Monthly Archives

June 2022

ସିକାଛିଡ଼ା ଛକ ନିକଟରେ ୨ ବାଇକ ମୁହାଁମୁହିଁ ଧକ୍କା : ଦୁଇ ମୃତ, ଦୁଇ ଗୁରୁତର

ଦେଓଗାଁ, (ମନୀଷ କୁମାର ସାହୁ) : ଶନିବାର ସନ୍ଧ୍ୟାରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ଅନ୍ତର୍ଗତ କୁଡ଼ାସିଂହା - ସିନଖମନ ରାସ୍ତାର ସିକାଛିଡ଼ା ଛକରେ ଦୁଇ ବାଇକ ମୁହାଁମୁହିଁ ଧକ୍କା ହେବାରୁ ଘଟଣାସ୍ଥଳରେ ଦୁଇଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇଜଣ ଗୁରୁତର ହୋଇ ଭୀମଭୋଇ ମେଡ଼ିକାଲ କଲେଜ
Read More...

ଗୋବରା ଗାଁରେ ଶ୍ରୀ ଶନିଶ୍ଚରଙ୍କ ନୂତନ ବିଗ୍ରହ ପ୍ରତିଷ୍ଠା ଉତ୍ସବ

ଗୁରୁଡିଝାଟିଆ : ଗୁରୁଡିଝାଟିଆ ଥାନା ଅନ୍ତର୍ଗତ ଗୋବରା ଗାଁରେ ଶ୍ରୀ ଶନିଶ୍ଚରଙ୍କ ବିଗ୍ରହ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଛି । ଏଥିପାଇଁ ଯଜ୍ଞ ଅନୁଷ୍ଠିତ ହୋଇଥିଲା । ଜୁନ ୨୧ ତାରିଖରୁ ଅନୁଷ୍ଠିତ ହେଉଥିବା ଏହି ଉତ୍ସବ ୨୪ ତାରିଖ ଦିନ ସମାପନ ହୋଇଛି । ଏହି ଅବସରରେ କଳସ ଶୋଭାଯାତ୍ରା ଓ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ପଡ଼ି ରହିଥିବା ଟିଏମ୍‌ଟି ମେସିନ କାର୍ଯ୍ୟକ୍ଷମ ନେଇ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ଓ ହପିଟାଲରେ ୨୦୧୮ରୁ କିଣାଯାଇ ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇ ପାରିନଥିବା 'ଟ୍ରେଡମିଲ ଟେଷ୍ଟ ମେସିନ' ଯୋଗୁଁ ବାହାରୁ ରୋଗୀମାନେ ଅଧିକ ଖର୍ଚ୍ଚ କରି ଏହି ଟେଷ୍ଟ କରୁଥିବାରୁ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ବୈଠକରେ
Read More...

ସୁସ୍ଥ ହେଲେ ମହାପ୍ରଭୁ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଶ୍ରୀ ମନ୍ଦିରରେ ଶନିବାର ପାରମ୍ପରିକ ରୀତି ମତେ ରାଜପ୍ରସାଦ ବିଜେ ନୀତି ଅନୁଷ୍ଠିତ ହୋଇଯାଇଛି । ଅଣସର ଘରେ ଚତୁର୍ଦ୍ଧାମୂର୍ତ୍ତି ଏବେ ସୁସ୍ଥ ହୋଇଛନ୍ତି ବୋଲି ମହାପ୍ରଭୁଙ୍କ ସେବାରେ ବ୍ରତୀଥିବା ଦଇତାପତି ସେବକମାନେ ଗଜପତି ମହାରାଜାଙ୍କୁ ଜଣାଇଛନ୍ତି ।
Read More...

ଆସନ୍ତା ୨୯ରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟର ସାଂପ୍ରତିକ ରାଜନୈତିକ ଓ ସାମାଜିକ ପ୍ରସଙ୍ଗକୁ ନେଇ ଆସନ୍ତା ୨୯ତାରିଖରେ ବିଜେପିର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହେବ । ଗୁରୁତ୍ୱପୂର୍ଣ୍ଣ ରାଜ୍ୟ ପଦାଧିକାରୀ, ଜିଲ୍ଲା ସଭାପତି ଓ ପ୍ରଭାରୀ ବୈଠକ ଆସନ୍ତା ୨୮ତାରିଖ ଅପରାହ୍ନରେ ରାଜ୍ୟ
Read More...

ପଣ୍ୟ କାରବାର କ୍ଷେତ୍ରରେ ପାରାଦ୍ୱୀପ ବନ୍ଦରର ଆଉ ଏକ ସଫଳତା

ଭୁବନେଶ୍ୱରର, (ସୁଶାନ୍ତ ସାହୁ) : ପାରାଦ୍ୱୀପ ବନ୍ଦର ପଣ୍ୟ କାରବାର କ୍ଷେତ୍ରରେ ଆଉ ଏକ ସଫଳତା ହାସଲ କରିଛି । ଗତକାଲି ବନ୍ଦର ଇତିହାସରେ ସର୍ବବୃହତ୍‍ ପଣ୍ୟବାହୀ ଜାହାଜରେ ୧ ଲକ୍ଷ ୪୬ ହଜାର ୫୬୫ ମେଟ୍ରିକ୍‍ ଟନ୍‍ ଲୁହାପଥର ବୋଝେଇ ହୋଇଛି । ଏହି ଜାହାଜର ନାମ ହେଉଛି ଏମ୍‍.ଭି. କେପେରାୟ ।
Read More...

ଶେଷ ପର୍ଯ୍ୟାୟରେ ରଥ ନିର୍ମାଣ କାର୍ଯ୍ୟ

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥଖଳାଠାରେ ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଏବେ ଶେଷ ପର୍ୟ୍ୟାୟରେ ପହଞ୍ଚିଛି । ରଥର ପୋଟଳ ତିଆରି ପରେ ନବ ନିର୍ମିତ ରଥରେ ଏବେ ପାରାଭାଡି ଟେକା ଯାଇଛି । ଏହାପରେ ତିନି ରଥରେ କଳସ ଲାଗିବ । ମହାରଣା, ରୂପକାର, ଚିତ୍ରକାର ଓ
Read More...

କବିତା ସଂକଳନ ‘ଅନ୍ତିମ ଅଭିଳାଷ’ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଲେଖିକା ବୁନି ତ୍ରିପାଠୀଙ୍କ କବିତା ସଂକଳନ 'ଅନ୍ତିମ ଅଭିଳାଷ' ଏବଂ କୌଶଲ୍ୟା ସାହିତ୍ୟ ସଂସଦ ପରିଷଦ ପକ୍ଷରୁ ପ୍ରକାଶିତ ତ୍ରୟୋମାସିକ ସାହିତ୍ୟ ପତ୍ରିକା 'ବୋଉ' ସ୍ଥାନୀୟ ୟୁନିଟ୍-୯ସ୍ଥିତ ଜନକଲ୍ୟାଣ ଭବନଠାରେ ଲୋକାର୍ପିତ ହୋଇଯାଇଛି । ସହିଦ୍ ରଘୁ-ଦିବାକର
Read More...

ଦୁର୍ଘଟଣା ଗ୍ରସ୍ତ ହେଲଶ ଜନନୀ ଏକ୍ସପ୍ରେସ : ଅଳ୍ପକେ ବର୍ତ୍ତିଲେ ଚାଳକ

ମୋହନା : ଜନନୀ ଏକ୍ସପ୍ରେସ ଆମ୍ପୁଲାନ୍ସ ଦୁର୍ଘଟଣା ଗ୍ରସ୍ତ ହୋଇ ଭାଙ୍ଗିରୁଜି ଯାଇଥିଲେ ମଧ୍ୟ ଘଟଣା ସ୍ଥଳରେ ଅଳ୍ପକେ ବର୍ତ୍ତିଯାଇଥିଲେ ଚାଳକ । ସୂଚନା ଅନୁସାରେ ରାୟଗଡ଼ା ଜିଲ୍ଲା ଚନ୍ଦ୍ରପୁର ବ୍ଲକରୁ ସରକାରୀ ଜନନୀ ଏକ୍ସପ୍ରେସ (୧୦୨) ବ୍ରହ୍ମପୁରରୁ ଗାଡି କାମ ସାରି ଫେରୁଥିବା ବେଳେ ରାମଗଡ
Read More...

ଭିନ୍ନକ୍ଷମଙ୍କୁ ମିଳିଲା ହୁଇଲ ଚେୟାର

ପାପଡାହାଣ୍ଡି : ପାପଡାହାଣ୍ଡି ବ୍ଲକ ଉପାଧକ୍ଷ ସୁଶାନ୍ତ କୁମାର ବେହେରା ଭିନ୍ନକ୍ଷମଙ୍କୁ ହୁଇଲ ଚେୟାର ପ୍ରଦାନ କରିଥିବା ସୂଚନା ମିଳିଛି । ସୂଚନା ମୁତାବକ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ସେମଳା ପଞ୍ଚାୟତର ଦଶରୀ ବିନ୍ଧାଣି ଦୁଇ ବର୍ଷରୁ ଅଧିକ ସମୟ ହେବ ପକ୍ଷାଘାତ ରୋଗରେ ପୀଡିତ
Read More...