Monthly Archives

June 2022

ଶ୍ୱଶୁର ଘର ଲୋକ ପିଟି ପିଟି ମହିଳାଙ୍କୁ ମାରି ଦେଇଥିବା ଅଭିଯୋଗ

ବାଲେଶ୍ୱର : ବାଲେଶ୍ୱର ଶିଳ୍ପାଞ୍ଚଳ ଥାନା ଅଧୀନସ୍ଥ ଛଣପୁର ଗାଁର କାଶୀନାଥ ବେହେରା (୨୮)ଙ୍କ ସ୍ତ୍ରୀ ମୀନାକ୍ଷି (୨୩)ଙ୍କୁ ଶ୍ୱଶୁର ଘର ଲୋକ ପିଟି ପିଟି ହତ୍ୟା କରିଥିବା ମିନାକ୍ଷୀଙ୍କ ବାପା ଗଙ୍ଗାଧର ବେହେରା ଥାନାରେ ଅଭିଯୋଗ କରିଛନ୍ତି । ସୂଚନାନୁସାରେ, ବାଲିଆପାଳ ବ୍ଲକ ସିଂଲା ଥାନା
Read More...

୧୦୦ ରୁ ଅଧିକ ଡକାୟତି ଘଟଣାରେ ସମ୍ପୃକ୍ତ ୨ ଦୁର୍ବୃତ୍ତ ଗିରଫ, ୧୧ ବନ୍ଧୁକ ଉଦ୍ଧାର

ନୋଏଡା : ମଙ୍ଗଳବାର ସକାଳେ ନୋଏଡା ଠାରେ ପୋଲିସ ସହିତ ମୁହାଁମୁହିଁ ହେବା ପରେ ଦିଲ୍ଲୀର ଦୁଇ ଡକାୟତଙ୍କୁ ଗିରଫ କରାଯାଇଥିଲା । ପୋଲିସ ଏହି ସୂଚନା ଦେଇଛି । ବିଭିନ୍ନ ସ୍ଥାନରୁ ଲୁଟ୍ ହୋଇଥିବା ୭ ଟି ମୋବାଇଲ୍ ଫୋନ୍, ସେମାନଙ୍କଠାରୁ ଡକାୟତିରେ ବ୍ୟବହୃତ ବେଆଇନ ଅସ୍ତ୍ରଶସ୍ତ୍ର ଏବଂ
Read More...

ସାପ କାମୁଡାରେ ଶିଶୁକନ୍ୟା ମୃତ

ନୂଆପଡା, (ନିରାକାର ମେହେର) : ସାପ କାମୁଡାରେ ଶିଶୁକନ୍ୟା ମୃତ । ନୂଆପଡା ଥାନା ଝାଞ୍ଜିମୁଣ୍ଡା ଗ୍ରାମର ଜଣେ ୭ ବର୍ଷର ଶିଶୁକନ୍ୟାର ସାପ କାମୁଡାରେ ମୃତ୍ୟୁ ଘଟିଛି । ସୂଚନା ଅନୁସାରେ ଝାଞ୍ଜିମୁଣ୍ଡା ଗ୍ରାମର ମୋହନ ସିଂ ମାଝୀଙ୍କ ଶିଶୁକନ୍ୟା କ୍ଷୀରମଣି ମାଝୀ ରାତିରେ ଶୋଇଥିବା ବେଳେ ଏକ ସାପ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୪୧ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୪ ଜଣ ରହିଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୧୭୭ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨୪ ଜଣ
Read More...

ସିନାପାଲିରେ ରଜ ପର୍ବ ପାଳନ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସିନାପାଲି ଅଂଚଳରେ ଗଣପର୍ବ ରଜର ଉଲ୍ଲାସ ଦେଖିବାକୁ ମିଳିଛି । ଆଜି ରଜ ପାଳନ ପାଇଁ ବିଶେଷ କରି ଝିଅ ଓ ମହିଳା ମାନେ ସକାଳୁ ନୂଆଁ ଡ୍ରେସ, ଶାଢ଼ୀ ପିନ୍ଧି ସଜବାଜ ହେବା ସହ ପାରମ୍ପରିକ ପିଠାପଣା, ପାନ, ଭୋଜନ ଆଦି ତିଆରି କରିଥିଲେ । ଏଥିସହ ରଜ
Read More...

ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ ପାଳିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଫକୀରମୋହନଙ୍କ ଶ୍ରାଦ୍ଧବାର୍ଷିକୀ ପାଳନୋତ୍ସବ କାର୍ଯ୍ୟକ୍ରମ ୨୧୭, ବସନ୍ତ ନିବାସ, କେଦାର ଗୌରୀ ରୋଡରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଫକୀରମୋହନ ସେନାପତିଙ୍କ ଅଣନାତୁଣୀ ତଥା ଫାଉଣ୍ଡେସନର ପ୍ରତିଷ୍ଠାତ୍ରୀ ମ୍ୟାନେଜିଂ ଟ୍ରଷ୍ଟି ଡ.ମନିକା ଦାସ
Read More...

ଅର୍ବାନ ବ୍ୟାଙ୍କ ନିର୍ବାଚନରେ ମିଳିତ ମଂଚର ପଲ୍ଲାଭାରୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଆଉ ମାତ୍ର ଦୁଇଟା ଦିନପରେ ରାଉରକେଲା ଅର୍ବାନ ବ୍ୟାଙ୍କ ନିର୍ବାଚନ । ଏହି ନିର୍ବାଚନରେ ବିଜେଡି ବିଭକ୍ତ ହୋଇଥିବା ବେଳେ ମିଳିତ ମଂଚ ପ୍ୟାନେଲର ପଲ୍ଲା ଭାରି ଥିବା ଆକଳନ କରାଯାଇଛି । ନିର୍ବାଚନ ପ୍ରକ୍ରିୟାରେ ଗୋଟିଏ ପ୍ୟାନେଲରେ ଆଦିତ୍ୟ ମହାପାତ୍ର ସଭାପତି
Read More...

ବ୍ୟବସାୟୀଙ୍କୁ ଅପହରଣ କରିବା ଘଟଣାରେ ୨ ଗିରଫ : ମୁଖ୍ୟ ଅଭିଯୁକ୍ତ ଫେରାର

କୋରାପୁଟ : ବ୍ୟବସାୟୀଙ୍କୁ ଅପହରଣ କରିବା ଘଟଣାରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ତେବେ ମୁଖ୍ୟ ଅଭିଯୁକ୍ତ ଜଣକ ଫେରାର ଥିବା ସୂଚନା ରହିଛି । ଗିରଫ ୨ ଯୁବକ ବିମଳ ଓ ସରୋଜ ବୋଲି ଜଣାପଡିଛି । ସୂଚନା ଅନୁସାରେ ମହାରାଷ୍ଟ୍ରରୁ ବ୍ୟବସାୟ କରିବା ନେଇ କୋରାପୁଟ ଆସିଥିଲେ ଗୋଟିଏ
Read More...

ଓଲଟିଲା ଧାନ ବୋଝେଇ ଟ୍ରକ

ବିନିକା : ଓଲଟିଲା ଧାନ ବୋଝେଇ ଟ୍ରକ । ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ ନିକଟ ସମ୍ବଲପୁର ସୁବର୍ଣ୍ଣପୁର ମୁଖ୍ୟ ରାସ୍ତାର ବିଶାଳପାଲି ଆମ୍ବତୋଟା ନିକଟରେ ଟ୍ରକ ଭାରସାମ୍ୟ ହରାଇ ରାସ୍ତା କଡର ଏକ ଗଛକୁ ଧକ୍କା ଦେଇଥିଲା । ଏଥିରେ ଟ୍ରକର ଡ୍ରାଇଭର ଗୁରୁତର ହୋଇ ବିନିକା ଡାକ୍ତରଖାନାରେ
Read More...

୨୧ ଗ୍ରାମ ବ୍ରାଉନସୁଗାର ଜବତ

ଖୋର୍ଦ୍ଧା : ୨୧ ଗ୍ରାମ ବ୍ରାଉନସୁଗାର ଜବତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଗୁରୁଜଙ୍ଗ ନନ୍ଦ ସାହିର ନୃସିଂହ ସିଂହଙ୍କ ଘରେ ଆଦର୍ଶ ପୋଲିସ ଚଢାଉ କରି ୨୧ ଗ୍ରାମର ବ୍ରାଉନସୁଗାର ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିଛି । ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି । ଏଥିସହ ପୋଲିସ ନଗଦ ୨୫
Read More...