Monthly Archives

August 2022

ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସହାୟତା ପ୍ରଦାନ

ଆଠଗଡ଼ : ଆଠଗଡ଼ ବ୍ଲକର ୨୨ଟି ପଞ୍ଚାୟତ ଅଧିନରେ ଥିବା ସିଆରପି, ଏମ୍‌ବିକେ ଓ ବ୍ୟାଙ୍କ ମିତ୍ରଙ୍କୁ ମିଶନଶକ୍ତି ଜରିଆରେ ସମାନ ପୋଷାକ, ମୋବାଇଲ ଫୋନ ଓ ଗସ୍ତଖର୍ଚ୍ଚ ବାବଦ ସହାୟତା ରାଶି ପ୍ରଦାନ କରାଯାଇଛି । ସ୍ଥାନୀୟ ବିଶ୍ୱନାଥ ବିଦ୍ୟାପୀଠ ମିନି ଷ୍ଟାଡ଼ିୟମରେ ରବିବାର ମଧ୍ୟାହ୍ନରେ ମିଶନଶକ୍ତି
Read More...

ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଚେତନା ଜାଗରଣ ଶିବିର ଅନୁଷ୍ଠିତ

ରେଙ୍ଗାଲିକ୍ୟାମ୍ପ : ଅତାବିରା ବ୍ଲକ ଲାଦେରପାଲି ୱାର୍ଡ ନଂ ୯ ସ୍ଥିତ ହନୁମାନ ମନ୍ଦିର ନିକଟରେ ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଶାନ୍ତିକୁଞ୍ଜ ହରିଦ୍ଵାର ପକ୍ଷରୁ ଜିଲ୍ଲାସ୍ତରୀୟ ଯୁବ ଚେତନା ଜାଗରଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିର ସକାଳ ୯ଟାରୁ ଗୁରୁ ବନ୍ଦନା ପୂର୍ବକ ଆରମ୍ଭ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୨୨୧ ଜଣ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୩୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୯୯୪ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ
Read More...

ସାମ୍ବାଦିକଙ୍କ ମାତୃ ବିୟୋଗ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡର ଯୁବ ସାମ୍ବାଦିକ ସୁବୋଧ କୁମାର ମେହେରଙ୍କ ମା’ ସୁମିତ୍ରା ମେହେରଙ୍କ ୮୩ ବର୍ଷ ବୟସରେ ପରଲୋକ ହୋଇଥିବା ଜଣାପଡିଛି । ସେ ବୃଦ୍ଧାବସ୍ଥା ଜନିତ ରୋଗରେ ପୀଡିତ ଥିଲେ । ଜଣେ ପରୋପକାରୀ, ଧର୍ମପରାୟଣା ମହିଳା ଭାବରେ ଅଞ୍ଚଳରେ ଖ୍ୟାତି ଅର୍ଜନ କରିଥିଲେ ।
Read More...

କଣ୍ଟି ଓ ମାଧିପୁର କାଜ ଡେଲାଙ୍ଗର ଦୁଃଖ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଦୟାନଦୀ ବାମପାର୍ଶ୍ଵ କଣ୍ଟି ଓ ମାଧିପୁର କାଜ ଦେଇ ନିଷ୍କାସନ ହେଉଥିବା ବନ୍ୟାଜଳ ଯୋଗୁଁ ପ୍ରତିବର୍ଷ ଡେଲାଙ୍ଗ ବ୍ଲକର ୨୧ଟି ଗ୍ରାମ ପଞ୍ଚାୟତ ପ୍ରଭାବିତ ହେଉଛି । ଚଳିତ ବନ୍ୟାରେ ଡେଲାଙ୍ଗ ବ୍ଲକର ହଜାର ହାଜର ହେକ୍ଟର ଚାଷ ଜମି ଫସଲ ନଷ୍ଟ ହେବା ସହ
Read More...

ଏସ୍‌ଆଇ ସ୍ୱାଗତିକା ମୃତ୍ୟୁ ମାମଲା : ତଦନ୍ତ ଭାର ଡିଏସ୍‌ପିଙ୍କୁ ଦିଆଗଲା : ଆଇଆଇସିଙ୍କ ବଦଳି ହେଲା

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ଥାନାର ମହିଳା ସବ୍‌ ଇନ୍ସପେକ୍ଟର ସ୍ୱାଗତିକା ବେହେରାଙ୍କ ମୃତ୍ୟୁ ମାମଲାରେ ଜି.ଉଦୟଗିରି ଥାନା ଆଇଆଇସି ରେବତୀ ଶବରଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ସ୍ୱାଗତିକାଙ୍କ
Read More...

ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ

ଟିଟିଲାଗଡ, (କେପିଏନ୍‌ଏସ୍‌) : ସ୍ଥାନୀୟ ଘଣ୍ଟାସୁନି ସାହିତ୍ୟ ସଂସଦ ଓ ତପୋବନ ସ୍କୁଲ ଅଫ୍‌ ପଏଟ୍ରିର ମିଳିତ ସୌଜନ୍ୟରେ ଆଠଜଣ ନିମନ୍ତ୍ରିତ ବିଶିଷ୍ଟ କବିଙ୍କୁ ନେଇ ଏ ମାସର ସ୍ୱତନ୍ତ୍ର କବି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ମଂଚରେ କୋସଲି ଭାଷା ସୁରକ୍ଷା ସମିତି ଟିଟିଲାଗଡର
Read More...

ଟୁର୍ଣ୍ଣାମେଣ୍ଟ ନିମନ୍ତେ ଛତ୍ରପୁର ସନରାଇଜ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ପ୍ରସ୍ତୁତି ବୈଠକ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁରର ଅଗ୍ରଣୀ କ୍ରୀଡା ସଂଗଠନ ସନରାଇଜ ସ୍ପୋର୍ଟ୍ସ କ୍ଲବ ପକ୍ଷରୁ ଭଲିବଲ କୋର୍ଟ ପରିସରରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା । ସନରାଇଜ ସ୍ପୋର୍ଟ୍ସ କ୍ଲବର ପରିଚାଳନା କମିଟିର କାର୍ଯ୍ୟକାଳ ଆସନ୍ତା ଦୁଇ ବର୍ଷ ନିମନ୍ତେ ନବୀକରଣ କରାଯାଇଥିଲା
Read More...

ବରଗଡ ଶାଖାର ଓଡିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବୈଠକ

ବରଗଡ, (ସତ୍ୟ ନାରାୟଣ ପ୍ରଧାନ) : ସ୍ଥାନୀୟ ସମତା ଭବନଠାରେ ଗତକାଲି ଓଡ଼ିଶା ଚୁକ୍ତି ଭିତ୍ତିକ କର୍ମଚାରୀ ସଙ୍ଘର ବରଗଡ ଶାଖାର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ସଂଘର ଜିଲ୍ଲା କମିଟି ସଭାପତି ବଳରାମ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଆସନ୍ତା ସେପ୍ଟେମ୍ବର ୧୧
Read More...

ବରଗଡ ନୃସିଂହନାଥ ମନ୍ଦିରରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ପ୍ରଶିକ୍ଷଣ ଶିବିର

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପବିତ୍ର ପୀଠ ନୃସିଂହନାଥ ଠାରେ ରାଜ୍ୟସ୍ତରୀୟ ଯୁବ କଂଗ୍ରେସର ଦୁଇଦିନିଆ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଓଡ଼ିଶାର ସମସ୍ତ ଜିଲ୍ଲାରୁ ଯୁବ କଂଗ୍ରେସର ପ୍ରାୟ ଦୁଇ ଶହ ପଦାଧିକାରୀ ସହିତ ଏହି ଶିବିର ପୂର୍ବତନ ବିଧାୟକ ସତ୍ୟଭୂଷଣ
Read More...