Daily Archives

ଜିଲ୍ଲା ପ୍ରଶାସନ ତରଫରୁ ରଥଯାତ୍ରା ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ବଲାଙ୍ଗିର ସହରରେ ଆସନ୍ତା ତା.୦୧/୦୫/୨୦୨୨ ଦିନ ରଥଯାତ୍ରା ଏବଂ ତା.୦୯/୦୫/୨୦୨୨ ଦିନ ବାହୁଡାଯାତ୍ରାର ସୁପରିଚାଳନା ସକାଶେ ତା.୨୭/୦୫/୨୦୨୨ ଅପରାହ୍ନ ଘ.୪.୩୦ମି. ରେ ବଲାଙ୍ଗିର ଜିଲ୍ଲାପାଳ ଚଞ୍ଚଳ ରାଣାଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ
Read More...

ମାଲବାହୀ ମିନି ଟ୍ରକ ଦୁର୍ଘଟଣା, ଜଣେ ଗୁରୁତର

ପାଟଣାଗଡ଼, (ଗୋରେଖନାଥ ବରିହା) : ଖପ୍ରାଖୋଲ ଥାନା ସ୍ଥାନୀୟ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ କାର୍ଯ୍ୟାଳୟ ସମ୍ମୁଖ ରାସ୍ତାରେ ଶୁକ୍ରବାର ଦିନ ଏକ ମାଲବାହି ମିନି ଟ୍ରକ ଭାରସାମ୍ୟ ହରାଇ ନିମ୍ବ ଗଛରେ ଧକ୍କା ହେବା ଫଳରେ ଜଣେ ଗୁରୁତର ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ମୁତାବକ ରାୟପୁର
Read More...

ଶକ୍ତି ମନ୍ତ୍ରୀଙ୍କ ସହ ତ୍ରିନିଦାଦ୍‌ ରାଷ୍ଟ୍ରଦୂତଙ୍କ ସୌଜନ୍ୟମୂଳକ ସାକ୍ଷାତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ତ୍ରିନିଦାଦ୍‌ରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ ଅରୁଣ କୁମାର ସାହୁ ଶକ୍ତି, ଶିଳ୍ପ, ଏମ୍‌ଏସ୍‌ଏମ୍‌ଇ, ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପଟେନ୍‌ ଦିବ୍ୟଶଙ୍କର ମିଶ୍ରଙ୍କୁ ତାଙ୍କ ସରକାରୀ ବାସ ଭବନରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ତାଙ୍କର ଏହି ସାକ୍ଷାତ
Read More...

ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ପାଳନ କରିବା ପାଇଁ ରାଜ୍ୟପାଳଙ୍କୁ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡ଼ିଶା ବିଶ୍ୱବିଦ୍ୟାଳୟ ସଂଶୋଧନ ଅଧିନିୟମ କ୍ରିୟାନ୍ୱୟନ ଉପରେ ମାନ୍ୟବର ସୁପ୍ରିମକୋର୍ଟ ରହିତାଦେଶ ଲଗାଇଛନ୍ତି । ଏହା ସତ୍ତ୍ୱେ ରାଜ୍ୟ ସରକାର ଶିକ୍ଷକ ନିଯୁକ୍ତି ନେଇ ପ୍ରକ୍ରିୟା ଆରମ୍ଭ କରିଛନ୍ତି । ଏହି ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ଚୂଡ଼ାନ୍ତ ରାୟ ନ
Read More...

ବିଳମ୍ବିତ ରାତିରେ ଗଛକୁ ପିଟିଲା ଟ୍ରକ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର-ସମ୍ବଲପୁର ରାସ୍ତାରେ ବିଳମ୍ବିତ ରାତିରେ ଏକ ଟ୍ରକ୍‌ (ୟୁପି ୭୦ ଏଫ୍‌ଟି ୩୦୪୨) ଭାରସାମ୍ୟ ହରାଇ ଏକ ବଡ ଗଛକୁ ପିଟି ଦେଇଛି । ଦୁର୍ଘଟଣାରେ କାହାରି କିଛି କ୍ଷତି ହୋଇନଥିବା ଜଣାପଡିଛି । କେବଳ ଗାଡି ସାମ୍ନା ପଟ ଚୂରମାର ହୋଇଯାଇଛି । ରାସ୍ତା ମଝିରେ
Read More...

ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସ୍ମରଣିକା ‘ଚେତନାରେ ଚୈତନ୍ୟ’ର ଉନ୍ମୋଚନ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶିଷ୍ଟ ଆଧ୍ୟାତ୍ମିକ ଚିନ୍ତକ, ଶିକ୍ଷାବିତ୍ ତଥା ଅଧ୍ୟାତ୍ମ ବାହିନୀର ସମ୍ପାଦକ ସ୍ଵର୍ଗତ ଚୈତନ୍ୟ ଦାସ ଠାକୁରଙ୍କ ପ୍ରଥମ ବାର୍ଷିକ ସ୍ମୃତିସଭା ଓ ସ୍ମରଣିକା 'ଚେତନାରେ ଚୈତନ୍ୟ'ର ଉନ୍ମୋଚନ ଉତ୍ସବ ସ୍ଥାନୀୟ ମାରୱାଡି ସେବା ସଦନଠାରେ ସତ୍ୟବନ୍ତ ବେଦବାକଙ୍କ
Read More...

ମୋ ମନ କଥା

ବିଭୁତି ପଣ୍ଡା ମୁଁ ଯେଉଁ ଅନୁଷ୍ଠାନରେ ପାଠ ପଢୁଥିଲି ସେହି ଗଙ୍ଗାଧର ମେହେର ମହାବିଦ୍ୟାଳୟ ଏବେ ବିଶ୍ୱବିଦ୍ୟାଳୟରେ ପରିଣତ ହୋଇସାରିଛି । ସ୍ୱଭାବ କବିଙ୍କ ନାମରେ ନାମିତ ସେହି ଅନୁଷ୍ଠାନରେ କବି ଭୀମଭୋଇ ଚେୟାର ସ୍ଥାପନ କରାଯାଇ ସେହି ମାନବବାଦୀ କବିଙ୍କ ସୃଷ୍ଟିର ମହନୀୟତା ପ୍ରକ୍ଷାପନ
Read More...