Monthly Archives

May 2022

ଭୁସଲାଡ଼ରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ବଙ୍ଗୋମୁଣ୍ଡା, (ଅର୍ଜୁନ କୁମାର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଭୁସଲାଡ଼ ଗ୍ରାମରେ ଥିବା ଭୀମ ଭୋଇ ହାଇସ୍କୁଲଠାରେ ଆଜି ସେବା ଜଗତ ଅନୁଷ୍ଠାନ ଓ ଜାତୀୟ ସ୍ୱାସ୍ଥ୍ୟ ମିଶନ ପକ୍ଷରୁ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି
Read More...

କାଳବୈଶାଖୀ ମାଡ଼ରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଶନିବାର ଅପରାହ୍ନରେ ହଠାତ୍‌ କାଳବୈଶାଖୀ ଆସି ପ୍ରାୟ ୪୦ / ୫୦ କିମି ବେଗରେ ଝଡ଼ ପବନ ବୋହିବା ଫଳରେ ଛତ୍ରପୁର ଅଞ୍ଚଳରେ ଆଂଶିକ କ୍ଷୟକ୍ଷତି ହୋଇଯାଇଛି । ଛତ୍ରପୁର ସହରାଞ୍ଚଳରେ ଗଛଡାଳ ଭାଙ୍ଗି ବିଭିନ୍ନ ସ୍ଥାନରେ ବିଦ୍ୟୁତ ତାରଛିଣ୍ଡି ଦୀର୍ଘ ସମୟ
Read More...

କଣ୍ଟାମାଳରେ ଲୋକ କଳା ମହୋତ୍ସବର ପ୍ରସ୍ତୁତି ବୈଠକ

ଜୁନ ୧୩, ୧୪ ଓ ୧୫ରେ ହେବ ମହୋତ୍ସବ କଣ୍ଟାମାଳ, (ବଂଶୀଧର ମାଝୀ) : ବୌଦ୍ଧ ଜିଲ୍ଲା କଣ୍ଟାମାଳଠାରେ ଆୟୋଜିତ ହେଉଥିବା ୧୭ତମ ଲୋକ କଳା ମହୋତ୍ସବ-୨୦୨୨ ପାଇଁ ଏକ ପ୍ରସ୍ତୁତି ବୈଠକ ଗତକାଲି ସ୍ଥାନୀୟ ସାମ୍ବାଦିକ ଭବନରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜକ ପ୍ରଗତିର ସଭାପତି ଦିବ୍ୟଶଙ୍କର ରାଉତଙ୍କ
Read More...

ଛତ୍ରପୁରଠାରେ ଗଞ୍ଜାମ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦ୍‌ଘାଟିତ

ବ୍ରହ୍ମପୁର, ( କେ.ସତ୍ୟନାରାୟଣ ରେଡ୍ଡୀ ) : ଗଞ୍ଜାମ ଜିଲ୍ଲା ଟାଏକୋଣ୍ଡୋ ଆସୋସିଏସନ ଆନୁକୂଲ୍ୟରେ ଛତ୍ରପୁର ଷ୍ଟାଡିୟମସ୍ଥ ଇନଡୋର ହଲରେ ଜିଲ୍ଲାସ୍ତରୀୟ ଟାଏକୋଣ୍ଡୋ ପ୍ରତିଯୋଗିତା ଉଦଘାଟିତ ହୋଇଯାଇଛି ।ଏହା ଅଷ୍ଟମ-କ୍ୟୁରୋଗୀ ଓ ସପ୍ତମ-ପୁମସେ ନାମରେ ଜିଲ୍ଲାସ୍ତରୀୟ ଏକ ଶାରୀରିକ
Read More...

ଆଞ୍ଚଳିକ କୌଶଳ ବିକାଶ ଓ ଔଦ୍ୟୋଗିକତା ନିର୍ଦ୍ଦେଶାଳୟ(ଆରଡିଏସଡିଇ) ଓଡିଶା ପକ୍ଷରୁ ଭୁବନେଶ୍ୱରଠାରେ ଶିକ୍ଷାନବୀନ…

• ଶିକ୍ଷାନବୀଶ ଆଇନରେ ହୋଇଥିବା ସର୍ବଶ୍ରେଷ୍ଠ ସଂସ୍କାର ନେଇ ସଚେତନତା ସୃଷ୍ଟି ପାଇଁ କର୍ମଶାଳାରେ ଗୁରୁତ୍ୱ• ୧୫୦ରୁ ଅଧିକ ବିଭିନ୍ନ ସଂସ୍କାର ଅଂଶଗ୍ରହଣକାରୀ, ରାଜ୍ୟ ଶିକ୍ଷାନବୀଶ ପରାମର୍ଶଦାତା, କ୍ଷେତ୍ରକୌଶଳ ପରିଷଦ, ଆରଡିଏସଡିଇ ଏବଂ ତୃତୀୟ ପକ୍ଷ ଆଗ୍ରୀଗେଟର(ଦକ୍ଷିଣାଞ୍ଚଳ) କର୍ମଶାଳାରେ
Read More...

ଇ-କମର୍ସ ୱେବ ସାଇଟରେ ନକଲି ରିଭ୍ୟୁ ଯାଞ୍ଚ କରିବାକୁ କେନ୍ଦ୍ର ଏକ ଢାଞ୍ଚା ବିକାଶ କରିବ

ନକଲି ଏବଂ ଜାଲିଆତିମୂଳକ ଅନ୍‌ଲାଇନ୍‌ ରିଭ୍ୟୁ କାରଣରୁ ଉପୁଜୁଥିବା ସମସ୍ୟା ଉପରେ ଆଲୋଚନା ପାଇଁ ଖାଉଟି ବ୍ୟାପାର ବିଭାଗ ହିତାଧିକାରୀମାନଙ୍କ ସହିତ ଏକ ବୈଠକ କରିଛି ନୂଆଦିଲ୍ଲୀ, (ପିଆଇବି) : ଇ-କମର୍ସ ୱେବ ସାଇଟରେ ନକଲି ସମୀକ୍ଷା ଉପରେ ନଜର ରଖିବା ପାଇଁ କେନ୍ଦ୍ର ଏକ ଢ଼ାଞ୍ଚାର ବିକାଶ
Read More...

ଖପ୍ରାଖୋଲ ସରକାରୀ ନୋଡାଲ ହାଇସ୍କୁଲରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ

ପାଟଣାଗଡ଼, (ଗୋରେଖନାଥ ବରିହା ) : ପାଟଣାଗଡ଼ ଉପଖଣ୍ଡ ଖପ୍ରାଖୋଲ ବ୍ଲକ ସ୍ଥାନୀୟ ସରକାରୀ ନୋଡାଲ ହାଇସ୍କୁଲ ପରିସରରେ ବିଶ୍ୱ ଋତୁସ୍ରାବ ସ୍ୱଚ୍ଛତା ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ଆର.ବି.ଏସ୍‌.କେ ଏମୋ ମଧୁମିତା ମେହେର ମାସିକ ଋତୁସ୍ରାବରେ ନିଜକୁ ସ୍ୱଚ୍ଛତା କିପରି ରଖିବା ତା ଉପରେ
Read More...

ପ୍ରଥମ ଥର ପାଇଁ ଛୋଟ ପିଲାମାନେ ମୁମ୍ବାଇ ଅନ୍ତର୍ଜାତୀୟ ଫିଲ୍ମ ମହୋତ୍ସବରେ ଭାଗ ନେବେ

ଆନିମେସନ୍ ଫିଲ୍ମ ‘ରାମାୟଣ: ଦି ଲିଜେଣ୍ଡ ଅଫ୍ ପ୍ରିନ୍ସ ରାମ'ଏବଂ ‘ମାଇଟି ଲିଟଲ୍ ଭୀମ: ଆଇ ଲଭ୍ ତାଜମହଲ୍‌'ପିଲା ମାନଙ୍କ ନିମନ୍ତେ ମାଗଣାରେ ପ୍ରଦର୍ଶିତ ହେବ ମୁମ୍ବାଇ, (ପିଆଇବି) : ଯେତେବେଳେ ଆମେ ସିନେମାର ଅସୀମ ଆନନ୍ଦର ଖୁସି ମନାଉଛୁ, ସେତେବେଳେ ଆମେ ଆମର ଯୁବ ସୃଜନଶୀଳ ମସ୍ତିଷ୍କ
Read More...

ସଡକ ଦୁର୍ଘଟଣା, ୨ ଆହତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ବରତୁଣ୍ତା ମୁଖ୍ୟଛକଠାରେ ଦୁଇଟି ବାଇକ ମଧ୍ୟରେ ଧକ୍କା ହେବା ଫଳରେ ଦୁଇ ଜଣ ଗୁୁରୁତର ଆହତ ହୋଇଥିବା ଜଣାପଡିଛି । ଆହତ ଦୁଇଜଣ ପାଇକମାଲ ପଟରୁ ଆସୁଥିବା ଝାରବନ୍ଧ ବ୍ଲକ ତୁର୍ଲା ଗ୍ରାମର ଯେମନ୍ତ ମାଝୀ ଓ ତାଙ୍କ ଧର୍ମପତ୍ନୀ
Read More...

ରେଡକ୍ରସ ସୋସାଇଟି ତରଫରୁ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହଠାରେ ହାଇଜେନିକ୍‌ କିଟ୍‌ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ରେଡକ୍ରସ ସୋସାଇଟି ଓଡିଶା ରାଜ୍ୟ ଶାଖାର ସହଯୋଗ କ୍ରମେ ବଲାଙ୍ଗିର ଜିଲ୍ଲା ରେଡକ୍ରସ ସୋସାଇଟି ତରଫରୁ ବଲାଙ୍ଗିର ସହର ସ୍ଥିତ ସ୍ୱାଧାର ଆଶ୍ରୟ ଓ ପୁନର୍ବାସ ଗୃହ ଅନ୍ତେବାସୀଙ୍କୁ ହାଇଜେନିକ୍‌ କିଟ୍‌ ବଣ୍ଟନ କରାଯାଇଛି । ଜିଲ୍ଲା ଜରୁରିକାଳୀନ
Read More...