ଭୁଶୁଡ଼ିଲା ୪ ମହଲା କୋଠା, ୧ ମୃତ
ମୁମ୍ବାଇ : ମୁମ୍ବାଇସ୍ଥିତ କୁର୍ଲାର ନାଇକ୍ ନଗରରେ ଭୁଶୁଡିଲା ଚାରି ମହଲା କୋଠା । କୁହାଯାଉଛି କି ଏହି କୋଠାରେ ପାଖାପାଖି ୨୧ଜଣ ଲୋକ ଥିଲେ । ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳୁଛି । ବିଏମସିର ବିପର୍ଯ୍ୟୟ ବିଭାଗ ଅନୁଯାୟୀ ପାଖାପାଖି ୧୨ଜଣ ଲୋକଙ୍କୁ ଘଟଣାସ୍ଥଳରୁ ସୁରକ୍ଷିତ!-->…
Read More...
Read More...