୧୯୬ ବୋତଲ ନକଲି ବିଦେଶୀ ମଦ ଜବତ : ବିଦେଶୀ ମଦ ଦୋକାନରେ କାମ କରୁଥିବା ୨ କର୍ମଚାରୀ ଗିରଫ
ପାଟଣାଗଡ଼, (ଗୋରେଖନାଥ ବରିହା) : ଅବକାରୀ ଗୋଇନ୍ଦା ବିଭାଗ ସମ୍ବଲପୁର ଓ ପାଟଣାଗଡ଼ ଅବକାରୀ ବିଭାଗର ମିଳିତ ଭାବେ ଚଢ଼ଉ କରି ବିପୁଳ ପରିମାଣରେ ନକଲି ବିଦେଶୀ ମଦ ଜବତ କରିବା ସହ ୨ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ଦ୍ୱୟ ହେଲେ ରାମବ୍ରତ ସାହୁ ଓ ଗୌତମ ମହନ୍ତ । ମିଳିଥିବା ରିପୋର୍ଟ!-->…
Read More...
Read More...