Daily Archives

କେନାଲ ଭିତରକୁ ଖସିପଡ଼ି ବାଇକ୍ ଆରୋହୀ ମୃତ

ସାଲେପୁର : କଟକ ଜିଲ୍ଲା ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଭାରସାମ୍ୟ ହରାଇ କେନାଲ ଭିତରକୁ ବାଇକ୍ ଆରୋହୀ ଖସିପଡ଼ିବା ଫଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ସୂଚନାନୁଯାୟୀ, ସାଲେପୁର ଶିଶୁଆ ହରିଚନ୍ଦନପୁର ବ୍ୟାରେଜ ନିକଟରେ ଗତକାଲି ବିଳମ୍ବିତ ରାତିରେ ଜଣେ ବାଇକ୍ ଆରୋହୀ
Read More...

କୂଅ ଭିତରକୁ ଖସିପଡ଼ିଥିବା ବାରହାକୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ

କାମାକ୍ଷାନଗର : ଢେଙ୍କାନାଳ ବନଖଣ୍ଡ କାମାକ୍ଷାନଗର ପଶ୍ଚିମାଞ୍ଚଳ ରେଞ୍ଜ କାନପୁରା ଗାଁରେ କୂଅ ଭିତରକୁ ଖସିପଡ଼ିଥିବା ବାରହା ଉଦ୍ଧାର ହୋଇଛି । ସୂଚନା ଅନୁସାରେ ବାରହାଟି ଖାଦ୍ୟ ଅନ୍ଵେଷଣରେ କାନପୁରା ଗାଁ ଭିତରକୁ ଆସିଥିଲା । ଏହି ସମୟରେ ଗ୍ରାମର ସପନି ମହାଳିକଙ୍କର ବାଡିରେ ଥିବା କୂଅ
Read More...

କର୍ମଚାରୀ ରାଜ୍ୟ ବୀମା ନିଗମର ପଶ୍ଚିମ ଓଡ଼ିଶା ଓ ଇଏସ୍‌ଆଇସି ମଡେଲ୍ ହସପିଟାଲ, ରାଉରକେଲା ପ୍ରତି ଉଦ୍ଦେଶ୍ୟମୂଳକ…

ରାଉରକେଲା, (ସସ୍ମିତା ପ୍ରଧାନ) : ହିନ୍ଦ୍ ମଜଦୂର ସଭା ସହବନ୍ଧିତ ସୁନ୍ଦରଗଡ ଜିଲ୍ଲା ଶିଳ୍ପାଞ୍ଚଳ ଶ୍ରମିକ ସଭା ଆୟୋଜନ କ୍ରମେ ଏକ ସାମ୍ୱାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । କାରଣ ଗତ ୧୯ ବର୍ଷ ପୂର୍ବେ ଅର୍ଥାତ୍ ତା ୧.୫.୨୦୦୩ ମସିହାରେ ସାରା ଦେଶରେ ଇଏସ୍‌ଆଇସି ମଡେଲ୍ ହସପିଟାଲ ସମସ୍ତ
Read More...

ଘୋରଡିଆ ଗ୍ରାମରେ ଶ୍ରୀ ପତିତପାବନ ଜୀଉଙ୍କ ସ୍ନାନ ଏବଂ ଗଜାନନ ବେଶ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅବସରରେ ପୁରୀଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘୋରଡିଆ ଗ୍ରାମର ପ୍ରତିଷ୍ଠିତ ଆରାଧ୍ୟ ଦେବତା ଶ୍ରୀ ଶ୍ରୀ ପତିତପାବନ ଦେବଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହୋଇଯାଇଛି । ପ୍ରଭାତରୁ ମଙ୍ଗଳ ଆରତୀ ସହ ସମସ୍ତ
Read More...

୨୮ତମ ରାଜ୍ୟସ୍ତରୀୟ ଉସୁ ଚାମ୍ପିଅନସିପ୍‌ରେ ପୁରୀ ଜିଲ୍ଲାକୁ ମିଳିଲା ବଡ଼ ସଫଳତା

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଭୁବନେଶ୍ୱର, ପୂମା ସ୍ପୋର୍ଟସ କମ୍ପଲେକ୍ସଠାରେ ଗତ ୧୦, ୧୧, ୧୨ ତାରିଖ ତିନି ଦିନ ପର୍ଯ୍ୟନ୍ତ ଚାମ୍ପିଅନ୍‌ସିପ୍‌ ଅନୁଷ୍ଠିତ ହୋଇଥିଲା । ଏହି ଚାମ୍ପିଅନ୍‌ସିପ୍‌ରେ ପୁରୀର ଫାଇଟରମାନେ ଉଚ୍ଚ କୋଟିର ଖେଳ ପ୍ରଦର୍ଶନୀ କରି ଜିଲ୍ଲା ପାଇଁ ଦୁଇଟି
Read More...

ଜୀବନ ଜିନ୍ଦାବାଦ : ଉଦ୍ଧାର ହେଲା ରାହୁଲ, ଦୀର୍ଘ ୮୦ ଘଂଟାର ଖନନ ପ୍ରକ୍ରିୟା ପରେ ମିଳିଲା ସଫଳତା

ରାୟପୁର : ଜୀବନ ଜିନ୍ଦାବାଦ । ଉଦ୍ଧାର ହେଲା ରାହୁଲ । ଦୀର୍ଘ ୮୦ ଘଂଟାର ଖନନ ପ୍ରକ୍ରିୟା ପରେ ମିଳିଲା ସଫଳତା । ଦୀର୍ଘ ୫ ଦିନ, ୪ ରାତି ବୋରୱେଲର ସଂକୀର୍ଣ୍ଣ ଗାତ ଭିତରେ ଫସିଥିବା ରାହୁଲ ଗତ ବିଳମ୍ବିତ ରାତିରେ ଉଦ୍ଧାର ହେଲା । ବୋରୱେଲର ଗାତରେ ଦୀର୍ଘ ୧୦୫ ଘଣ୍ଟା କାଳ ମରଣ ସହ ସଂଘର୍ଷ
Read More...

ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ : ୧୦ ଥାନାରେ ଅଟକ

ପୋଲିସ ମୁତୟନ କରିବାକୁ ପର୍ଯ୍ୟଟକ ମାନଙ୍କ ସହ ସର୍ବ ସାଧାରଣରେ ଦାବୀ ପାଟଣାଗଡ଼, (ଗୋରେଖନାଥ ବରିହା) : ପୂଣ୍ୟତୀର୍ଥ ହରିଶଙ୍କର ପୀଠରେ ମଦ ପିଇବାକୁ ବାରଣ କରିବାରୁ ଗଣ୍ଡଗୋଳ ହୋଇଥିବା ଖବର ମିଳିଛି । ସୂଚନା ଅନୁସାରେ ମଙ୍ଗଳବାର ମଧ୍ୟାହ୍ନରେ କିଛି ଯୁବକ ଝରଣା କୂଳରେ ମଦ ପିଉଥିବା ବେଳେ
Read More...

ହରିଶଙ୍କରରେ ନୂତନ କାର୍ଯ୍ୟକାରୀ ଶିକ୍ଷକ ସଂଘ ଗଠିତ

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ବ୍ଳକର ସମସ୍ତ ପ୍ରାଥମିକ ବିଦ୍ୟାଳୟର ଲେଭେଲ ୫ମ ଏକ୍ସ କ୍ୟାଡର ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ଏକ ଜରୁରୀକାଳୀନ ବୈଠକ ହରିଶଙ୍କର ସ୍ଥିତ କୌଲାସ କୁଞ୍ଜର ଆମ୍ବ ତୋଟା ଠାରେ ଅନୁଷ୍ଠିତ ହୋଇଯାଇଛି । ଶିକ୍ଷକ ମୋତିଲାଲ ତାଣ୍ଡିଙ୍କ ଅଧ୍ୟକ୍ଷତାରେ
Read More...

ଟିବି ଚମ୍ପିୟାନ ମାନଙ୍କର ଦୁଇ ଦିନିଆ ତାଲିମ ଶିବିର

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ସହରର ବୈକୁଣ୍ଠନଗର ଆର୍ବନ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର (ମେଡ଼ିକାଲ)ରେ ଆୟାଜନ ହୋଇଥିବା ଟିବି ଚାମ୍ପିୟାନମାନଙ୍କର ଦୁଇ ଦିନିଆ ତାଲିମ ଶିବିର ଗତ ମଙ୍ଗଳବାର ଆୟୋଜିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା
Read More...

ଓଡ଼ିଆ ଭାଷା ବିକାଶ ମଞ୍ଚର ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଞ୍ଚ ପ୍ରଗତିଶୀଳ ସାହିତ୍ୟ ଅନୁଷ୍ଠାନ ଆନୁକୂଲ୍ୟରେ ବ୍ୟାସକବି ଫକୀରମୋହନ ସେନାପତିଙ୍କ ତିରୋଧାନ ଦିବସ ସେକ୍ଟର ୭ ସ୍ଥିତ କମ୍ୟୁନିଟି ସେଣ୍ଟର ସମ୍ମୁଖରେ ଥିବା ପ୍ରତିମୂର୍ତ୍ତି ନିକଟରେ ଭାଷା ବିକାଶ ମଞ୍ଚର ସାଧାରଣ ସମ୍ପାଦକ
Read More...