେହ ଉଦ୍ଧାର କରାଯାଇଛି । ମୃତ ରଙ୍ଗମିସ୍ତ୍ରୀ ଜଣକ ଠିକାଦାରପଡାର ଅଭି
Read More...

ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ ଘଟଣା : ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିଲମ୍ବିତ

ଦେଓଗାଁ, (ମନୀଷ କୁମାର ସାହୁ) : ଚତୁର୍ଥ ଶ୍ରେଣୀର ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କୁତୁର୍ଲା ପଞ୍ଚାୟତ ମୁରସିଂ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିଶ୍ୱନାଥ ବୁଦ୍ଧିଆ ନିଲମ୍ବିତ ହୋଇଥିବା ଜଣାପଡ଼ିଛି । ସୂଚନା ଯୋଗ୍ୟ ଯେ, ଗତ ୧୦ମାସ ତଳେ
Read More...

ମୌଳିକ ସୁବିଧାରୁ ବଞ୍ଚିତ ରମାଇଗଡ ଗ୍ରାମବାସୀ

ତୁରେକେଲା, (କୈଳାଶ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଢୋଲମାନଦଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରମାଇଗଡ ଗ୍ରାମବାସୀମାନେ ଆଜି ପର୍ଯ୍ୟନ୍ତ ମୌଳିକ ସୁବିଧାରୁ ବଞ୍ଚିତ ଥିବା ଅଭିଯୋଗ ହେଉଛି । ସୂଚନା ଅନୁସାରେ ରମାଇଗଡ ଗାଁରେ କୋଡ଼ିଏରୁ ଅଧିକ ପରିବାର ବସବାସ କରୁଥିଲେ ହେଁ ଯିବା
Read More...