Daily Archives

ଆର୍ଯ୍ୟପଲ୍ଲୀ ଗାଁ ଲୋକଙ୍କୁ ଘରପଟ୍ଟା ପ୍ରଦାନ ଦାବୀ ନେଇ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ବିକ୍ଷୋଭ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଭାରତୀୟ ବିକାଶ ପରିଷଦ ତରଫରୁ ପ୍ରତିଷ୍ଠାତା ସୁରେନ୍ଦ୍ର ପାଣିଗ୍ରାହୀଙ୍କ ନେତ୍ତୃତ୍ୱରେ ବୁଧବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଏକ ବିରାଟ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଆର୍ଯ୍ୟପଲ୍ଲୀ ଗ୍ରାମର ୪୨୫ ମତ୍ସ୍ୟଜୀବୀ ଓ
Read More...

ବ୍ରହ୍ମପୁର ବଡ଼ମେଡ଼ିକାଲ ସମସ୍ୟା ସମାଧାନ ନହେଲେ ଆନ୍ଦୋଳନ ବ୍ୟାପକ ହେବ : ମାନବ ଅଧିକାର ସୁରକ୍ଷା ମଞ୍ଚ ପକ୍ଷରୁ…

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ମହାନଗରରେ ଅବସ୍ଥାପିତ ମହାରାଜା କୃଷ୍ଣଚନ୍ଦ୍ର ଗଜପତି ଭେଷଜ ମହାବିଦ୍ୟାଳୟ ତଥା ହସ୍ପିଟାଲ (ଏମ୍‌କେସିଜି ମେଡିକାଲ)ରେ ସମସ୍ତ ବର୍ଗର ଡାକ୍ତର ପଦବୀ ପୂରଣ ଓ ଆଉଟ-ଡୋରରେ ରୋଗୀ ଦେଖା ସମୟରେ ଅନୁପସ୍ଥିତ
Read More...

ଗଞ୍ଜାମ ଗୌରବ ଆଣିଲେ ଶାସ୍ତ୍ରୀୟ ନୃତ୍ୟାଙ୍ଗନା ଶିବାନୀ ସ୍ୱାଇଁ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ରାଜ୍ୟପାଳ ପୁରସ୍କାରପ୍ରାପ୍ତ ଓଡିଶୀ ନୃତ୍ୟ ଶିଳ୍ପୀ ତରୁଣୀ ଶିବାନୀ ସ୍ୱାଇଁ ଜଣେ ବିବିଧ ନୃତ୍ୟଶିଳ୍ପୀ ଭାବେ ଏବେ ଗଞ୍ଜାମ ଜିଲ୍ଲାରେ ପ୍ରସାର ଲାଭ କରିଆସିଛନ୍ତି । ସ୍ନାତକ ଡିଗ୍ରୀରେ ଅଧ୍ୟୟନ କରୁଥିବା ଶିବାନୀ ଜଣେ ମଧ୍ୟବିତ୍ତ ପରିବାର ଓଡ଼ିଆ
Read More...

ବିଶ୍ୱ ହକର ଦିବସ ପାଳିତ

ବରଗଡ଼, (ସତ୍ୟନାରାୟଣ ପ୍ରଧାନ) : ବରଗଡ଼ ଗାନ୍ଧୀଛକଠାରେ ବରଗଡ଼ ଖବରକାଗଜ ବିତରକ ସଂଘ ତରଫରୁ ବିଶ୍ଵ ହକର ଦିବସ ପାଳନ କରାଯାଇଛି । ଏହି ଅବସରରେ ସମସ୍ତେ ଏକାଠି ହୋଇ ରାଜ୍ୟ ସରକାରଙ୍କ ଦ୍ଵାରା ବିଭିନ୍ନ ସରକାରୀ ଯୋଜନାରେ ହକର ମାନଙ୍କୁ ସାମିଲ କରି ସମସ୍ତଙ୍କୁ କୋଭିଡ ସହାୟତା ଛଅ ହଜାର
Read More...

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଗତକାଲି ବିଜୁ କଲ୍ୟାଣ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଜରିଆରେ ଅନୁଷ୍ଠିତ ଉକ୍ତ ବୈଠକରେ ଜିଲ୍ଲାପାଳ ମୋନୀଷା ବାନାର୍ଜୀ ଅଧ୍ୟକ୍ଷତା କରିଥିଲେ । ଯୋଜନା ଜିଲ୍ଲା ନୋଡାଲ
Read More...

ମିନାକ୍ଷୀ ଧରଙ୍କ ଶ୍ରଦ୍ଧାଞ୍ଜଳି ସମାରୋହ ଅନୁଷ୍ଠିତ

ମିନାକ୍ଷୀ ଥିଲେ ମହିଳା ସଶକ୍ତିକରଣର ପ୍ରତୀକ : ସୌମ୍ୟରଂଜନ ଭୁବନେଶ୍ୱର, (ସସ୍ମିତା ପ୍ରଧାନ) : ମିନାକ୍ଷୀ ଧର ଫାଉଣ୍ଡେସନ ଓ ୱାଇଏମ୍‌ଏଫ୍‌ଆଇର ମିଳିତ ଆନୁକୂଲ୍ୟରେ ସ୍ୱର୍ଗତା ମିନାକ୍ଷୀଙ୍କ ପ୍ରଥମ ସ୍ମୃତିଚାରଣ ସଭା ସ୍ଥାନୀୟ ସୂଚନା ଭବନ ସ୍ଥିତ ଗୀତ ଗୋବିନ୍ଦ ସଦନ ଠାରେ ଅନୁଷ୍ଠିତ
Read More...

ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚ୍‌ଡିଏଫ୍‌ସି ତରଫରୁ ରକ୍ତଦାନ ଶିବିର ଓ କୁଲର ପ୍ରଦାନ

ରାଉରକେଲା, (ସସ୍ମିତା ପ୍ରଧାନ) : ରୋଟାରୀ କ୍ଲବ ରାଉରକେଲା ଷ୍ଟିଲ ସିଟି ଓ ଏଚ୍‌ଡିଏଫ୍‌ସି ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ଆର୍‌ଜିଏଚ୍‌ଠାରେ ରକ୍ତଦାନ ଶିବିର ଓ ମହିଳା ପ୍ରସୂତୀ ବିଭାଗରେ କୁଲର ଦାନ କରାଯାଇଥିଲା । କାର୍ୟ୍ୟକ୍ରମର ଅଧ୍ୟକ୍ଷା ରୋଟାରୀଆନ ନିରୁପମା ମିଶ୍ରଙ୍କ ଆବାହକତ୍ୱରେ
Read More...

କ୍ରିଷ୍ଣାଙ୍କ ପାଖକୁ ପହଞ୍ଚିଲା କନ୍ୟାକିରଣ ଫାଉଣ୍ଡେସନ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ବେଲପଡା ବ୍ଲକର ତେନ୍ତୁଲିମୁଣ୍ଡା ଗ୍ରାମରେ କ୍ରିଷ୍ଣା ଭୋଇଙ୍କ ଜନ୍ମ । ବୟସ ମାତ୍ର ୮ ବର୍ଷ । ପାଠ ପଢିବାରେ କ୍ରିଷ୍ଣାଙ୍କ ବହୁତ ଆଗ୍ରହ ହେଲେ ସେ ଜନ୍ମରୁ ପୋଲିଓ ଗ୍ରସ୍ତ । ଚାଲିବାରେ ସେ ଅକ୍ଷମ । ତେନ୍ତୁଳିମୁଣ୍ଡା ଗ୍ରାମର ପ୍ରାଥମିକ
Read More...