ରଥଖଳାରେ ସରିଲା ଗୟଳ ମୋଡ଼ା, ଆଜି ଯୋକା ବୁଲିବ
ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ରଥ ନିର୍ମାଣ କାମ ଏବେ ଜୋର ଧରିଛି । ରବିିବାର ରଥରେ ଗୟଳ ମୋଡ଼ା କାର୍ଯ୍ୟ ସରିଛି । ରଥଖଳାରେ ଦୁଆରଘଡ଼ା କାମ ଆରମ୍ଭ ହୋଇଛି । ଅଂଳା କାମ ଆରମ୍ଭ କରିଛନ୍ତି ବିଶ୍ୱକର୍ମା । ଚନ୍ଦ୍ରଶାଳିରେ ଲାଗିଥାଏ ଅଂଳା । ଦୁଆରଘଡ଼ାର ଉପରଅଂଶ ଚନ୍ଦ୍ରଶାଳି । ତିନି ରଥର!-->…
Read More...
Read More...