Monthly Archives

July 2022

ବଜ୍ରପାତରେ ୨ ମହିଳା ଶ୍ରମିକ ମୃତ

ଦେଓଗାଁ, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ ବୁଢାବାହାଲ ଗାଁରେ ଗୁରୁବାର ବଜ୍ରପାତ ହେବାରୁ ଦୁଇଜଣ ମହିଳା ଶ୍ରମିକଙ୍କ ମୃତ୍ୟୁ ଘଟିଛି । ସୂଚନାନୁସାରେ ଉଭୟ ବିଲରେ କପାଚାରା ରୋପଣ କରୁଥିବା ସମୟରେ ଏହି ଅଘଟଣ ଘଟିଥିବା ଜଣାପଡିଛି । ମୃତକ ଦ୍ୱୟ ହେଲେ,
Read More...

ସତ୍ୟସାଇ ସେବା ପକ୍ଷରୁ ଅମୃତବିନ୍ଦୁ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଜରାସିଂହା ସତ୍ୟସାଇ ବିହାରରେ ତୁଷୁରା ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସ୍ୱତନ୍ତ୍ର ରକ୍ତଦାନ ଶିବିର ‘ଅମୃତ ବିନ୍ଦୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋବିନ୍ଦ ମେହେରଙ୍କ ପ୍ରଚେଷ୍ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ତୁଷୁରା ସମିତିର
Read More...

ଗଛରୁ ପଡି ଯୁବକ ଗୁରୁତର

ମୁରିବାହାଲ, (କେପିଏନ୍‌ଏସ୍‌) : ଗଛରୁ ପଡିଯିବାରୁ ମୁରିବାହାଲ ବ୍ଲକ ଘୁଷୁରାମୁଣ୍ଡା ଗ୍ରାମର ସପୁର ଥାଟି(୨୮) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି । ସୂଚନା ଅନୁସାରେ ସେ କୁସମ ଖାଇବାକୁ ନିକଟସ୍ଥ ଜଙ୍ଗଲର ଗଛକୁ ଚଢିଥିବା ବେଳେ ଖସି ପଡିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ଚିକିତ୍ସା
Read More...

ଆଜି ପବିତ୍ର ରଥ ଯାତ୍ରା : ଉତ୍ସାହ ଆନନ୍ଦରେ ଉଛୁଳୁଛି ଗାଁରୁ ସହର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପବିତ୍ର ରଥଯାତ୍ରା । ଉତ୍ସାହ ଆନନ୍ଦରେ ଉଛୁଳୁଛି ଗାଁଠୁ ସହର । ଜଗତର ନାଥ ଜଗନ୍ନାଥ ଆଜି ବଡଦାଣ୍ଡରେ ଉଭା ହେବେ ଓ ଭକ୍ତଙ୍କୁ ଦର୍ଶନ ଦେବେ । ରଥରେ ଚଢି ମାଉସୀ ଘରକୁ ଯିବା ବାହାନାରେ ଜଗତର ଦୁଃଖ ସୁଃଖ ବୁଝିବେ । ଭାଇ ଭଉଣୀଙ୍କ ସହ ଆଜି ପବିତ୍ର
Read More...

ରଥଯାତ୍ରା ସମୟରେ ଚାରିଚକିଆ ଯାନ ଚଳାଚଳ ପାଇଁ ଟ୍ରାଫିକ୍ ପ୍ଲାନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରାରେ ଭୁବନେଶ୍ୱରରୁ ପୁରୀ ଯିବାକୁ ଥିବା ଚାରି ଚକିଆ ଯାନଗୁଡିକ ପାଇଁ ରୁଟ୍ ପ୍ଲାନ୍ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ରଥଯାତ୍ରା ସମୟରେ ଦୁଇଚକିଆ ଯାନ ଚଳାଚଳ ପାଇଁ ଟ୍ରାଫିକ୍ ପ୍ଲାନ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ପୁରୀ ରଥଯାତ୍ରା ସମୟରେ ରଥଯାତ୍ରା, ବାହୁଡା ଏବଂ ସୁନାବେଶ ଦିନ ଦୁଇଚକିଆ ଯାନ ଚଳାଚଳ ପାଇଁ ଟ୍ରାଫିକ୍ ପ୍ଲାନ୍ କରାଯାଇଛି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଉପଲକ୍ଷେ ପୁରୀରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏକ ରାଜ୍ୟସ୍ତରୀୟ ଫଟୋଚିତ୍ର ପ୍ରଦର୍ଶନୀ ଆୟୋଜିତ ହୋଇଛି । ଗୁଣ୍ଡିଚା ମନ୍ଦିର ନିକଟରେ ପଲ୍ଲିଶ୍ରୀ ମେଳା ପରିସରରେ ଆୟୋଜିତ ଏହି ପ୍ରଦର୍ଶନୀକୁ ବିଭାଗୀୟ ମନ୍ତ୍ରୀ
Read More...

ବୈଦ୍ୟୁତିକ ଗଣମାଧ୍ୟମରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ପବିତ୍ର ରଥଯାତ୍ରାର ସିଧାପ୍ରସାରଣ ନିମନ୍ତେ ରାଜ୍ୟ ସରକାରଙ୍କ ପକ୍ଷରୁ ଦୂରଦର୍ଶନ ସହାୟତାରେ ବ୍ୟବସ୍ଥା କରାଯାଇଛି । ଏଥିସହିତ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ଏବଂ ଡିଡି ଓଡିଆର ୟୁଟ୍ୟୁବ୍ ଚାନେଲ ଏବଂ ଏସ୍‌ଜେଟିଏ
Read More...

ଶ୍ରଦ୍ଧାଳୁମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ପୁରୀରେ ସୂଚନା କେନ୍ଦ୍ରର ବ୍ୟବସ୍ଥା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରଥଯାତ୍ରା ସମୟରେ ଶ୍ରଦ୍ଧାଳୁମାନଙ୍କୁ ସହାୟତା ଯୋଗାଇଦେବା ପାଇଁ ପୁରୀରେ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ୧୧ଟି ସ୍ଥାନରେ ସୂଚନା କେନ୍ଦ୍ର ଖୋଲାଯାଇଛି । ସେହିପରି ଓଡିଶା ଟୁରିଜିମ୍‌ ପକ୍ଷରୁ ୫ଟି ସ୍ଥାନରେ ପର୍ଯ୍ୟଟକଙ୍କ ପାଇଁ ସୂଚନାକେନ୍ଦ୍ର
Read More...

ସିନାପାଲି ହାଇସ୍କୁଲରେ ବିଦାୟକାଳୀନ ସମ୍ୱର୍ଦ୍ଧନା ସଭା

ନୂଆପଡା, (ନିରାକାର ମେହେର) : ସିନାପାଲି ନୋଡ଼ାଲ ହାଇସ୍କୁଲର ବରିଷ୍ଠ ଶିକ୍ଷକ ଚଂଦ୍ରଶେଖର ନାଏକ ଅବସର ଗ୍ରହଣ କରିଥିବା ବେଳେ ଗତକାଲି ସ୍କୁଲ ତରଫରୁ ତାଙ୍କୁ ବିଦାୟକାଳୀନ ସମ୍ୱର୍ଦ୍ଧନା ଦିଆଯାଇଛି । ଏନେଇ ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ କୁମାର ସୁନାରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ
Read More...