ବରଗଡ଼ରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ
ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ ପୂର୍ବରୁ ରବିବାର ବରଗଡରେ ନୂଆଁଖାଇ ଯୋଟ୍ ଯାଟ ଆୟୋଜିତ ହୋଇଯାଇଛି । ଏଥିରେ ୬୦ ଜଣ ଗରିବ ଅସହାୟ, ନିଷ୍ପେସିତ ମାନଙ୍କୁ ସମ୍ବିଧାନ ସୁରକ୍ଷା ମଂଚ, ବରଗଡ଼ ପକ୍ଷରୁ ଅଢ଼ିଆ ଭେଟ ଦିଆଯାଇଥିଲା । ସ୍ଥାନୀୟ ସୌଖିନ ରଂଗ!-->…
Read More...
Read More...