ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସଂଗଠନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ
ବଲାଙ୍ଗିର, (କେପିଏନ୍ଏସ୍) : ଶିବତଲା ହରଗୌରୀ ସୌନ୍ଦର୍ଯ୍ୟକରଣ ସଂଗଠନ ତରଫରୁ ଏବଂ ଦିବ୍ୟ ଜ୍ୟୋତି ଜାଗୃତି ଯୋଗ ସଂଗଠନରର ଯୋଗ ପ୍ରଶିକ୍ଷକ ଅରୁଣ କୁମାର ଯୋଶୀଙ୍କ ଦ୍ଵାରା ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ ହୋଇଯାଇଛି । ଉକ୍ତ ଯୋଗ ଦିବସ ଅବସରରେ ଆନ୍ତର୍ଜାତୀୟ ପ୍ରୋଟୋକଲ ଅନୁଯାୟୀ ସମସ୍ତ!-->…
Read More...
Read More...