Daily Archives

ଅଟୋ -ଟ୍ରକ ମୁହାଁ ମୁହିଁ ଧକ୍କା, ୨ମୃତ

କୋରାପୁଟ : କୋରାପୁଟ- ଦୟାନିଧୀ ଗୁଡା ନିକଟରେ ଅଟୋ ସହ ଟ୍ରକ ମୁହାଁ ମୁହିଁ ଧକ୍କା ହୋଇ ୨ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୮ଜଣ ଆହତ ହୋଇଛନ୍ତି । ଗୁରୁତରଙ୍କୁ ସହିଦ ଲକ୍ଷ୍ମଣ ନାୟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସୂଚନା ଅନୁସାରେ ୧୨ ଜଣ ଯାତ୍ରୀ ମୁଲ ମଜୁରୀ ସାରି ଘର ବୁଟୁରୁଗୁଡାକୁ
Read More...

ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରେ ଚୋରି ଅଭିଯୋଗ

ଆନନ୍ଦପୁର : କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘଷିପୁରା ଥାନା ସୁଡୁସୁଡିଆରେ ଝରକା ଗ୍ରୀଲ୍ ଭାଙ୍ଗି ଶିକ୍ଷକଙ୍କ ଘରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି । ସୂଚନାନୁଯାୟୀ, ଶନିବାର ରାତିରେ ଘଷିପୁରା ଥାନା ସୁଡୁସୁଡିଆର ଜଣେ ଶିକ୍ଷକ ରଞ୍ଜନ କୁମାର ଘଡେଇଙ୍କ ଘରୁ ଲୁଟ୍ ହୋଇଛି । ରଞ୍ଜନଙ୍କ
Read More...

୪ କୁଇଣ୍ଟାଲ ଗଞ୍ଜେଇ ସହ ପିକ୍‌ଅପ୍‌ ଭ୍ୟାନ ଓ ବୋଲେରୋ ଜବତ ସହ ୧୦ ଗିରଫ

ଧର୍ମଗଡ : ନବରଙ୍ଗପୁର-କଳାହାଣ୍ଡି ସୀମାନ୍ତ ମହୁଲପାଟଣା ଘାଟି ଦେଇ ଗଞ୍ଜେଇ ଚୋରା ଚାଲାଣ କରୁଥିବାବେଳେ ଜୟପାଟଣା ପୁଲିସ ୧୦ଜଣଙ୍କୁ ଗିରଫ କରିଛି । ସେମାନଙ୍କ ଠାରୁ ୪ କୁଇଣ୍ଟାଲ ୨୯ କିଲୋ ଗଞ୍ଜେଇ ଜବତ କରିଛି । ପୁଲିସ ଠାରୁ ମିଳିଥିବା ସୂଚନା ଅନୁଯାୟୀ ଶୁକ୍ରବାର ରାତିରେ ମୁଖୀଗୁଡା
Read More...

ଗୋରୁ ବୋଝେଇ କଣ୍ଟେନର ଜବତ

ସୋର : ବାଲେଶ୍ଵର ଜିଲ୍ଲା ୧୬ ନମ୍ଵର ଜାତୀୟ ରାଜପଥ ବରଫ କଳ ନିକଟରୁ ଗୋରୁ ବୋଝେଇ କଣ୍ଟେନର ଜବତ କଲା ସିମୁଳିଆ ପୋଲିସ । ସୂଚନାନୁଯାୟୀ, ଶନିବାର ରାତିରେ ଖବର ପାଇ ସିମୁଳିଆ ପୋଲିସ ଏକ ଗୋରୁ ବୋଝେଇ କଣ୍ଟେନରର ପିଛା କରି ୧୬ ନମ୍ଵର ଜାତୀୟ ରାଜପଥ ସୋର ବରଫକଳ ନିକଟରେ ଜବତ କରିଛି । ଏହି
Read More...

ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବ୍ୟବହାରକୁ ବାଧ୍ୟତାମୂଳକ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଏଣିକି ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ ପ୍ଲେଟ୍ ବିନା କୌଣସି ଗାଡି ରାସ୍ତାରେ ଗଡି ପାରିବ ନାହିଁ । ୨୦୧୯ ମସିହାରୁ ପଞ୍ଜୀକୃତ ସମସ୍ତ ଗାଡିରେ ଏହି ନମ୍ବର ପ୍ଲେଟ୍‌ ରହିଥିବା ବେଳେ ପୁରୁଣା ଗାଡି ଗୁଡିକରେ ଏଭଳି ପ୍ଲେଟ୍ ନାହିଁ । ପୁରୁଣା ଗାଡିରେ ହାଇ
Read More...

୧୦ଟି ଜିଲ୍ଲାରେ ନିର୍ମିତ ହେବ ଟ୍ରକ୍ ଟର୍ମିନାଲ୍

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜପଥରେ ଅବୈଧ ପାର୍କିଂ ଉପରେ ଅଙ୍କୁଶ ଲଗାଇବା ତଥା ଦୁର୍ଘଟଣା ରୋକିବା ନିମନ୍ତେ ୧୦ଟି ଜିଲ୍ଲାରେ ନିର୍ମିତ ହେବ ଟ୍ରକ୍ ଟର୍ମିନାଲ୍ । ପ୍ରାଥମିକ ପର୍ଯ୍ୟାୟରେ କେନ୍ଦୁଝର, ମୟୁରଭଞ୍ଜ, ସୁନ୍ଦରଗଡ, ଅନୁଗୋଳ, ଝାରସୁଗୁଡ଼ା, ସମ୍ବଲପୁର, ଯାଜପୁର, ଭଦ୍ରକ, କଟକ,
Read More...

ସାମାଜିକ ଗଣମାଧ୍ୟମର ଉପଯୋଗ କରି ଜନ ସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବା ଉପରେ ଗୁରୁତ୍ୱ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗର ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସମ୍ମିଳନୀରେ ଯୋଗଦେଇ ବିଭାଗର ପ୍ରମୁଖ ଶାସନ ସଚିବ ବିଷ୍ଣୁପଦ ସେଠୀ, ସାମାଜିକ ଗଣମାଧ୍ୟମର ଉପଯୋଗ କରି ଜନ ସଚେତନତା ଓ ସୂଚନା ବ୍ୟବସ୍ଥାକୁ ବ୍ୟାପକ କରିବାକୁ ନିର୍ଦ୍ଦେଶ
Read More...

ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସରକାରୀ ସୂତ୍ରରେ କୁହାଯାଇଛି । ୦ରୁ ୧୮ ବର୍ଷ ବୟସ ମଧ୍ୟରେ ୧ ଜଣ ଚିହ୍ନଟ ହୋଇଥିବା ବେଳେ ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୬ ରହିଥିବା ବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୬ ଜଣ
Read More...

ସମାଜସେବୀଙ୍କ ହସ୍ତକ୍ଷେପ ପରେ ଅସହାୟ ଦିବ୍ୟାଙ୍ଗ ପିଣ୍ଟୁଙ୍କୁ ମିଳିଲା ଟ୍ରାଇ ସାଇକଲ

କୋକସରା : କୋକସରା ବ୍ଲକ କୋଉଡୋଳା ପଂଚାୟତ କାଉଡୋଳା ଗାଁର ରମାକାନ୍ତ ବେସ୍ରା ଓ ଶିବରାତ୍ରି ବେସ୍ରାଙ୍କ ପୁଅ ପିଣ୍ଟୁ ବେସ୍ରା ଦୀର୍ଘଦିନ ହେଲା ଦିବ୍ୟାଙ୍ଗ ହୋଇ ନିଜର ଭାରସାମ୍ୟ ହରାଇ ଘରୁ ବାହାରକୁ ଗୋଡ କାଢି ପାରୁନଥିଲେ । ଚାଲି ବୁଲି ନପାରି ବହୁତ ହଇରାଣ ହେଉଥିଲେ । ନିଜ ପୁଅର ସେବାକରି
Read More...

ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଭୋଜନ ଚାଉଳ ବୋଝେଇ ମିନିଟ୍ରକକୁ ଅଟକାଇଲା ପାଟଣାଗଡ଼ ପୋଲିସ

ପାଟଣାଗଡ଼, (ଗୋରେଖନାଥ ବରିହା) : ଦୃତ ଗତିରେ ଯାଉଥିବା ମଧ୍ୟାହ୍ନ ଚାଉଳ ବୋଝେଇ ମିନିଟ୍ରକ୍ ଓଆର୍‌-୦୨କ୍ୟୁ-୯୯୧୫କୁ ପାଟଣାଗଡ଼ ପୋଲିସ ଅଟକ ରଖିଥିବା ଜଣାପଡ଼ିଛି । ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗତ ଗୁରୁବାର ଅପରାହ୍ନ ୪ଟା ସମୟରେ ଉକ୍ତ ମିନିଟ୍ରକ୍‌ ଯୋଗୀମୁଣ୍ଡା ସ୍ଥିତ ଆର୍‌ଏମ୍‌ସିରୁ ଛୋଟ
Read More...